Monthly Archives

September 2020

କୋକଡୁଙ୍ଗୁରୀ ଠାରେ ବିଜେପିର ସାଂଗଠାନିକ ସଭା

ବଙ୍ଗୋମୁଣ୍ଡା, (ଅର୍ଜୁନ ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ଡଙ୍ଗରପଡା ପଞ୍ଚାୟତର କୋକଡୁଙ୍ଗୁରୀ ଠାରେ ଭାରତୀୟ ଜନତା ପାର୍ଟି ଗଁରେଇ ମଣ୍ଡଳର ସଭାପତି ମହାଦେବ ଶାହାଣୀଙ୍କ ସଭାପତିତ୍ୱରେ ଦୀନଦୟାଲ ଉପାଧ୍ୟାୟଙ୍କର ଜନ୍ମ ଦିବସ ଏବଂ ସାଂଗଠନିକ ସଭା ଅନୁଷ୍ଠିତ ହୋଇଯାଇଛି ।
Read More...

ଜବର୍‌ଦଖଲ୍‌ ଉଚ୍ଛେଦ ପାଇଁ ନୋଟିସ କଲା ପ୍ରଶାସନ

ବଙ୍ଗୋମୁଣ୍ଡା, (ଅର୍ଜୁନ ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ ହୋଇଥିବା ସିନ୍ଧେକେଲା ମୁଖ୍ୟ ରାସ୍ତାର ଜବରଦଖଲ ହଟାଇବା ପାଇଁ ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯାଇଛି । ବଙ୍ଗୋମୁଣ୍ଡା ତହସିଲଦାର ଗୁଣମଣି ସୁନାନୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ
Read More...

ହରିଶଙ୍କର କ୍ଷେତ୍ରର ବିକାଶ ପାଇଁ ସଂସଦରେ ଦାବୀ ଉପସ୍ଥାପନ କଲେ ସାଂସଦ

ଖପ୍ରାଖୋଲ, (ଜ୍ୟୋତିରଂଜନ ପଣ୍ଡା) : ବଲାଙ୍ଗିର ଜିଲ୍ଲାର ପ୍ରାକୃତିକ ସୈନ୍ଦର୍ଯ୍ୟଭରା ଖପ୍ରାଖୋଲ ବ୍ଲକର ଗନ୍ଧମାର୍ଦ୍ଦନ ପାହାଡକୁ ଲାଗିଥିବା ହରିଶଙ୍କର କ୍ଷେତ୍ର । ଐତିହାସିକ , ପୌରାଣିକ ତଥା କିମ୍ବଦନ୍ତୀରେ ଉଲ୍ଲେଖ ଥିବା ଏହି କ୍ଷେତ୍ରର ବିକାଶ ଆଜି ଯାଏଁ ଆଶାନୁରୂପକ ହୋଇ ପାରିନାହିଁ ।
Read More...

ତିନି ସାମ୍ବାଦିକଙ୍କ ବିୟୋଗରେ ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ଶୋକ

ବ୍ରହ୍ମପୁର, (ରବି ରଥ) : ବାଲେଶ୍ୱରରୁ ପ୍ରକାଶ ପାଉଥିବା ଦୈନିକ "ଆଜିକାଲି'ର ସମ୍ପାଦିକା ବିଜୟଲକ୍ଷ୍ମୀ ମହାନ୍ତି, ନୟାଗଡ଼ରୁ ପ୍ରକାଶ ପାଉଥିବା "ଗ୍ରହରାଜ'ର ସମ୍ପାଦକ ହରିହର ମହାପାତ୍ର ଓ ସମ୍ବଲପୁରର ବରିଷ୍ଠ ସାମ୍ବାଦିକ, ସମାଜସେବୀ ଭାଗବତ ପ୍ରସାଦ ନନ୍ଦଙ୍କ ଇତିମଧ୍ୟରେ ପରଲୋକ ହୋଇଯାଇଛି
Read More...

ବିଜେପି ନେତା କୈଳାଶ ମେହେରଙ୍କ ପରଲୋକ

ପାଟଣାଗଡ଼, (ଅଜିତ ପୁରୋହିତ) : ପାଟଣାଗଡ଼ ବ୍ଲକ୍‌ ମୁଣ୍ଡୋମହୁଲ ଗ୍ରା.ପ.ର ପୂର୍ବତନ ସରପଞ୍ଚ, ରାଣୀସଗର ଗାଁର ଗଅଁନ୍ତିଆ ତଥା ବିଜେପି. ନେତା କୈଳାଶ ମେହେର(୬୪)ଙ୍କ ପରଲୋକ ହୋଇଯାଇଥିବା ଖବର ଆସିବା ପରେ ସାରା ଅଂଚଳରେ ଶୋକାକୁଳ ବାତାବରଣ ସୃଷ୍ଟି ହୋଇଛି । କରୋନା ଆକ୍ରାନ୍ତ ହେବାପରେ ସେ
Read More...

