ତୁଷୁରା ଏନଏସି ପକ୍ଷରୁ ଭୂମି ଅଧିକାର ଯୋଗ୍ୟତା ପ୍ରମାଣ ପତ୍ର ବଣ୍ଟନ
ତୁଷୁରା, (ଅଜିତ କୁମାର ସାହୁ) : ଓଡିଶା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାଗା ମିସନ ଜରିଆରେ ବଲାଙ୍ଗିର ଜିଲା ତୁଷୁରା ଏନଏସି ପକ୍ଷରୁ ସହରାଞ୍ଚଳରେ ରହୁଥିବା ଭୂମିହୀନମାନଙ୍କୁ ଭୂମି ଅଧିକାର ଯୋଗ୍ୟତା ପ୍ରମାଣ ପତ୍ର ଏନଏସି ପରିସରରେ ବୁଧବାର ବଣ୍ଟନ କରାଯାଇଛି । ରାଜ୍ୟ ମହିଲା!-->…
Read More...
Read More...