କୁଦୋପାଲି ଗ୍ରାମର ରାଧାକୃଷ୍ଣ ମନ୍ଦିର ଭାଙ୍ଗିବା ଅବସ୍ଥାରେ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ଜମଲା ପଞ୍ଚାୟତର କୁଦୋପାଲି ଗ୍ରାମର ରାଧାକୃଷ୍ଣ ମନ୍ଦିର ବତ୍ତର୍ମାନ ଭାଙ୍ଗିବା ଅବସ୍ଥାରେ ରହିଛି । ଏହି ମନ୍ଦିର ୧୮୭୮ ମସିହା ଜୁନ ମାସରେ ପ୍ରତିଷ୍ଠା ହୋଇଥିଲା । ଏହି ମନ୍ଦିର ଏକ ପୁରାତନ ଆର୍ଦଶ ମନ୍ଦିର ରୂପେ ଏ ଅଞ୍ଚଳରେ!-->…
Read More...
Read More...