Monthly Archives

September 2020

ଆୟୁର୍ବେଦ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ବିଲ୍‌କୁ ପାର୍ଲାମେଣ୍ଟର ଅନୁମୋଦନ

• ଜାମନଗରରେ ଆୟୁର୍ବେଦ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ଆଇଟିଆରଏ) ପ୍ରତିଷ୍ଠା ପାଇଁ ପଥ ପରିଷ୍କାରନୂଆଦିଲ୍ଲୀ, (ପିଆଇବି) : ଆୟୁର୍ବେଦ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ବିଲ୍‌-୨୦୨୦ ଗତକାଲି ରାଜ୍ୟସଭାରେ ଅନୁମୋଦନ ଲାଭ କରିଛି । ପୂର୍ବରୁ ଏହି ବିଲ୍‌ଟି ଲୋକସଭାରେ ମାର୍ଚ୍ଚ ୧୯ ତାରିଖରେ
Read More...

କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କୁ ସରକାରଙ୍କ ଅଣଦେଖା

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ରାଜ୍ୟ ସରକାର ସମସ୍ତଙ୍କ ପାଇଁ ଯୋଜନା ଉପରେ ଯୋଜନା କରି ଚାଲିଛନ୍ତି, କିନ୍ତୁ ସେଥି ମଧ୍ୟରୁ କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀମାନଙ୍କୁ ଦିଆ ଯାଉଥିବା ଯୋଜନା ଗୁଡିକ ଆହୁରି ଉଚ୍ଚକୋଟୀର କରିବା ପରିବର୍ତ୍ତେ ଯୋଜନା ଗୁଡିକ ବନ୍ଦ କରିବାରେ ଳାଗି
Read More...

ସ୍ୱର୍ଗତ ରାଧେଶ୍ୟାମ ପୁରୋହିତଙ୍କ ଚିତାଭସ୍ମ ନୃସିଂହନାଥ ତ୍ରିବେଣୀ ଘାଟରେ ବିସର୍ଜିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପୂର୍ବତନ ବିଧାୟକ ତଥା ଭାରତୀୟ ଜନତା ପାର୍ଟିର କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ଶ୍ରୀ ପ୍ରଦୀପ ପୁରୋହିତଙ୍କ ପିତା ସ୍ୱର୍ଗତ ରାଧେଶ୍ୟାମ ପୁରୋହିତଙ୍କ ଚିତାଭସ୍ମ ଆଜି ଦିନ ୧୧ ଘଣ୍ଟା ସମୟରେ ଗନ୍ଧମାର୍ଦ୍ଦନ ନୃସିଂହନାଥର ପାପହାରିଣୀ
Read More...

କଳାହାଣ୍ଡି କଂଗ୍ରେସ ପକ୍ଷରୁ ଜିଲ୍ଲା ସ୍ତରୀୟ ସମ୍ବର୍ଦ୍ଧନା ସଭା

କଳାହାଣ୍ଡି, (କେପିଏନ୍‌ଏସ୍‌) : ଭବାନୀପାଟଣା ଠାରେ କଳାହାଣ୍ଡି ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସଙ୍କୁ କଂଗ୍ରେସ କାର୍ୟ୍ୟକାରୀ କମିଟିର ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ସହ ମଣିପୁର ଓ ମିଜୋରାମ ରାଜ୍ୟର
Read More...

କେନାଲରେ ପାଣି ଆସୁନାହିଁ : ମରୁଡି ଚିନ୍ତା ଘାରିଛି ଚାଷୀମାନଙ୍କୁ

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ପ୍ରତିବର୍ଷ ମରୁଡିର ଶିକାର ହୋଇଆସୁଛି । ଚଳିତ ବର୍ଷ ଚାଷୀ ଅନେକ ମେହେନତ୍ କରି ଧାନ ଚାଷ କରିଥିଲେ । କିଛି ଦିନ ହେଲା ପାଣିପାଗ ବିଭାଗ ପୁଣି ଏକ ଲଘୁଚାପ ସୃଷ୍ଟି ହେବା ନେଇ ସୂଚନା ଦେଇଥିଲେ ବି ବର୍ଷାର ଦେଖାନାହିଁ । ଚାଷୀ
Read More...

ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ କମିଟି ପକ୍ଷରୁ ରାଷ୍ଟ୍ରୀୟ ବେରୋଜଗାର ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ କଂଗ୍ରେସ କମିଟି ସଭାପତି ଶ୍ରୀମତୀ ସୋନିଆ ଗାନ୍ଧୀ ଓ ପୁର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ଆହ୍ଵାନ କ୍ରମେ ଦେଶରେ ବଢ଼ୁଥିବା ବେରୋଜଗାରୀ, ବେକାରୀ ସମସ୍ୟା ତଥା ପ୍ରଧାନମନ୍ତ୍ରୀଙ୍କ ଦେଶର ଯୁବବର୍ଗ ପ୍ରତି ଭୁଆଁବୁଲା ନୀତିକୁ ନେଇ ଆଜି
Read More...

କୋଭିଡ୍‌ ଯୋଦ୍ଧାଙ୍କୁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଗାର୍ଡ ଅଫ୍‌ ଅନର୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ କୋଭିଡ୍‌ ସଂକ୍ରମଣରେ ପ୍ରଥମ କରୋନା ଯୋଦ୍ଧା ପୋଳିସ ଅଧିକାରୀ ବିଜୟାନନ୍ଦ କର୍‌କରାଙ୍କ ପ୍ରାଣହାନୀ ଘଟିଥିବା ବେଳେ ତାଙ୍କୁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଗାର୍ଡ ଅଫ୍‌ ଅନର୍‌ ପ୍ରଦାନ କରାଯାଇଛି । ବଲାଙ୍ଗିର ଏସ୍‌ପି.ଙ୍କ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ୪୪ ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ପୌରାଂଚଳରୁ ୨୮

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୪୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୨୮ ଜଣ ପଜିଟିଭ୍‌ ବାହାରିଥିବା ସରକାରୀ ସୂତ୍ରରେ କୁହାଯାଇଛି । ତେବେ ବଲାଙ୍ଗିର ପୌରାଂଚଳର ରାମଜୀପଡ଼ାରୁ ୨, ରୁଗୁଡ଼ିପଡ଼ାରୁ ୨, ଜେଲ୍‌ କଲୋନୀରୁ ୨,
Read More...

ଶିକ୍ଷା ବିଭାଗର ଅଜବ ନୀତି : ମୃତ୍ୟୁବରଣ କରିବାର ବର୍ଷେ ପରେ ୨ ଶିକ୍ଷକଙ୍କୁ ମିଳିଛି ପ୍ରଧାନ ଶିକ୍ଷକ ପଦୋନ୍ନତି

ଗୁଡ଼ଭେଲା, (ମନିଷ କୁମାର ସାହୁ) : ବରିଷ୍ଠତା ଭିତ୍ତିରେ ଶିକ୍ଷକଙ୍କୁ ମିଳିଛି ପ୍ରଧାନଶିକ୍ଷକ ପଦୋନ୍ନତି । ବର୍ଷ ବର୍ଷ ଧରି ଯେଉଁ ବିଦ୍ୟାଳୟ ଖାଲି ଥିଲା ସେହି ବିଦ୍ୟାଳୟରେ ପୂରଣ ହୋଇଛି ପଦବୀ । ମାଧ୍ୟମିକ ଶିକ୍ଷା ବିଭାଗର ନିର୍ଦ୍ଦେଶକ ପଦୋନ୍ନତି ପାଇଁ ଚିଠି କରିବା ପରେ ବଲାଙ୍ଗିର
Read More...

ସେପ୍ଟେମ୍ବର ମାସ ୨୦ରେ ଗ୍ଲୋବାଲ ୱେଷ୍ଟର୍ଣ ଓଡ଼ିଶା(ଗ୍ଲୋ) ପକ୍ଷରୁ ଅନଲାଇନ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆନ୍ତର୍ଜାତୀୟ ସ୍ତରର ଅଗ୍ରଣୀ ସଂଗଠନ ଗ୍ଲୋବାଲ ୱେଷ୍ଟର୍ଣ ଓଡ଼ିଶା(ଗ୍ଲୋ) ପକ୍ଷରୁ ଅନଲାଇନ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ କରାଯିବା ପାଇଁ ସ୍ଥିରୀକୃତ ହୋଇଛି । ଆସନ୍ତା ରବିବାର ସେପ୍ଟେମ୍ବର ମାସ ୨୦ ତାରିଖରେ ସନ୍ଧ୍ୟା ୪ ଟାରୁ ରାତି ୮ ଟା ଯାଏଁ ଏହି
Read More...