Daily Archives

ସମଲେଶ୍ଵରୀ ପୀଠରେ ଷୋଡ଼ଶ ଉପଚାର ପୂଜା ଆରମ୍ଭ

ସମ୍ବଲପୁର, (ଦାମୋଦର ପଣ୍ଡା) : ଆଜି ଠାରୁ ସମଲେଶ୍ଵରୀ ପୀଠରେ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହେବା ସହ ଭକ୍ତଙ୍କ ମାନସିକ ଦୀପ ପ୍ରଜଳନ ମଧ୍ୟ ଆରମ୍ଭ ହୋଇଛି । ଭୋର ଚାରିଟା ବେଳୁ ମନ୍ଦିର ଖୋଲି ସମସ୍ତ ଯଥା ବିଧି ପୂଜାର୍ଚ୍ଚନା ୫.୩୦ ରେ ଶେଷ ହୋଇଥିଲା । କଟକଣା ଯୋଗୁ କେହି ଭକ୍ତ ଉପସ୍ଥିତ ନ
Read More...

ଖରାମାଲରେ ବିଶ୍ୱ ଖାଦ୍ୟ ଦିବସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଶ୍ୱ ଖାଦ୍ୟ ଦିବସ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଜାମସେଠ ଗ୍ରାମ ପଞ୍ଚାୟତ ଖରାମାଲ ଗ୍ରାମରେ ପାଳନ କରାଯାଇଥିଲା । ଉଦ୍ଦେଶ୍ୟ ହେଉଛି, ଦୁନିଆରେ କେହି ବି ଜଣେ ଭୋକରେ ନ ରହୁ । ଖାଦ୍ୟ ବି ଏମିତି ହେଉ ଯେଉଁ ଥିରେ କି ପୁଷ୍ଟିକର ଉପାଦାନ
Read More...