Daily Archives

ଦେଶରେ ଗତ ୨୪ ଘଂଟାରେ ୭୫,୮୨୯ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ : ଭାରତରେ କରୋନା ମହାମାରୀରେ ମୃତକଙ୍କ ସଂଖ୍ୟା ଏକ ଲକ୍ଷ ଟପି ଯାଇଛି । ସଂକ୍ରମଣ କ୍ଷେତ୍ରରେ ଭାରତ ଯଦିବି ସାରା ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି, କିନ୍ତୁ ମୃତ୍ୟୁ କ୍ଷେତ୍ରରେ ତୃତୀୟ ସ୍ଥାନରେ ଅଛି । ଆଶ୍ୱସ୍ତର କଥା ଯେ, ଆଜି ଯାଏଁ ଦେଶରେ ୫୫୦୯୯୬୬ ଜଣ କରୋନାକୁ ପରାସ୍ତ
Read More...

ସାଲେଭଟା ଜଙ୍ଗଲରୁ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଠାବ

କଳାହାଣ୍ଡି, (କେପିଏନ୍‌ଏସ୍‌) : ପଲମ ଫାଣ୍ଡି ଅଧୀନସ୍ଥ ସାଲେଭଟା ଗ୍ରାମ୍ୟ ଜଙ୍ଗଲ ନିକଟସ୍ଥ ଏକ ଗଛରୁ ଜଣେ ପୁରୁଷ ଓ ଜଣେ ମହିଳାଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ରହିଥିବା ଦେଖାଯାଇଥିଲା । ଖବର ପାଇ ପଲମ ଫାଣ୍ଡି ଅଧିକାରୀ ଅସିତ କୁମାର ପଣ୍ଡା ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ
Read More...

କୋଭାସ୍କିନ ଭେକ୍‌ସିନ୍‌କୁ ଅଧିକ ପ୍ରଭାବୀ କରିବା ପାଇଁ ଏହି ଔଷଧ ବ୍ୟବହାର କରିବ ଭାରତ ବାୟୋଟେକ୍‌

ନୂଆଦିଲ୍ଲୀ : କରୋନାର ଭେକ୍‌ସିନ୍‌ ତିଆରୁଥିବା ଇଣ୍ଡିଆନ୍‌ ମେଡ଼ିକାଲ୍‌ କଂପାନୀ ଭାରତ ବାୟୋଟେକ୍‌ କହିଛି ଯେ, ନିଜର କରୋନା ଭେକ୍‌ସିନ୍‌ କୋଭାସ୍କିନ୍‌ରେ ଏକ ପ୍ରକାର ଏଭଳି ଔଷଧ ମିଶାଇବ, ଯାହାଫଳରେ ପ୍ରତିରୋଧ କ୍ଷମତା ଆହୁରି ଶକ୍ତିଶାଳୀ ହେବ ଓ ଏହାଦ୍ୱାରା ଦୀର୍ଘ ସମୟ ପର୍ଯ୍ୟନ୍ତ
Read More...

ସିଡ଼ିସି କହିଲା, ବାୟୁରେ ବ୍ୟାପୁଛୁ କରୋନା ଭୂତାଣୁ

ନୂଆଦିଲ୍ଲୀ : ସାରା ବିଶ୍ୱରେ କରୋନା ମହାମାରୀ ଦିନକୁ ଦିନ ତାର କାୟାବସ୍ତାର କରି ଚାଲିଛି । କରୋନାକୁ ନେଇ ଆମେରିକାର ସେଣ୍ଟର ଫର୍‌ ଡିଜିଜ୍‌ କଂଟ୍ରୋଲ ଏଣ୍ଡ୍‌ ପ୍ରିଭେନ୍‌ସନ୍‌(ସିଡ଼ିସି) ପକ୍ଷରୁ କୁହାଯାଇଛି ଯେ, କରୋନା ଭୂତାଣୁ ବାୟୁମଣ୍ଡଳରେ କିଛି ଘଂଟା ଧରି ରହି ପାରୁଥିବା ବେଳେ ବାୟୁ
Read More...