ଆସନ୍ତୁ, ସମସ୍ତେ ମିଶି ବନ୍ଦପାଳନକୁ ସଫଳ କରିବା

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ସଂପ୍ରତି ବିଶ୍ୱକୁ ଗ୍ରାସ କରି ଚାଲିଥିବା କରୋନା ମହାମାରୀ ଖୁବ ଜୋରରେ ତାର କାୟାବିସ୍ତାର କରି ଆଗକୁ ଆଗକୁ ହୁ ହୁ ହୋଇ ମାଡି ଚାଲିଛି । ଆମ ସହର ପଦ୍ମପୁର ତଥା ଗ୍ରାମାଂଚଳର ସୁରକ୍ଷା ଦୃଷ୍ଟିକୁ ଆଖି ଆଗରେ ରଖି ପଦ୍ମପୁର ସ୍ଥିତ ବଣିକ ସଙ୍ଘ, ଓକିଲ ସଙ୍ଘ,
Read More...

କରୋନା ରୋଗୀମାନଙ୍କ ପାଇଁ ଫଳପ୍ରଦ ହେଉଥିବା ‘ଫେଭିପିରାଭିର’ ବଟିକା ବିକ୍ରି କରିବାକୁ ଜିଲା ଡ୍ରଗ୍ସ ଅଧିକାରୀଙ୍କ ଚିଠି…

ସମ୍ବଲପୁର, (ଦାମୋଦର ପଣ୍ଡା) : ବିଶ୍ୱରେ କରୋନା ରୋଗୀମାନଙ୍କ ପାଇଁ ଫଳପ୍ରଦ ହେଉଥିବା ‘ଫେଭିପିରାଭିର’ ବଟିକାକୁ ବିକ୍ରି କରିବା ପାଇଁ ଓଡିଶାର ସରକାର ଅନୁମତି ଦେବା ପରେ ସମ୍ବଲପୁର ଜ଼ିଲ୍ଲାରେ ଏହି ଔଷଧକୁ ବିକ୍ରି ପାଇଁ ୨୭ଟି ଦୋକାନକୁ ଜିଲା ଡ୍ରଗ୍ସ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି ।
Read More...

ତରଭା ସହର ଆଜିଠୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସଟ୍ ଡାଉନ୍

ସୁବର୍ଣ୍ଣପୁର ( ପ୍ରଭୁଦତ୍ତ ରଥ ) : କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରକୁ ଆଜିଠୁ ଆସନ୍ତା ୩୦ତାରିଖ ପର୍ଯ୍ୟନ୍ତ ସଟ୍ ଡାଉନ୍ କରାଯାଇଛି । ତରଭା ବଣିକ ସଂଘ ନେତୃତ୍ୱରେ ସହରର ବରିଷ୍ଠ ନାଗରିକ କମିଟି, ବିଭିନ୍ନ ସାମାଜିକ ଓ ସ୍ବେଛାସେବୀ ଅନୁଷ୍ଠାନ
Read More...

‘କୋଶଳ ପ୍ରବାହ’ର ପ୍ରଭାବ : ବେସାହାରା ଅନାଥ ପିଲାଙ୍କ ଘରେ ପହଂଚିଲା ସିଡବ୍ଲୁସି : ବ୍ଳକ ପ୍ରଶାସନର…

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଆମ୍ବପାଲି ପଞ୍ଚାୟତ ଭେରୁଆଁଭଟା ଗ୍ରାମର ମା'ବାପାଙ୍କ ମୃତ୍ୟୁ ପରେ ସାହାରା ଖୋଜୁଛନ୍ତି ୪ଭାଇ ଭଉଣୀ ଘଟଣା ସଂପର୍କରେ ଗତ ୨୪ ତାରିଖ ଦିନ କୋଶଳ ପ୍ରବାହ ଲାଇଭ୍‌ରେ ଖବର ପ୍ରକାଶିତ ହେବା ପରେ ଆଜି ଜିଲ୍ଲା ଶିଶୁ ସୁରକ୍ଷା
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ୭୬ ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ପୌରାଂଚଳରୁ ୫

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୭୬ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ମାତ୍ର ୫ ଜଣ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୨ରୁ ୧, ୬ରୁ ୧, ୧୮ରୁ ୧ ଏବଂ ୧୯ରୁ ୨ ଜଣ ଆକ୍ରାନ୍ତଙ୍କ ତାଲିକାରେ
Read More...