Daily Archives

୯ ଆତଙ୍କବାଦୀ ଗିରଫ : ପଶ୍ଚିମବଙ୍ଗ ଓ କେରଳର ଅନେକ ସ୍ଥାନରେ ଚଢ଼ଉ ଜାରି

ନୂଆଦିଲ୍ଲୀ : ଆଜି ସକାଳୁ ଏନ୍‌ଆଇଏ ପକ୍ଷରୁ ଜବର୍‌ଦସ୍ତ ଚଢ଼ଉ ଜାରି ରହିଛି । ପଶ୍ଚିମବଙ୍ଗର ମୁର୍ସିଦାବାଦ ଏବଂ କେରଳର ଏର୍ନାକୁଲମ୍‌ର କେତେକ ସ୍ଥାନରେ ଚଢ଼ଉ କରାଯାଇଥିବା ବେଳେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଅଲକାଏଦା ସହ ସଂପୃକ୍ତ ୯ ଆତଙ୍କବାଦୀଙ୍କୁ ଗିରଫ୍‌ କରାଯାଇଛି । ଚଢ଼ଉରେ
Read More...

ବଙ୍ଗୋମୁଣ୍ଡାରେ କିସ ଛାତ୍ରଛାତ୍ରୀଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବିତରଣ

ବଙ୍ଗୋମୁଣ୍ଡା, (ଅଶୋକ କୁମାର ଭୋଇ) : କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ(କିସ)ର ଛାତ୍ରଛାତ୍ରୀମାନଙ୍କ ପାଇଁ କିସ ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତ ଚତୁର୍ଥ ପର୍ୟ୍ୟାୟରେ ଖାଦ୍ୟ ସାମଗ୍ରୀ, ସାନିଟାଇଜର ସହିତ ଟି-ସାର୍ଟ ପ୍ରଦାନ କରିଛନ୍ତି । ସ୍ୱତନ୍ତ୍ର କିଟ୍ ବିଶ୍ୱବିଦ୍ୟାଳୟର ବସ
Read More...

ଆଜି ପୁଣି ଓଡ଼ିଶାରୁ ୪୨୦୯ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ପୁଣି ଓଡ଼ିଶାରୁ ୪୨୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୪୪୧ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ୧୭୬୮ ଆଂଚଳିକ ସଂକ୍ରମଣର ଶିକାର ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଜିଲ୍ଲା
Read More...

ଚୀନ୍‌କୁ ଆମେରିକାର ବଡ଼ ଝଟ୍‌କା : ଭାରତ ପରେ ଆମେରିକାରେ ଏବେ ଚୀନ୍‌ ଆପ୍‌ ବ୍ୟାନ୍‌

ନୂଆଦିଲ୍ଲୀ : ଚୀନ୍‌କୁ ଆମେରିକା ପକ୍ଷରୁ ପୁଣି ଏକ ବଡ଼ ଝଟ୍‌କା ଲାଗିଛି । ଭାରତ ପରେ ଆମେରିକାରେ ଏବେ ଚୀନ୍‌ ଆପ୍‌ ବ୍ୟାନ୍‌ ପାଇଁ ପଦକ୍ଷେପ ଆରମ୍ଭ ହୋଇଛି । ଜାତୀୟ ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଚୀନ୍‌ ଆପ୍‌ ଟିକ୍‌ଟକ୍‌ ଓ ୱା-ଟାଚ୍‌ ଆପ୍‌କୁ ବ୍ୟାନ୍‌ କରିଛନ୍ତି ଟ୍ରମ୍ପ ସରକାର । ତେବେ
Read More...

ସି-ସୋର୍‌ ତଦନ୍ତ ପନ୍‌ଝାରେ ଦେବୀ ମିଶ୍ର

ଭୁବନେଶ୍ୱର : ବହୁଚର୍ଚ୍ଚିତ ସି-ସୋର୍‌ ଚିଟ୍‌ଫଣ୍ଡ ମାମଲା ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଫେରିଥିବା ବେଳେ ସିବିଆଇ ତଦନ୍ତ ପନ୍‌ଝାରେ ଏବେ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଜେଡ଼ି ବିଧାୟକ ଦେବୀପ୍ରସାଦ ମିଶ୍ର ଆସିଥିବା ବେଳେ ତାଙ୍କ ସରକାରୀ ତଥା ପୈତୃକ ବାସଭବନ ସହ ୮ଟି ସ୍ଥାନରେ
Read More...

ଚୀନ୍‌ ସହ ଚାଲିଥିବା ସଂଘର୍ଷରେ ଚୀନ୍‌କୁ ସହଯୋଗ କରିବାକୁ ପାକିସ୍ତାନ ଚେଷ୍ଟିତ

ନୂଆଦିଲ୍ଲୀ : କାଶ୍ମୀରରେ ପୁଲ୍‌ୱାମା ଭଳି ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣର ଷଡ଼ଯନ୍ତ୍ରକୁ ଗତ ଗୁରୁବାର ଦିନ ଭାରତୀୟ ସୁରକ୍ଷା ବାହିନୀ ବିଫଳ କରିଦେଇଛି । ଭାରତୀୟ ସେନାର ଯବାନ୍‌ମାନେ ଗଦିକଲ ନିକଟସ୍ଥ କାରେବାରେ ଜୈସ-ଏ-ମହମ୍ମଦର ଆତଙ୍କବାଦୀଙ୍କଠାରୁ ୫୨ କିଲୋଗ୍ରାମ ବିସ୍ଫୋଟକ ଜବତ କରି
Read More...

ସତ୍ୟବ୍ରତଙ୍କ ସାରା ରାଜ୍ୟ ପଦଯାତ୍ରା : ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବୀ

କଳାହାଣ୍ଡି, (କେପିଏନ୍‌ଏସ୍‌) : ଜଗତ୍‌ସିଂହପୁର ଜିଲ୍ଲାର ବାଲିକୁଦା ଅଂଚଳରୁ ସତ୍ୟବ୍ରତ ଦାସ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବୀ ନେଇ ବାହାରିଛନ୍ତି ସାରା ରାଜ୍ୟ ପଦଯାତ୍ରାରେ । ସୂଚନା ଅନୁସାରେ ସେ ଗତ ୨୦୧୯ ଜୁଲାଇ ୧୦ ତାରିଖରୁ ବାହାରିଥିବା ବେଳେ ଗତକାଲି କଳାହାଣ୍ଡି ଜିଲ୍ଲା
Read More...