Daily Archives

ବଲିଉଡ ନିର୍ଦ୍ଦେଶକ ଆୟୁଷ ତିୱାରୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ

ମୁମ୍ୱାଇ: ବଲିଉଡ ଚଳଚ୍ଚିତ୍ର ନିର୍ଦ୍ଦେଶକ ଆୟୁଷ ତିୱାରୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଥିବା ସୂଚନା ମିଳିଛି । ନିର୍ଦ୍ଦେଶକ ଶ୍ରୀ ତିୱାରୀ ଏବଂ ତାଙ୍କ ସାଙ୍ଗ ରାକେଶ ଶର୍ମାଙ୍କ ବିରୋଧରେ କାଷ୍ଟିଂ କାଉଚ୍‌ ଭଳି ସଂଗୀତ ଅଭିଯୋଗ ସାରା ସିନେମା ଜଗତରେ ଚ‌ର୍ଚ୍ଚାର ବିଷୟ ପାଲଟିଛି ।
Read More...

ଆଜି ମହାନ୍‌ ଐତିହ୍ୟ ପରମ୍ପରାର ପର୍ବ କାର୍ତ୍ତିକ ପୂର୍ଣ୍ଣିମା

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହାନ୍‌ ଐତିହ୍ୟ ଓ ପରମ୍ପରାର ପର୍ବ କାର୍ତ୍ତିକ ପୂର୍ଣ୍ଣିମା ଆଜି । ଏହାକୁ ରାସ ପୂର୍ଣ୍ଣିମା ବୋଲି ମଧ୍ୟ କୁହାଯାଇଥାଏ । ପୁରାଣ କଥା ଅନୁସାରେ ଏହି ଦିବସରେ ରାଧାକୃଷ୍ଣଙ୍କ ନୃତ୍ୟୋତ୍ସବ ଗୋପୀମାନଙ୍କ ଗହଣରେ ଅନୁଷ୍ଠିତ ହୋଇଥିଲା । ଗୋପୀମାନେ ରାଧାକୃଷ୍ଣଙ୍କ
Read More...

ଗାଈ ମାରିଲେ ଦୋଷ କାହାର ?

ପଦ୍ମପୁର, (ନିରୋଜ କୁମାର ପାଣୀ) : ପୁରାଣ ଯୁଗ ହେଉ କି ଆଧୁନିକ ଯୁଗ ଗାଈ ସଦା ସର୍ବଦା ପୂଜନୀୟା । ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଗାଈକୁ ଗୋମାତାର ଆଖ୍ୟା ଦିଆଯାଇଥିବା ବେଳେ ଗୋମାତାଙ୍କ ଦେହରେ ୩୩ କୋଟି ଦେବାଦେବୀଙ୍କ ଅବସ୍ଥିତିର ମାନ୍ୟତା ରହିଛି । ହେଲେ ବର୍ତମାନ କିଛି ସ୍ୱର୍ଥୀ ଏବଂ ନିଚ
Read More...