Monthly Archives

October 2020

ପାନ ଦୋକାନ ଉପରେ ଚଢ଼ାଉ : ଗୁଟଖା ପାଇଁ ଜୋରିମାନା ଅସୁଲ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ଼ ପ୍ରଶାସନ ଅଚାନକ ଗୁରୁବାର ଦିନ ସହରରେ ଗୁଟ୍‌ଖା ବିକ୍ରୟକୁ ରୋକିବା ନେଇ କଡା ଆଭିମୁଖ୍ୟ ଗ୍ରହଣ କରିଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ ସହରର ବିଭିନ୍ନ ପାନ ଦୋକାନରେ ଟିଟିଲାଗଡ଼ ତହସିଲଦାର ଆନନ୍ଦ ପଣ୍ଡା, ଟିଟିଲାଗଡ ଆଇଆଇସି ପ୍ରଭାତ ରଞ୍ଜନ
Read More...

ନିଆଁ ଲାଗି ଫାଟିଲା ଗ୍ୟାସ ଟାଙ୍କି : ଚା’ ଦୋକାନ ଛିନ୍‌ଛତର୍‌

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଜିଲ୍ଲାପାଳ ଛକରେ ଏକ ଚା' ଦୋକାନରେ ନିଆଁଲାଗି ଗ୍ୟାସ ଟାଙ୍କି ବିସ୍ଫୋରଣ ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଉପଜିଲ୍ଲାପାଳ ଛକରେ ଥିବା ଚା' ଦୋକାନରେ ହଠାତ ନିଆଁ ଲାଗିଥିବା
Read More...

ଆଇପିଏଲ୍‌ : କୋଲକାତାକୁ ୬ ୱିକେଟରେ ହରାଇ ପ୍ଲେ ଅଫ୍‌ରୁ ଦୂରେଇ ରଖିଲା ଚେନ୍ନାଇ

ଦୁବାଇ : ପ୍ଲେ ଅଫ୍ ପ୍ରବେଶ ଦୃଷ୍ଟିରୁ ଏକ ପ୍ରକାର କର ବା ମର ସ୍ଥିତିରେ ଥିବା କେକେଆର ଗୁରୁବାର ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିଲା। ଯୁବ ପ୍ରାରମ୍ଭିକ ଯୋଡ଼ି ଶୁଭମନ ଗିଲ୍‌ (୨୬) ଓ ନୀତୀଶ ରାଣା (୮୭) ପ୍ରଥମ ୱିକେଟ୍‌ରେ ୫୩ ରନ୍ ଯୋଡ଼ିଥିଲେ। କର୍ଣ୍ଣ ଶର୍ମା ଚତୁରତାର ସହ
Read More...

ମତ୍ସ୍ୟଜୀବୀଙ୍କ ଦ୍ୱାରା ଉଦ୍ଧାର ହେଲା ବିରଳ ମାଛ

ବୌଦ୍ଧ, (ବଂଶୀଧର ମାଝୀ) : ମତ୍ସ୍ୟଜୀବୀମାନେ ଏକ ବିରଳ ମାଛ ଉଦ୍ଧାର କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ହରଭଙ୍ଗା ବ୍ଲକ୍‌ ସଂକୁଲେଇ ପଞ୍ଚାୟତ ମହାନଦୀ କଡ଼ରେ ରହୁଥିବା ମତ୍ସ୍ୟଜୀବୀମାନେ ଗତ କାଲି ୧ କିଲୋ ଓଜନର ଏକ ବିରଳ ମାଛ ଧରିଥିବା ବେଳେ ମାଛଟିର ଦେହ କୁମ୍ଭୀର ଭଳି ଦେଖାଯାଉଥିବା
Read More...

ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗ ପାଇଁ ଭାରତ-ଜାପାନ ମଧ୍ୟରେ ସ୍ଵାକ୍ଷରିତ ବୁଝାମଣାପତ୍ରକୁ କେନ୍ଦ୍ର…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ-ଜାପାନ ମଧ୍ୟରେ ସୂଚନା ଓ ଯୋଗାଯୋଗ କ୍ଷେତ୍ରରେ ବୈଷୟିକ ଜ୍ଞାନର ଆଦାନ ପ୍ରଦାନ ଓ ସହଯୋଗ ନେଇ ରାଜିନାମା (ଆଇସିଟି) ଅନୁମୋଦିତ ହୋଇଛି । ଏହାଫଳରେ ଭାରତ-ଜାପାନ
Read More...

