Daily Archives

ଉପଜିଲ୍ଲାପାଳଙ୍କ ଆକସ୍ମିକ ପରିଦର୍ଶନରେ ପଡ଼ାବସୀ ଉଲ୍ଲସିତ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ସ୍ଥିତ ନୀଳଚକ୍ର ନଗର, ଯାହା ଟିଟିଲାଗଡର ଆଠ ନମ୍ୱର୍ ୱାର୍ଡ । ସେଠାରେ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ପ୍ରଶାସନ ପାଖରେ ଦୀର୍ଘ ବର୍ଷ ଧରି ଅଭିଯୋଗ କରି ଆସୁଥିଲେ । କିନ୍ତୁ କୌଣସି ପ୍ରସାଶନିକ ଅଧିକାରୀ ସମସ୍ୟାର ସମାଧାନ କରୁନଥିଲେ ।
Read More...

ଅସହାୟଙ୍କୁ ସବୁ ସମୟରେ ସହାୟତାର ହାତ ବଢାଉଛି ରାଏମନ୍ ଫାଉଣ୍ଡେସନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବର୍ତ୍ତମାନ କରୋନା ମାହାମାରୀ ପାଇଁ ସମଗ୍ର ଦେଶରେ ଜନଜୀବନ ଅସ୍ତବ୍ୟ‌ସ୍ତ ହୋଇ ପଡ଼ିଛି । ଲକଡାଉନ ସଟଡାଉନ ପାଇଁ ଗରୀବ ପରିବାର ପାଖରେ ରୋଜଗାର ମଧ୍ୟ ନାହିଁ । ଲୋକଙ୍କ ଆର୍ଥିକ ଅବସ୍ଥା ମଧ୍ୟ ଠିକ୍ ନାହିଁ । ଏହି ସମୟରେ ଗୋଟିଏ ନିରୀହ ଗରିବ ପରିବାର ର ଦୁଃଖ
Read More...

ମଧୁମୟ କଳା ସଂଗଠନ ତରଫରୁ କଳାକାରମାନଙ୍କୁ ସମ୍ବର୍ଦ୍ଧନା

ବରଗଡ, (ନିରଂଜନ ତ୍ରିପାଠୀ) : ବରଗଡ ମଧୁମୟ କଳା ସଂଗଠନ ତରଫରୁ କରୋନ କଟକଣାକୁ ଦୃଷ୍ଟିରେ ରଖି ସରକାରୀ ନୀତିନିୟମକୁ ପାଳନ କରି ଅନଲାଇନ ମାଧ୍ୟମରେ ନୃତ୍ୟ, ଗୀତ, ଅଭିନୟ , କବିତା , ଲୋକ ବାଦ୍ୟର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଆଜି ଆସ୍ଥା ନିବାସ ବରଗଡ ଠାରେ ସଂଗଠନର
Read More...

ସୁଧୁରୁଛି ସ୍ୱାସ୍ଥ୍ୟସେବା ବ୍ୟବସ୍ଥା : କରୋନା ରୋଗୀଙ୍କ ପାଇଁ ବଢୁଛି ଆସିୟୁ ବେଡ୍‌, ପରୀକ୍ଷା କିଟ୍‌ ଓ ଅକ୍ସିଜେନ୍‌…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଗତ କିଛି ସପ୍ତାହରେ କରୋନା ବଲାଙ୍ଗିର ସହରରେ ତାର କରାଳ ରୂପ ଦେଖାଇଛି । ଅନେକେ ଏହାର ସଂକ୍ରମଣରେ ସଂକ୍ରମିତ ହୋଇଥିବା ବେଳେ ସହରର କିଛି ଚିହ୍ନାମୁହଁ ଅକାଳ ମୃତ୍ୟୁର ଶିକାର ହୋଇଛନ୍ତି । ଏହି ଭିତରେ ସହର ତଥା ଜିଲ୍ଲାରେ କରୋନା ନିୟନ୍ତ୍ରଣ ତଥା ରୋଗୀଙ୍କ
Read More...

ବିଜେପି କାର୍ଯ୍ୟକର୍ତ୍ତାଙ୍କ ନାଁ ଘୋଷଣା ହେଲା : ଜେ.ପି. ନଡ୍ଡା ଟିମ୍‌ରେ ୪ ଓଡ଼ିଆ ସାମିଲ୍‌

ଭୁବନେଶ୍ୱର : ବିଜେପି. କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛନ୍ତି ବିଜେପି ସଭାପତି ଜେ.ପି. ନଡ୍ଡା । ତେବେ ଦୁଇ ଜଣ ଓଡ଼ିଆ ନିଜର ପଦ ବଜାୟ ରଖିଛନ୍ତି । ଉପସଭାପତି ପଦରେ ପୂର୍ବଭଳି ବୈଜୟନ୍ତ ପଣ୍ଡା ରହିଥିବା ବେଳେ ରାଷ୍ଟ୍ରୀୟ ପ୍ରବକ୍ତା ସ୍ଥାନ ବଜାୟ ରଖିଛନ୍ତି ସମ୍ବିତ ପାତ୍ର ।
Read More...

