Daily Archives

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୮ ଲକ୍ଷ ଟପିଲା : ଗତ ୨୪ ଘଂଟାରେ ୭୮୫୨୪ ନୂଆ ଆକ୍ରାନ୍ତ, ୯୭୧ ମୃତ

ନୂଆଦିଲ୍ଲୀ : ଭାରତରେ କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ୬୮ ଲକ୍ଷ ଟପିଯାଇଛି । ୧୦୫୫୨୬ ଜଣଙ୍କ ଏହି ରୋଗରେ ମୃତ୍ୟୁ ଘଟି ସାରିଛି । ସୂଚନା ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ୫୮ ଲକ୍ଷ ୨୭ ହଜାର ୭୦୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା କୁହାଯାଇଛି । ଗତ ୨୪ ଘଂଟାରେ ଦେଶରେ ପୁଣି ୭୮୫୨୪ ନୂଆ
Read More...

ପାଇକମାଲ ଅଂଚଳରେ ଜିଓ ନେଟୱାର୍କ କାମ କରୁନାହିଁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଜନ ସାଧାରଣଙ୍କ ଅଭିଯୋଗରୁ ଜଣାଯାଏ ଯେ, ଏଠାରେ ବହୁତ ଜିଓ ଗ୍ରାହକ ଅଛନ୍ତି, କିନ୍ତୁ ସେମାନେ ଜିଓ ନେଇ ଏବେ ପ୍ରସ୍ତାଉଛନ୍ତି । ଜିଓ ଇଣ୍ଟରନେଟ କାମ ନ କରି ଠିକ୍ ସମୟରେ ଟାୱାର କାମ ନକରୁ ନଥିବା କୁହାଯାଇଛି । ସେଥିପାଇଁ ଲୋକେ ଅତ୍ୟୟ ଦୁଃଖ
Read More...

ମଣିପୁର ଓ ନାଗାଲାଣ୍ଡର ପୂର୍ବତନ ରାଜ୍ୟପାଳ ଡ.ଅଶ୍ୱିନୀ କୁମାରଙ୍କ ଦେହାନ୍ତ : ମିଳିଲା ଆତ୍ମହତ୍ୟା ନୋଟ୍

ଶିମଲା : ମଣିପୁର ଓ ନାଗାଲାଣ୍ଡର ପୂର୍ବତନ ରାଜ୍ୟପାଳ ତଥା ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଡ.ଅଶ୍ୱିନୀ କୁମାର(୭୦)ଙ୍କ ଗତକାଲି ଦେହାନ୍ତ ହୋଇଥିବା ବେଳେ ଶିମଲା ସ୍ଥତି ତାଙ୍କ ନିଜ ବାସଭବନରୁ ତାଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ରୋଗରେ ବ୍ୟତିବ୍ୟସ୍ତ ହୋଇ ଆତ୍ମହତ୍ୟା
Read More...

କୋଭିଡ-୧୯ ଉପଯୁକ୍ତ ଆଚରଣ ନେଇ ସଚେତନତା ସୃଷ୍ଟି କରିବା ପାଇଁ ଆଜି ଜନ ଆନ୍ଦୋଳନ ଅଭିଯାନର ଶୁଭାରମ୍ଭ କରିବେ…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୋଭିଡ-୧୯ ଉପଯୁକ୍ତ ଆଚରଣ ନେଇ ସଚେତନତା ସୃଷ୍ଟି କରିବା ପାଇଁ ଜନ ଆନ୍ଦୋଳନ ଅଭିଯାନର ଶୁଭାରମ୍ଭ ଏକ ଟ୍ଵିଟ ଜରିଆରେ କରିବେ । ଏହି ଅଭିଯାନ ଆଗକୁ ଆସୁଥିବା ବିଭିନ୍ନ ପର୍ବପର୍ବାଣୀ, ଶୀତ ଋତୁ ଏବଂ ଆର୍ଥିକ କାର୍ୟ୍ୟକଳାପ
Read More...

ଷ୍ଟକହୋମ ଅଧିବେଶନରେ ସୂଚିତ ଜୈବ ପ୍ରଦୂଷଣକାରୀ ବସ୍ତୁଗୁଡିକର ପରିଚାଳନା ନେଇ କ୍ୟାବିନେଟର ନିଷ୍ପତ୍ତି

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଷ୍ଟକହୋମ ଅଧିବେଶନରେ ସୂଚିତ ଜୈବ ପ୍ରଦୂଷଣକାରୀ ୭ଟି ରସାୟନିକ ପଦାର୍ଥର ପରିଚାଳନା ନିମନ୍ତେ ନିଷ୍ପତ୍ତି ନିଆଯାଇଛି । ଏହାଛଡା କ୍ୟାବିନେଟ କେନ୍ଦ୍ର
Read More...

ବ୍ରିଟେନ୍‌ର ବିଦ୍ୟାଳୟ ପୁସ୍ତକରେ ହିନ୍ଦୁ ଧର୍ମର ଭୁଲ ଚିତ୍ରଣ : ବିରୋଧ ପରେ ମାଗିବାକୁ ପଡ଼ିଲା କ୍ଷମା

ଲଣ୍ଡନ : ହିନ୍ଦୁ ଧର୍ମ ଉପରେ ଏକ ଅଧ୍ୟାୟରେ ଆତଙ୍କବାଦର ଛାପ ଛଡ଼ାଯାଇଥିବା କାରଣରୁ ଅଭିଭାବକ ଏବଂ ବ୍ରିଟେନ୍‌ ହିନ୍ଦୁ ସଂଗଠନର ବିରୋଧ ପରେ ଇଂଲଣ୍ଡର ଏକ ସ୍କୁଲ କ୍ଷମା ମାଗିଛି । ଏପରିକି ସ୍କୁଲ ନିଜ ୱେବ୍‌ସାଇଟ୍‌ରୁ ସେହି ସ୍କୁଲ ୱାର୍କବୁକ୍‌କୁ ହଟେଇ ଦେଇଥିବା ଜଣାପଡ଼ିଛି । ଇଂଲଣ୍ଡର
Read More...

ରାସ୍ତାରେ ଫଶିଲା ଆମ୍ବୁଲାନ୍ସ : ୧ କିମି ବୁହାହେଲେ ରୋଗୀ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକରେ ରୋଗୀ ଆଣିବାକୁ ଯାଇ ରାସ୍ତା ଫଶିଲା ଆମ୍ବୁଲାନ୍ସ । ପ୍ରାପ୍ତ ସୂଚନା ଅନୁଯାୟୀ ବୁଧବାର ବରଗାଁ ପଞ୍ଚାୟତ ମହିବିଲା ଗ୍ରାମର ରୋଗୀ କୁନ୍ତଳା ରଣାଙ୍କୁ ହସପିଟାଲ ନେବାକୁ ଆସିଥିବା ଆମ୍ବୁଲାନ୍ସ ସୌରୀବେଙ୍ଗେସ୍ ରାସ୍ତାରେ ଫଶି ଯାଇଥିଲା । ଗ୍ରାମର
Read More...