ଏମ୍‌ସିଏଲ୍‌କୁ ମିଳିଲା ୨ ସିଏସ୍‌ଆର୍‌ ପୁରସ୍କାର ସହ ୫ଟି କୋଲ୍‌ ଇଣ୍ଡିଆ ପୁରସ୍କାର

ସମ୍ବଲପୁର, (କେପିଏନ୍‌ଏସ୍‌) : ମହାନଦୀ କୋଲ୍‌ଫିଲ୍‌ଡ଼ ଲିମିଟେଡ଼୍‌କୁ ମିଳିଛି ସମ୍ମାନଜନକ ପୁରସ୍କାର । ୨ ସିଏସ୍‌ଆର୍‌ ପୁରସ୍କାର ସହ ୫ଟି କୋଲ୍‌ ଇଣ୍ଡିଆ ପୁରସ୍କାର ପ୍ରାପ୍ତ ହୋଇଛି ଏମ୍‌ସିଏଲ୍‌ । ଅନ୍‌ଲାଇନ୍‌ ମାଧ୍ୟମରେ ଅନୁଷ୍ଠିତ ୪୬ତମ କୋଲ୍‌ ଇଣ୍ଡିଆ ସ୍ଥାପନ ଦିବସ ଅବସରରେ
Read More...

ଝୋଟ ସାମଗ୍ରୀରେ ବାଧ୍ୟତାମୂଳକ ପ୍ୟାକେଜିଂ ସମ୍ବନ୍ଧୀୟ ନିୟମର ସମ୍ପ୍ରସାରଣକୁ କ୍ୟାବିନେଟ ମଞ୍ଜୁରି

• ଓଡ଼ିଶା ସମେତ ପୂର୍ବ ଓ ପୂର୍ବୋତ୍ତର ରାଜ୍ୟଗୁଡ଼ିକୁ ମିଳିବ ଲାଭ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି(ସିସିଇଏ) ବିଭିନ୍ନ ପ୍ରକାରର ଝୋଟ ଅଖାରେ ଶତ ପ୍ରତିଶତ ଖାଦ୍ୟଶସ୍ୟ ଏବଂ ୨୦ ପ୍ରତିଶତ ଚିନି
Read More...

କର୍ଲାପିଟା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର: (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ ଧୃବ ଚରଣ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କର୍ଲାପିଟା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୋଭିଡ କଟକଣା ମଧ୍ୟରେ
Read More...

ବିକାଶର ଦୂରରେ ଡ଼ଙ୍ଗରମୁଣ୍ଡା ଗାଁ : ଗାଁକୁ ଯିବା ପାଇଁ ପକ୍କା ରାସ୍ତା ନାହିଁ, ରାସ୍ତା ନିର୍ମାଣ ନ ହେଲେ ଆନ୍ଦୋଳନ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ଗ୍ରାମାଞ୍ଚଳର ଉନ୍ନତି ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ବ୍ୟୟ କରୁ ଥିବା ଡିମ୍‌ଡିମ ପିଟୁଛନ୍ତି । କିନ୍ତୁ ସେଗୁଡିକ ଅନେକ ଗ୍ରାମାଞ୍ଚଳକୁ ପହଞ୍ଚୁ ନ ଥିବା ବେଳେ ଗ୍ରାମବାସୀମାନଙ୍କ ମଧ୍ୟରେ କେବେ ଆନ୍ଦୋଳନ ତ ଆଉ କେକେବ ବେଳେ ରାସ୍ତା
Read More...

କରୁଆଁଝର ଶିବ ମନ୍ଦିରରେ କୁଲୁତା ସମାଜ ପକ୍ଷରୁ ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀ ପୂଜା ଉତ୍ସବ ଅନୁଷ୍ଠିତ

ଦେଓଗାଁ, (ମନୀଷ କୁମାର ସାହୁ) : ଭାଦ୍ରବ ମାସ ତ୍ରୟୋଦଶୀ ତିଥି ଗୁରୁବାର ଦିନ ଦେଓଗାଁ ବ୍ଲକ ବଡବନ୍ଧ ପଂଚାୟତ କରୁଆଂଝର ଗାଁର କୁଲୁତା ସମାଜ ପକ୍ଷରୁ କରୁଆଁଝର କୁଲୁତା ସମାଜର ଗ୍ରାମ୍ୟ କମିଟିର ସଭାପତି ଲେକ୍ରୁ ସାହୁ, ସମ୍ପାଦକ ଅନ୍ତର୍ୟ୍ୟାମୀ ଭୋଇ, ସିକୁଆଁ ଆଂଚଳିକ କମିଟି ସମ୍ପାଦକ ନରେଶ
Read More...