Monthly Archives

September 2020

ଜୟଶ୍ରୀ ମେହରଙ୍କୁ ମିଳିଲା ଆନ୍ତର୍ଜାତିକ ୟୁଥ ଆଇକନ୍ ଆୱାର୍ଡ୨୦୨୦

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ବରଗଡ଼ ଜିଲ୍ଲାର ପଦ୍ମପୁର ବ୍ଳକ ଅନ୍ତର୍ଗତ ବନୁପାଲି ଗ୍ରାମର ଜୟଶ୍ରୀ ମେହରଙ୍କୁ ବିଶ୍ୱର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ସୂର୍ୟ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ ତରଫରୁ ସମ୍ମାନ ସୂଚକ ଆନ୍ତର୍ଜାତିକ ୟୁଥ ଆଇକନ୍ ଆଓ୍ବାର୍ଡ ୨୦୨୦ ପ୍ରଦାନ କରାଯାଇଛି । ଏହି
Read More...

କିସ୍‌ର ଅଭିନବ ପ୍ରୟାସ : ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଶିକ୍ଷା ଓ ଖାଦ୍ୟ ସାମଗ୍ରୀ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ସ୍ଥିତ ଡୁଡୁକାଶିରା ଠାରେ କିସ୍ର ଛାତ୍ରଛାତ୍ରୀମାନଙ୍କୁ ଟି-ସାର୍ଟ, ଚୁଡା, ଚାଉଳ, ଚିନି, ବିସ୍କୁଟ, ସାବୁନ ଆଦି ବଣ୍ଟନ କରାଯାଇଛି । କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ସୋସିଆଲ ସାଇନ୍ସର ଛାତ୍ରଛାତ୍ରୀମାନଙ୍କ ପାଇଁ କିସ୍ ପ୍ରତିଷ୍ଠାତା
Read More...

ରୁଗୁଡିପଡା ଦୁର୍ଗାପୂଜା କାର୍ଯ୍ୟକାରୀ କମିଟି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ରୁଗୁଡିପଡା ଦୁର୍ଗାପୂଜା କାର୍ଯ୍ୟକାରୀ କମିଟି ବୈଠକ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉପସଭାପତି ଚେତନାନନ୍ଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସରକାରଙ୍କ କୋଭିଡ-୧୯ ନିୟମ ପାଳନ କରି ଜିଲ୍ଲାପାଳଙ୍କ ଠାରୁ ଅନୁମତି ନେଇ ଚଳିତ
Read More...

କୋଶଳାଂଚଳରେ ଘରକୁ ଘର କୋଭିଡ ପରୀକ୍ଷା କରିବା ପାଇଁ ଦାବୀ ଜଣାଇଲା କୋସଲ ରାଜ୍ୟ ସମନ୍ୱୟ ସମିତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି କୋସଲ ରାଜ୍ୟ ସମନ୍ୱୟ ସମିତିର ଏକ ବୈଠକ ସ୍ଥାନୀୟ କୋସଲ ଫାଉଣ୍ଡେସନ କାର୍ୟ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । କୋସଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଓ ସମନ୍ୱୟ ସମିତିର ପାର୍ଲ୍ୟାମେଣ୍ଟ
Read More...

ମୁଖ୍ୟରାସ୍ତା ଉପରେ ବିପଦଶଙ୍କୁଳ ଅବସ୍ଥାରେ ୧୧କେଭି. ବିଦ୍ୟୁତ ତାର : ପ୍ରଶାସନର ନିଘା ନାହିଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶାନ୍ତିପଡ଼ାରୁ ସିଆର୍‌ପିଏଫ୍‌ କ୍ୟାମ୍ପକୁ ଯାଇଥିବା ମୁଖ୍ୟରାସ୍ତାର ବ୍ରିଜ୍‌ ପାଖରେ ବିପଦଶଙ୍କୁଳ ଅବସ୍ଥାରେ ରହିଛି ୧୧କେଭି. ବିଦ୍ୟୁତ ତାର । ଏଥିପ୍ରତି ପ୍ରଶାସନର ନିଘା ନଥିବା ଅଭିଯୋଗ ହେଉଛି । ସୂଚନାଯୋଗ୍ୟ ଯେ, ନିକଟରେ ସଂପୃକ୍ତ ରାସ୍ତା ନୂତନ
Read More...