କନ୍ଧାନ୍‌ ତଥା କୋଶଲୀ ଯୁବକବି ବିନାୟକ ପ୍ରଧାନୀଙ୍କ ହୃଦ୍‌ଘାତରେ ମୃତ୍ୟୁ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଟିଟିଲାଗଡ଼ ବ୍ଲକ୍‌ ଅନ୍ତର୍ଗତ ମନିଗାଁର କନ୍ଧାନ୍‌ ତଥା କୋଶଲୀ ଭାଷାରେ କବିତା ଲେଖୁଥିବା ଯୁବକବି ବିନାୟକ ପ୍ରଧାନୀ(୩୫)ଙ୍କ ଆଜି ସକାଳୁ ହୃଦ୍‌ଘାତରେ ମୃତ୍ୟୁ ଘଟିଥିବା ବେଳେ ସାରା ଅଂଚଳରେ ଶୋକର ଛାୟା ଖେଳିଯାଇଛି । ରାଜମିସ୍ତ୍ରୀ ଭାବେ କାମ କରୁଥିବା
Read More...

ରୁଷ୍‌ରେ ପୁଣି ବଢ଼ିଲା କରୋନା ସଂକ୍ରମଣ

ନୂଆଦିଲ୍ଲୀ : କରୋନା ସଂକ୍ରମଣ ସାରା ବିଶ୍ୱ ପାଇଁ ଆଣିଦେଇଛି ଏକ ଭୟଭୀତ ବାତାବରଣ । ଅନେକ ସାବଧାନତା ଅବଲମ୍ବନ ପରେ ମଧ୍ୟ ସଂକ୍ରମଣ କମୁନି । ଅନେକ ଦେଶ ଆଜି କରୋନା ସଂକ୍ରମଣ ଯୋଗୁଁ ଘାଇଲା ହୋଇ ସାରିଲେଣି । ତେବେ ରୁଷ୍‌ରେ ପୁଣି କରୋନା ସଂକ୍ରମଣ ବଢ଼ି ଚାଲିଥିବା ଲକ୍ଷ୍ୟ କରାଯାଇଛି । ଗତ
Read More...

ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କଲା

● କ୍ରମାଗତ ଦୁଇ ସପ୍ତାହ ଧରି କରୋନା ସକ୍ରିୟ ମାମଲା ୧୦ ଲକ୍ଷରୁ ତଳେ ରହିଛିନୂଆଦିଲ୍ଲୀ, (ପିଆଇବି) : ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି । କ୍ରମାଗତ ୧୪ ଦିନ ପାଇଁ କରୋନା ସକ୍ରିୟ ମାମଲା ୧୦ ଲକ୍ଷରୁ ତଳେ ରହିପାରିଛି ।କ୍ରମାଗତ ଦୁଇ ସପ୍ତାହ ସକ୍ରିୟ ମାମଲା ୧ ନିୟୁତ
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ମିଷ୍ଟର ବେଞ୍ଜାମିନ ନେତାନ୍ୟାହୁଙ୍କ ମଧ୍ୟରେ ଟେଲିଫୋନ…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ମହାମହିମ ମିଷ୍ଟର ବେଞ୍ଜାମିନ ନେତାନ୍ୟାହୁଙ୍କ ସହିତ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି ।ପ୍ରଧାନମନ୍ତ୍ରୀ ମୋଦୀ ଇହୁଦୀ ନୂତନ ବର୍ଷ ଏବଂ ସୁକୋଟ ଇହୁଦୀ ପର୍ବ ପାଇଁ ପ୍ରଧାନମନ୍ତ୍ରୀ
Read More...

ସ୍ମାର୍ଟର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ, (ପିଆଇବି) : ସୁପରସୋନିକ କ୍ଷେପଣାସ୍ତ୍ର ସହାୟତାରେ ନିକ୍ଷେପ କରାଯାଉଥିବା ଟୋର୍ପିଡୋ (ସ୍ମାର୍ଟ)ର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି । ଗତକାଲି ଦିନ ୧୧.୪୫ ମିନିଟରେ ଓଡିଶା ଉପକୂଳ ହ୍ୱିଲର ଦ୍ୱୀପରୁ ଏହାକୁ ପରୀକ୍ଷା କରାଯାଇଥିଲା। କ୍ଷେପଣାସ୍ତ୍ର ଦୂରତା ଓ ଉଚ୍ଚତା ସହ ଏହାର
Read More...