Daily Archives

ବଜ୍ରାଘାତ ଯୋଗୁଁ ୪ ମଇଁଷି ମୃତ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଘଣ୍ଟାପଡା ପଞ୍ଚାୟତ ଅନ୍ତର୍ଗତ ଲଣ୍ତାପଦର ଗ୍ରାମରେ ବଜ୍ରାଘାତ ଯୋଗୁଁ ୪ଟି ମଇଁଷିର ମୃତ୍ୟୁ ହୋଇଛି । ବୁଧବାର ହେମନ୍ତ ରଣା ମଇଁଷି ମାନଙ୍କୁ ଗୋଟିଏ ଗଛତଲେ ବାନ୍ଧିଥିଲେ । ଅପରାହ୍ନ ୩ଟା ସମୟରେ ଘଡଘଡି ସହ ବର୍ଷା ହୋଇଥିଲା ଏବଂ ବଜ୍ରାଘାତ ହେବା
Read More...

ଫୁଟବଲ ପଡିଆ ନିକଟରୁ ୧୦ ଫୁଟର ଅଜଗର : ବନ ବିଭାଗକୁ ହସ୍ତାନ୍ତର

ସମ୍ବଲପୁର, (ଦାମୋଦର ପଣ୍ଡା) : ସମ୍ବଲପୁର ଧନକଉଡା ବ୍ଲକ ଚିପିଲିମା ଫୁଟବଲ ପଡିଆ ନିକଟରେ ବିଳମ୍ବିତ ରାତିରେ ୧୦ ଫୁଟର ଏକ ଅଜଗର ସାପ ବାବୁଲା ସେଠଙ୍କ ଘରକୁ ପଶିବାକୁ ଉଦ୍ୟମ କରୁଥିବାବେଳେ ବାବୁଲାଙ୍କ ପୁଅ କାର୍ତ୍ତିକ ଦେଖିଥିଲେ । କୌଣସି ଉପାୟରେ ସାପକୁ କାବୁକରି ସାମ୍ବାଦିକ ପ୍ରଦୀପ
Read More...

ବିଶ୍ୱଯୁଦ୍ଧ କ’ଣ ଆରମ୍ଭ ହୋଇଗଲା ? ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧରେ ମହାଶକ୍ତିମାନେ ପ୍ରବେଶ କରିବା ନିଶ୍ଚିତ

ନୂଆଦିଲ୍ଲୀ : କରୋନା ସଂକଟ ସହ ସାରା ବିଶ୍ୱ ଲଢ଼ୁଛି । ଏଭଳି ଭୟାବହ ସମୟରେ କ’ଣ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଯାଇଛି କି ବୋଲି ଏବେ ସାରା ବିଶ୍ୱରେ ଗୋଟିଏ ପ୍ରଶ୍ନ ଘୂରି ବୁଲୁଛି । ଭାରତ ଏବଂ ଚୀନ୍‌ ସୀମା ବିବାଦକୁ ନେଇ ସବୁବେଳେ ସାମ୍‌ନା ସାମ୍‌ନି ହେବା ଭଳି ଅବସ୍ଥା ଜାରି ରହିଛି । କେତେ ମାସ
Read More...

ନିଯୁକ୍ତି ଦାବୀରେ ବଡ଼ମାଲ୍ ଗୋଳାବାରୁଦ କାରଖାନା ଆଗରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିସ୍ଥାପିତଙ୍କ ଧାରଣା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ବଡ଼ମାଲ୍ ଗୋଳାବାରୁଦ କାରଖାନା ଆଗରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆର‌ମ୍ଭ ହୋଇଛି ଧାରଣା । ନିଯୁକ୍ତି ଦାବୀରେ ବିସ୍ଥାପିତଙ୍କ କାରଖାନା ଗେଟ୍ ଆଗରେ ଧାରଣା ଚାଲିଥିବା ବେଳେ ହାଇକୋର୍ଟ ଓ ବଲାଙ୍ଗିର ଜିଲ୍ଲାପାଳଙ୍କ ନିର୍ଦେଶନାମାକୁ କାର୍ୟ୍ୟକାରୀ
Read More...

ମାଗଣା ସିଲେଇ ଶିକ୍ଷା ଦେଉଛନ୍ତି ମୋତିରାମ

ଟିଟିଲାଗଡ, (ଗୌରବ ଦର୍ଜୀ) : ମୁରିବାହାଲ ବ୍ଲକର ଟୁପାଉଡା ପଞ୍ଚାୟତର ଟୁପାଉଡା ଗାଁରେ ନିଃଶୁଳ୍କ ସିଲେଇ ଶିକ୍ଷା ପ୍ରଦାନ କର୍ରୁଛନ୍ତି ମୋତିରାମ ପୋଢ଼ । ସେ ୨୦୧୬ ମସିହାରୁ ଗାଁ ଗାଁ ଯାଇ ମାଗଣାରେ ସିଲେଇ ଶିକ୍ଷା ଦେଉଛନ୍ତି । ଏ ପର୍ୟ୍ୟନ୍ତ ପ୍ରାୟ ଦୁଇ ଶହରୁ ଅଧିକ ମହିଳାଙ୍କୁ ସିଲେଇ
Read More...

