ଖପ୍ରାଖୋଲ ବ୍ଲକ ଝାଲବାହାଲ ଗାଁ କୋଶଳପଡାରେ ଏପର୍ଯ୍ୟନ୍ତ ସରକାରୀ ସୁବିଧା ପହଞ୍ଚି ପାରିନାହିଁ
ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଘୁନସର୍ ପଞ୍ଚାୟତ ଝାଲବାହାଲ ଗାଁର କୋଶଳପଡ଼ାରେ ଏପର୍ୟ୍ୟନ୍ତ କୌଣସି ସରକାରୀ ବାବୁ ଙ୍କ ପାଦ ତଥା କୈାଣସି ସରକାରୀ ସୁବିଧା ପହଞ୍ଚି ପାରିନାହିଁ । ଏଠାରେ ୧୫ ପରିବାର ବସବାସ କରନ୍ତି । କିନ୍ତୁ ଦୁଃଖର ବିଷୟ ଏଠାକୁ ଯିବା!-->…
Read More...
Read More...