Monthly Archives

November 2020

ଛାତ୍ର କଂଗ୍ରେସର ବିକ୍ଷୋଭ : ଆଇନ ଶୃଙ୍ଖଳା ପରିସ୍ଥିତି ନ ସୁଧୁରିଲେ ଜୋରଦାର ଆନ୍ଦୋଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲାରେ ବିପର୍ଯ୍ୟସ୍ଥ ଆଇନ ଶୃଙ୍ଖଳା ପରିସ୍ଥିତି ବିତୁଦ୍ଧରେ ଆଜି ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁଙ୍କ ନେତୃତ୍ୱ ତଥା ଏନଏସୟୁଆଇ.ର ରାଷ୍ଟ୍ରୀୟ ସଂପାଦକ ରୋଶନ ଲାଲ ବିଟ୍ଟୁ, ରାଷ୍ଟ୍ରୀୟ ଆବାହକ
Read More...

୩ ଜଣ ଚାଷୀଙ୍କ ଆତ୍ମହୂତି ଉଦ୍ୟମ ବିଧାନସଭା ସାମ୍‌ନାରେ

ଭୁବନେଶ୍ୱର : ଆଜି ପୁଣି ବିଧାନସଭା ସାମ୍‌ନାରେ ୩ ଜଣ ଚାଷୀ ଆତ୍ମହୂତି ଉଦ୍ୟମ କରିଛନ୍ତି । ସୂଚନା ଅନୁସାରେ ଆଠଗଡର ତିନି ଜଣ ଚାଷୀ କିରୋସିନ ଢାଳି ହୋଇ ଆତ୍ମହୂତି ଉଦ୍ୟମ କରିଥିବା ବେଳେ ସୁରକ୍ଷା କର୍ମଚାରୀ ସେମାନଙ୍କୁ ସଙ୍ଗେ ସଙ୍ଗେ କାବୁ କରି ନେଇଛନ୍ତି । ସୂଚନାରୁ ପ୍ରକାଶ ଯେ, ଏହି
Read More...

ଇଣ୍ଡୋନେସିଆ : ବଳାତ୍କାର ଦୋଷୀକୁ ବିଚ୍‌ ବଜାରରେ ୧୪୬ ଚାବୁକ୍‌ ପ୍ରହାର : କା‌ନ୍ଦିଲା, ଚିର୍ଲେଇଲା… ତଥାପି ଦୟା…

ଇଣ୍ଡୋନେସିଆ : ଇଣ୍ଡୋନେସିଆରେ ଜଣେ ୧୯ ବର୍ଷ ବୟସ୍କ ଯୁବକକୁ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇ ସାଧାରଣ ଲୋକଙ୍କ ସାମ୍ନାରେ ୧୪୬ ଥର ଚାବୁକ୍‌ ମାଡ ଦିଆଯାଇଛି । ଏହି ସମୟରେ ସେ କାନ୍ଦିବାକୁ ଲାଗିଲା, ଚିର୍ଲେଇଲା… ଅଥଚ ଦୟା ନାହିିଁ । ଚାଲିଥାଏ ପ୍ରହାର । ଡାକ୍ତରମାନେ ଚିକିତ୍ସା
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨ : ବଲାଙ୍ଗିର ପୌରାଂଚଳରେ ୭

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨ ରହିଥିବା ବେଳେ ବଲାଙ୍ଗିର ପୌରାଂଚଳରେ ୭ ଜଣ ସଂକ୍ରମିତ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୨, ୪, ୭ ଓ ୧୫ରୁ ଜଣେ ଲେଖାଏଁ ସଂକ୍ରମିତ ହୋଇଥିବା ବେଳେ
Read More...

ଜବର ଦଖଲ ହଟିଲା : ମାଟିରେ ମିଶିଲା ମଦ ଦୋକାନ

ରାଇରଙ୍ଗପୁର : ବଢିଚାଲିଛି ଜବର ଦଖଲ। ଏହି ସମସ୍ୟା କେବଳ ଗୋଟିଏ ‌ସ୍ଥାନରେ ନୁହେଁ, ସାରା ଓଡ଼ିଶାରେ ଏଭଳି ସ୍ଥିତି । ତେବେ ରାଇରଙ୍ଗପୁରରେ ଜବର‌ ଦଖଲ୍‌ ଉେ‌ଚ୍ଛଦ ହୋଇଛି । ସରକାରୀ ଜାଗାକୁ ଦଖଲ କରି ସାଧାରଣ ପାନ ଗୁଟକା ଦୋକାନଠୁ ଆରମ୍ଭ କରି ହୋଟେଲ, ଏପରିକି ମଦ ଦୋକାନ ମଧ୍ୟ ଚାଲୁଥିଲା ।
Read More...

ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜ ପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ଖୋର୍ଦ୍ଧା : ଖୋର୍ଦ୍ଧା-ବଳାଙ୍ଗିର ୫୭ ନମ୍ବର ଜାତୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥର ବାଘମାରୀ ପେଟ୍ରୋଲ ପମ୍ପ୍‌ ପାଖରେ ଦ୍ରୁତ ଗାତିରେ ଏକ ତେଲ ଟ୍ୟାଙ୍କର୍‌ ଆସି ଜଣେ ବ୍ୟାକ୍ତିଙ୍କ ଶରୀରର ଉପରକୁ
Read More...

ବିଧାନସଭାରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ : ନାବାଳିକା ପରୀର ମୃତ୍ୟୁ ମାମଲାର ତଦନ୍ତ କରିବ ଏସ୍‌ଆଇଟି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବହୁ ଚର୍ଚ୍ଚିତ ନାବାଳିକା ପରୀର ମୃତ୍ୟୁ ମାମଲାକୁ ନେଇ ମୁଖମନ୍ତ୍ରୀ ଆଜି ଘୋଷଣା କରିଛନ୍ତି ବିଧାନସଭାରେ । ସୂଚନା ଅନୁସାରେ ନାବାଳିକା ପରୀ ଗତ ଜୁଲାଇ ମାସରେ ଘର ଆଗରେ ଖେଳୁଥିବା ସମୟରେ ନିଖୋଜ ହୋଇଯାଇଥିବା ପରେ ଘର ଲୋକ ସବୁଜାଗା ଖୋଜାଖୋଜି କରି ନ ପାଇବା
Read More...

ଲିଙ୍ଗ ଭିତ୍ତିକ ହିଂସା ରୋକିବାକୁ ନିଆରା ଅଭିଯାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଜୁରାବନ୍ଦ ଗ୍ରାମ ପଞ୍ଚାୟତ ଖମଗଡା ଗ୍ରାମରେ ଲୋକ ଉନ୍ନତି ସଂଗଠନ ଲିଙ୍ଗ ଭିତ୍ତିକ ହିଂସା ବିରୁଦ୍ଧରେ ୧୬ ଦିନିଆ ବିଶ୍ଵବ୍ୟାପି ଅଭିଯାନ ଆରମ୍ଭ ହୋଇଯାଇଛି । ବ୍ଳକ ଲୋକ ଉନ୍ନତି ସଙ୍ଗଠନର ସଂଯୋଜିକା ଗୀତାଞ୍ଜଳୀ
Read More...

ତୁଷୁରା ତେଲନଦୀକୁ ଡେଇଁ ପ୍ରେମରେ ବିଫଳ ଦିବ୍ୟାଙ୍ଗ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ : ଉଦ୍ଧାର କଲେ ସ୍ଥାନୀୟ ଲୋକେ, ପୋଲିସ…

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ବଲାଙ୍ଗିର ଜିଲ୍ଲା ତୁଷୁରା ଏବଂ ଗୁଡଭେଲାକୁ ସଂଯୋଗ କରିଥିବା ତେଲ ନଦୀ ବ୍ରିଜ଼ ଉପରୁ ଜଣେ ଯୁବକ ଏକ ତିନି ଚକିଆ ବାଇକରେ ଆସି ବ୍ରିଜ ଉପରୁ ନଦୀ ଭିତରକୁ ଡେଇଁପଡ଼ିଥିଲେ । ତେବେ ସେଠାରେ ଥିବା ସ୍ଥାନୀୟ ଜନସାଧାରଣ, ତୁଷୁରା ପୋଲିସ ଏବଂ ଓ଼ଡ୍ରାପ
Read More...

କରୋନା ଭାଇରସ୍ : ପ୍ରଶ୍ନରେ ଅକ୍ସଫୋର୍ଡ ଟୀକା, ଆଷ୍ଟ୍ରାଜେନେକା ପୁନର୍ବାର ପରୀକ୍ଷଣ ହେବ

ଲଣ୍ଡନ : ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଆଷ୍ଟ୍ରାଜେନେକା ଟୀକାର ପ୍ରଭାବକୁ ନେଇ ପ୍ରଶ୍ନ ମଧ୍ୟରେ କମ୍ପାନୀର ସିଇଓ ପାସ୍କାଲ୍ ସୋରିଓଟ୍ ଘୋଷଣା କରିଛନ୍ତି ଯେ, ସେ ସାରା ବିଶ୍ୱରେ ଅତିରିକ୍ତ ପରୀକ୍ଷା କରିପାରିବେ । କରୋନା ଜୀବାଣୁ ଟୀକାର ପ୍ରଭାବଶାଳୀ ସମ୍ଭାବନା
Read More...