ଗନ୍ଧରାବନ୍ଧରେ ବଙ୍ଗୋମୁଣ୍ଡା ବ୍ଲକ ଯୁବ ଯାଦବ ସମ୍ମିଳନୀ : ସାମ୍ବିଧାନିକ ବିଧିବ୍ୟବସ୍ଥାରେ ଥିବା ହକ୍‌ ଅଧିକାର ପାଇଁ…

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧରାବନ୍ଧ ଗ୍ରାମରେ ଥିବା ଚାରା ଉତ୍ପାଦନ କେନ୍ଦ୍ର ପରିସରରେ ଆଜି ବଙ୍ଗୋମୁଣ୍ଡା ବ୍ଲକ ଯୁବ ଯାଦବ ମହାସଭାର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମା’ ଚଣ୍ଡୀ ସମଲାଇ ଓ ଶ୍ରୀକୃଷ୍ଣଙ୍କ ଫଟୋଚିତ୍ରରେ
Read More...

ଆମ୍‌ ଆଦ୍‌ମୀ ପାର୍ଟି ପଦ୍ମପୁର ତରଫରୁ ଅମ୍ଲଜାନ୍‌ ପରୀକ୍ଷା ଆରମ୍ଭ

ପଦ୍ମପୁର, ନିରଂଜନ ତ୍ରିପାଠୀ : ଆଜି ଆମ୍‌ ଆଦ୍‌ମୀ ପାର୍ଟି ପଦମ୍‌ପୁର୍ ତରଫରୁ ଅମ୍ଲଜାନ୍‌ ପରୀକ୍ଷା ଆରମ୍ଭ ହୋଇ ଯାଇଛି। କରୋନା ଦ୍ୱାରା ଆକ୍ରାନ୍ତ ହେଲେ ସାଧାଣତଃ ଶରୀରରୁ ଅମ୍ଲଜାନ୍‌ ପରିମାଣ କମି ଯାଇଥାଏ । ଯେତେବେଳେ ସମଗ୍ର ଭାରତ ବର୍ଷରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି ।
Read More...

ରାଜନୈତିକ ଦଳ ଭାବେ ପଞ୍ଜିକୃତ ହେଲା ଭିଲେଜର୍ସ ଇଣ୍ଡିଆ ପାର୍ଟି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭିଲେଜର୍ସ ଇଣ୍ଡିଆ ପାର୍ଟି ଏବେ ରାଜନୈତିକ ଦଳ ଭାବେ ପଞ୍ଜିକୃତ ହୋଇଛି । ଲୋକ ପ୍ରତିନିଧିତ୍ୱ ଅଧିନିୟମ ୧୯୫୧ ଅନୁସାରେ ଭିଆଇପି ଦଳକୁ ମାନନୀୟ ନିର୍ବାଚନ କମିଶନ ରାଜନୈତିକ ଦଳ ଭାବେ ପଞ୍ଜିକୃତ କରିଛନ୍ତି । ଦଳର ପଞ୍ଜିକରଣ ସଂଖ୍ୟା
Read More...

ରାସ୍ତାକଡକୁ ମାଡି ବସିଛନ୍ତି ଅଟୋ ରିକ୍ସା

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ପଦ୍ମପୁର ସହରର ମୁଖ୍ୟତଃ ଜନ ଗହଳି ଛକ ଭାବେ ବର୍ତ୍ତମାନ ଭେଉଁରିଆ ଛକକୁ ବୁଝାଯାଏ । ପାଖକୁ ଲାଗି ରହିଛି ସର୍ବ ପୁରାତନ ଆର.ବି. ହାଇସ୍କୁଲର ପ୍ରକାଣ୍ଡ ଖେଳ ପଡିଆ । ଯେତେବେଳେ କ୍ରିକେଟ ସିଜନ୍ ଆରମ୍ଭ ହୁଏ ଏଇ ଛକଟି ଜନସମୁଦ୍ରରେ ପରିଣତ ହୋଇଯାଏ, ଯାହା
Read More...

ଘର ଆଗରେ ବିଷ୍ଟା ପକାଉଥିବା ମହିଳାଙ୍କ ନାମରେ ଥାନାରେ ଅଭିଯୋଗ କଲେ କଲୋନୀବାସୀ

ବୌଦ୍ଧ, (ବଂଶୀଧର ମାଝୀ) : ଘର ଆଗରେ ମଇଳା ଆର୍ବଜନା ସହ ବିଷ୍ଟା ପକାଉଥିବା ଅଭିଯୋଗରେ ଜନୈକ ମହିଳାଙ୍କ ନାମରେ ଥାନାରେ ଲିଖିତ ଭାବେ ଅଭିଯୋଗ କଲେ ସ୍ଥାନୀୟ କଲୋନୀବାସୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଚାରିଛକ ସ୍ଥିତ ଇଲେକ୍ଟ୍ରି କଲୋନୀରେ । ଥାନାରେ
Read More...