କଂଟାବାଂଜି ସାମ୍ବାଦିକ ସଙ୍ଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି

କଂଟାବାଂଜି, (ଗୁରୁଦୟାଲ ହଂସ) : କନ୍ଧମାଳ ଜିଲ୍ଲାରେ କାର୍ୟ୍ୟରତ ସାମ୍ବାଦିକ ତାରଣୀ ପାଢ଼ୀଙ୍କ ଆଜି ଏକ ଭୁବନେଶ୍ୱରର କିମ୍‌ସ୍‌ ଘରୋଇ ହସ୍ପିଟାଲରେ ବିୟୋଗ ହୋଇଯାଇଛି । ସେ ତିନି ଚାରି ଦିନ ହେବ ଅସୁସ୍ଥ ଅବସ୍ଥାରେ ଫୁଲବାଣୀ କୋଭିଡ ୱାର୍ଡରେ ଚିକିତ୍ସିତ ହେଉଥିଲେ ଏବଂ ଗତକାଲି
Read More...

ୟୁପି ଯୁବତୀଙ୍କୁ ବର୍ବର ଧର୍ଷଣ ଓ ହତ୍ୟା ଘଟଣା : ହତ୍ୟାକାରୀମାନଙ୍କୁ ଫାଶି ଦାବୀରେ ଏଆଇଡିଏସ୍‌ଓ, ଏଆଇଡିୱାଇଓ,…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଉତ୍ତର ପ୍ରଦେଶର ହଥରାସ ଠାରେ ୧୯ ବର୍ଷୀୟ ଦଳିତ ଯୁବତୀଙ୍କର ବର୍ବର ଧର୍ଷଣ ଓ ହତ୍ୟା ଘଟଣାରେ ସଂପୃକ୍ତ ସମସ୍ତ ଦୋଷୀମାନଙ୍କୁ ଫାଷ୍ଟଟ୍ରାକ୍‌ କୋର୍ଟରେ ତୁରନ୍ତ ବି·ର କରି ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା, ଅଶ୍ଲିଳ ସିନେମା, ସଂଗୀତ ୱେବ୍‌ସାଇଟ୍‌ ସଂପୂର୍ଣ୍ଣ
Read More...

କରୋନା ନିୟନ୍ତ୍ରଣ କମିଟି ତରଫରୁ କୃତଜ୍ଞତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ପ୍ରଶାସନର ତ୍ୱରିତ ପଦକ୍ଷେପ ଯୋଗୁଁ ଜିଲ୍ଲା ପ୍ରଶାସନ, ବଲାଙ୍ଗିର ଜନସାଧାରଣ, ସାମାଜିକ ସଂଗଠନ, ରାଜନୈତିକ ଦଳର କର୍ମକର୍ତ୍ତା, ବଣିକ ସଂଘର ସଦସ୍ୟଙ୍କୁ କରୋନା ନିୟନ୍ତ୍ରଣ କମିଟି ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି । ସଂପୃକ୍ତ କମିଟି ପକ୍ଷରୁ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୪ : ବଲାଙ୍ଗିର ପୌରାଂଚଳରେ ୪୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୪ ରହିଥିବା ବେଳେ ବଲାଙ୍ଗିର ପୌରାଂଚଳରେ ପଜିଟିଭ୍‌ଙ୍କ ସଂଖ୍ୟା ୪୧ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୧ରୁ ୨, ୨ରୁ ୪, ୩ରୁ ୨, ୪ରୁ ୫, ୬ରୁ ୩, ୭ରୁ ୩,
Read More...

ତଲିଉଡାର-ଉପରବାହାଲ-ରେଙ୍ଗାଲି ରାସ୍ତା : ବିଭାଗୀୟ ଅବହେଳା ଯୋଗୁଁ ଟେଣ୍ଡର ହୋଇନି, ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ…

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ଗମନା ଗମନ ଦୃଷ୍ଟିରୁ ବହୁ ପଛରେ ପଡିଛି ଲୋଇସିଂହା ବ୍ଲକର ୩୪ ନମ୍ବର ଜୋନ । ଏପରିକି ୨୦୧୪-୧୫ ମସିହାରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ଏହି ରାସ୍ତା ପୂର୍ତ ବିଭାଗକୁ ହସ୍ତାନ୍ତରିତ ହୋଇ ସାରିଛି । କିନ୍ତୁ ଜାଣିଶୁଣି ବିଭାଗୀୟ ଅଧିକାରୀ ଏହି
Read More...