ଗୁଗୁଲ୍ ରିପୋର୍ଟ : ଗୁଡ଼ ମର୍ଣ୍ଣିଙ୍ଗ୍ ମେସେଜ୍ରେ ଭାରତର ୩୦ ପ୍ରତିଶତ ଲୋକଙ୍କ ସ୍ମାର୍ଟଫୋନ୍ ମେମୋରି ଫୁଲ୍
ନୂଆଦିଲ୍ଲୀ : ଗୁଗୁଲ୍ର ଏକ ରିପୋର୍ଟ ପ୍ରକାଶ ପାଇଛି । ଏଥିରେ କୁହାଯାଇଛି ଯେ ସ୍ମାର୍ଟଫୋନ୍ ବ୍ୟବହାରକାରୀ ମାନେ ପ୍ରତିଦିନ ସକାଳେ ଏତେ ଗୁଡ଼ ମର୍ଣ୍ଣିଙ୍ଗ୍ ମେସେଜ୍ ପଠାନ୍ତି ଯେ ଏହି ବାର୍ତ୍ତାରେ ଏବଂ ଚିତ୍ରରେ ଭାରତର ୩୦ ପ୍ରତିଶତ ଲୋକଙ୍କ ସ୍ମାର୍ଟଫୋନ୍ ମେମୋରି ଫୁଲ୍ ହୋଇଯାଏ ।
Read More...
Read More...