କୋକଡୁଙ୍ଗୁରୀ ଠାରେ ବିଜେପିର ସାଂଗଠାନିକ ସଭା

ବଙ୍ଗୋମୁଣ୍ଡା, (ଅର୍ଜୁନ ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ଡଙ୍ଗରପଡା ପଞ୍ଚାୟତର କୋକଡୁଙ୍ଗୁରୀ ଠାରେ ଭାରତୀୟ ଜନତା ପାର୍ଟି ଗଁରେଇ ମଣ୍ଡଳର ସଭାପତି ମହାଦେବ ଶାହାଣୀଙ୍କ ସଭାପତିତ୍ୱରେ ଦୀନଦୟାଲ ଉପାଧ୍ୟାୟଙ୍କର ଜନ୍ମ ଦିବସ ଏବଂ ସାଂଗଠନିକ ସଭା ଅନୁଷ୍ଠିତ ହୋଇଯାଇଛି ।
Read More...

ଜବର୍‌ଦଖଲ୍‌ ଉଚ୍ଛେଦ ପାଇଁ ନୋଟିସ କଲା ପ୍ରଶାସନ

ବଙ୍ଗୋମୁଣ୍ଡା, (ଅର୍ଜୁନ ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ ହୋଇଥିବା ସିନ୍ଧେକେଲା ମୁଖ୍ୟ ରାସ୍ତାର ଜବରଦଖଲ ହଟାଇବା ପାଇଁ ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯାଇଛି । ବଙ୍ଗୋମୁଣ୍ଡା ତହସିଲଦାର ଗୁଣମଣି ସୁନାନୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ
Read More...

ହରିଶଙ୍କର କ୍ଷେତ୍ରର ବିକାଶ ପାଇଁ ସଂସଦରେ ଦାବୀ ଉପସ୍ଥାପନ କଲେ ସାଂସଦ

ଖପ୍ରାଖୋଲ, (ଜ୍ୟୋତିରଂଜନ ପଣ୍ଡା) : ବଲାଙ୍ଗିର ଜିଲ୍ଲାର ପ୍ରାକୃତିକ ସୈନ୍ଦର୍ଯ୍ୟଭରା ଖପ୍ରାଖୋଲ ବ୍ଲକର ଗନ୍ଧମାର୍ଦ୍ଦନ ପାହାଡକୁ ଲାଗିଥିବା ହରିଶଙ୍କର କ୍ଷେତ୍ର । ଐତିହାସିକ , ପୌରାଣିକ ତଥା କିମ୍ବଦନ୍ତୀରେ ଉଲ୍ଲେଖ ଥିବା ଏହି କ୍ଷେତ୍ରର ବିକାଶ ଆଜି ଯାଏଁ ଆଶାନୁରୂପକ ହୋଇ ପାରିନାହିଁ ।
Read More...

ତିନି ସାମ୍ବାଦିକଙ୍କ ବିୟୋଗରେ ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ଶୋକ

ବ୍ରହ୍ମପୁର, (ରବି ରଥ) : ବାଲେଶ୍ୱରରୁ ପ୍ରକାଶ ପାଉଥିବା ଦୈନିକ "ଆଜିକାଲି'ର ସମ୍ପାଦିକା ବିଜୟଲକ୍ଷ୍ମୀ ମହାନ୍ତି, ନୟାଗଡ଼ରୁ ପ୍ରକାଶ ପାଉଥିବା "ଗ୍ରହରାଜ'ର ସମ୍ପାଦକ ହରିହର ମହାପାତ୍ର ଓ ସମ୍ବଲପୁରର ବରିଷ୍ଠ ସାମ୍ବାଦିକ, ସମାଜସେବୀ ଭାଗବତ ପ୍ରସାଦ ନନ୍ଦଙ୍କ ଇତିମଧ୍ୟରେ ପରଲୋକ ହୋଇଯାଇଛି
Read More...

ବିଜେପି ନେତା କୈଳାଶ ମେହେରଙ୍କ ପରଲୋକ

ପାଟଣାଗଡ଼, (ଅଜିତ ପୁରୋହିତ) : ପାଟଣାଗଡ଼ ବ୍ଲକ୍‌ ମୁଣ୍ଡୋମହୁଲ ଗ୍ରା.ପ.ର ପୂର୍ବତନ ସରପଞ୍ଚ, ରାଣୀସଗର ଗାଁର ଗଅଁନ୍ତିଆ ତଥା ବିଜେପି. ନେତା କୈଳାଶ ମେହେର(୬୪)ଙ୍କ ପରଲୋକ ହୋଇଯାଇଥିବା ଖବର ଆସିବା ପରେ ସାରା ଅଂଚଳରେ ଶୋକାକୁଳ ବାତାବରଣ ସୃଷ୍ଟି ହୋଇଛି । କରୋନା ଆକ୍ରାନ୍ତ ହେବାପରେ ସେ
Read More...