Daily Archives

କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ସଚେତନତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନା ସଂକ୍ରମଣ ଦିନକୁ ଦିନ ବଲାଙ୍ଗିର ଜିଲ୍ଲାରେ ବଢିବାରେ ଲାଗିଛି । ଦୋକାନ ବଜାର ଠାରୁ ଆରମ୍ଭ କରି ରାସ୍ତାଘାଟରେ ସବୁଠି ଅମାନିଆମାନଙ୍କୁ ଦେଖିବାକୁ ମିଳୁଛି । କଟକଣା ନ ମାନିବା ଫଳରେ ସଂକ୍ରମିତ ଲୋକମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି ।
Read More...

ଓଡିଶା ମାଟିଲଗ୍ନା ସାହିତ୍ୟ ସଂସଦର ୱେବିନାର : ସମ୍ବଲପୁର, ଝାରସୁଗୁଡା, ନୂଆପଡା ଜିଲ୍ଲାର ନୂତନ କର୍ମକର୍ତ୍ତା ମନୋନୟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶା ମାଟିଲଗ୍ନା ସାହିତ୍ୟ ସଂସଦର ମୁଖ୍ୟ କାର୍ୟ୍ୟାଳୟ ମାଲକାନଗିରି ଜିଲ୍ଲା ପକ୍ଷରୁ ସମ୍ବଲପୁର, ନୂଆପଡା, ଝାରସୁଗୁଡା ଜିଲ୍ଲା ଶାଖାର ନୂତନ କର୍ମକର୍ତ୍ତା ମନୋନୟନ ବୁଧବାର ୱେବିନାର ମାଧ୍ୟମରେ ଅନୁଷ୍ଠିତ ହୋଇ ଯାଇଛି । ରାଜ୍ୟ ସଭାପତି ତଥା ମାଲକାନଗିରି
Read More...

ଗାଁ ସ୍କୁଲ ବନ୍ଦ କରିବା ସରକାରୀ ନିର୍ଦ୍ଦେଶକୁ ଗ୍ରାମବାସୀଙ୍କ ବିରୋଧ

ଟିଟିଲାଗଡ, (ଗୌରବ ଦର୍ଜୀ) : ଓଡ଼ିଶା ସରକାର ଏକ ନୂଆ ଆଇନ ଲାଗୁ କରିଛନ୍ତି ଯେ ଓଡ଼ିଶାର ଯେଉଁ ସରକାରୀ ବିଦ୍ୟାଳୟ ଗୁଡିକରେ କୋଡ଼ିଏରୁ କମ ଛାତ୍ର ଅଛନ୍ତି ସେହି ବିଦ୍ୟାଳୟ ଗୁଡ଼ିକୁ ଅନ୍ୟ ନିକଟବର୍ତ୍ତୀ ବିଦ୍ୟାଳୟ ସହ ମିଶାଇ ଦିଆଯିବ । ଏଣୁ ଟିଟିଲାଗଡ ବ୍ଲକ ଅନ୍ତର୍ଗତ ବିନେକେଲା
Read More...

କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହେବ ଶାରଦୀୟ ପୂଜା

ରାଉରକେଲା, (କେପିଏନ୍‌ଏସ୍‌) : ସମ୍ପ୍ରତି କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚଳିତ ବର୍ଷ ଶାରଦୀୟ ଦୁର୍ଗାପୂଜା, ଲଷ୍ମୀପୂଜା ଓ କାଳୀପୂଜା ପାଳନ ଉତ୍ସବକୁ ଅତି ନିରାଡ଼ମ୍ବର ସହକାରେ ପାଳନ କରିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରିଛନ୍ତି । କେବଳ ପୂଜା କମିଟୀର ସଦସ୍ୟ ମାନଙ୍କ
Read More...

ଆବାସ ଯୋଜନାରେ ଅନିୟମିତାକୁ ନେଇ ଭରତବାହାଲ ଗ୍ରାମବାସୀଙ୍କ ବ୍ଲକ କାର୍ଯ୍ୟାଳୟ ଘେରାଓ

ପାଟଣାଗଡ, (ଅଜିତ ପୁରୋହିତ) : ମାଳ ମାଳ ସରକାରୀ ଯୋଜନା, ହେଲେ ଅଯୋଗ୍ୟଙ୍କୁ ବରଦାନ ଯୋଗ୍ୟଙ୍କୁ ହତାଦର କରୁଛି ପାଟଣାଗଡ ବ୍ଲକ ପ୍ରଶାସନ । ଏପରିକି ଆବାସ ଯୋଜନାରେ ଠିକ ସମୟରେ ଟଙ୍କା ନ ପାଇ ବାରମ୍ବାର ବ୍ଲକ କାର୍ଯ୍ୟାଳୟକୁ ଧାଇଁ ଧାଇଁ ହଇରାଣ ହେବା ପରେ ବାଧ୍ୟ ହୋଇ ବ୍ଲକ ଘେରିଛନ୍ତି
Read More...

ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କାର୍ୟ୍ୟାଳୟ ତେବେ କେଉଁଠି ?

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦୀର୍ଘ ୫ ରୁ ୬ ବର୍ଷ ହେବ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର କାର୍ୟ୍ୟାଳୟ କାମ ଏଠାରେ ନ ହୋଇ ଅନ୍ୟତ୍ର ହେଉଥିବା ବେଳେ ସାଧାରଣରେ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କାର୍ୟ୍ୟାଳୟ ତେବେ କେଉଁଠି ବୋଲି ଆଲୋଚନା କରନ୍ତି । ସୂଚନାଯୋଗ୍ୟ
Read More...

ହୋଟେଲ ମାଲିକଙ୍କ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଓ

ପାଟଣାଗଡ, (ଅଜିତ ପୁରୋହିତ) : କରୋନା କଟକଣା ଆଳରେ ବାରମ୍ବାର ହୋଟେଲ ମାଲିକମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉଥିବା ଏବଂ ବାକି ଦୋକାନକୁ ଛାଡି କେବଳ ହୋଟେଲଗୁଡିକୁ ଅନିର୍ଦ୍ଧିଷ୍ଠ କାଳ ପାଇଁ ବନ୍ଦ କରିବା ନିଷ୍ପତ୍ତିକୁ ବିରୋଧ କରି ଆଜି ପାଟଣାଗଡ ହୋଟେଲ ମାଲିକ ସଂଘ କର୍ମକର୍ତ୍ତା
Read More...

ବଲାଙ୍ଗିର ଜିଲ୍ଲାରୁ ଆଜି ୫୩ ଚିହ୍ନଟ : ବଲାଙ୍ଗିର ମ୍ୟୁନିସିପାଲିଟି ଅଂଚଳରୁ ୧୨

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରୁ ଆଜି ୫୩ ଜଣ କରୋନା ପଜିଟିଭ୍‌ ବାହାରିଥିବା ବେଳେ ବଲାଙ୍ଗିର ମ୍ୟୁନିସିପାଲି ଅଂଚଳରୁ ୧୨ ଜଣ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୧୧ରୁ ୧, ୧୨ରୁ ୧, ୧୮ରୁ ୪ ଏବଂ ୨୦ରୁ ୬ ଜଣ ସଂକ୍ରମିତ
Read More...

ମହିଳାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନକାରୀଙ୍କ ଏବେ ସହରରେ ଲାଗିବ ପୋଷ୍ଟର : ଯୋଗୀ ସରକାରଙ୍କ ନିଷ୍ପତ୍ତି

ଲଖ୍‌ନଉ : ଉତ୍ତର ପ୍ରଦେଶର ଯୋଗୀ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଉତ୍ତର ପ୍ରଦେଶରେ ମହିଳାମାନଙ୍କ ଉପରେ ଦୁର୍ବ୍ୟବହାର ପ୍ରଦର୍ଶନ ମାମଲା ସାମ୍ନାକୁ ଆସିବା ପରେ ଏହି ମାମଲା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇଛନ୍ତି ରାଜ୍ୟ ସରକାର । ମହିଳାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନକାରୀଙ୍କ ଉପରେ
Read More...

ଫିଟ୍‌ ରହିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଦେଲେ ମନ୍ତ୍ର : ‘ଫିଟ୍‌ନେସ୍‌ କି ଡୋଜ୍‌, ଆଧା ଘଂଟା ରୋଜ୍‌’

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନ୍‌ ଲାଇନ୍‌ ଫିଟ୍‌ ଇଣ୍ଡିଆ ଡାଇଲଗ୍‌ ଅବସରରେ ବିରାଟ କୋହଲି, ରୂଜୁତା ଦିବେକର ଭଳି କେତେକ ସୁନାମଧନ୍ୟ ବ୍ୟକ୍ତିଙ୍କ ସହ ଲାଇଭ୍‌ ଚାର୍ଟ କରିଛନ୍ତି ଏବଂ ଜନସାଧାରଣଙ୍କୁ ଫିଟ୍‌ ରହିବା ପାଇଁ ମନ୍ତ୍ର ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ
Read More...