Daily Archives

ବରିଷ୍ଠ ଶିଶୁ ସାହିତ୍ୟିକ ତଥା ଅବସରପ୍ରାପ୍ତ ଶିକ୍ଷକ ପୀତାମ୍ବର ନାଏକଙ୍କ କରୋନା ସଂକ୍ରମଣରେ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ବିଳମ୍ବିତ ରାତିରେ ବରିଷ୍ଠ ଶିଶୁ ସାହିତ୍ୟିକ ତଥା ଅବସରପ୍ରାପ୍ତ ଶିକ୍ଷକ ପୀତାମ୍ବର ନାଏକଙ୍କ କରୋନା ସଂକ୍ରମଣରେ ଦେହାନ୍ତ ହୋଇଯାଇଥିବା ସୂଚନା ଦେଇଛନ୍ତି ତାଙ୍କ ଭାଇ ଶିକ୍ଷକ ଦିଗାମ୍ବର ନାଏକ । ସୂଚନାଯୋଗ୍ୟ ଯେ, ପୁଇଁନ୍ତଲା ବ୍ଲକ୍‌ ତାଲପାଲି ଉଚ୍ଚ
Read More...

ପଦ୍ମପୁର ଏନଏସି କାର୍ଯ୍ୟାଳୟ ପରିସରରୁ ଜଗୁଆଳିଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଏନଏସି କାର୍ଯ୍ୟାଳୟ ପରିସରରୁ ଜଗୁଆଳିଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ହତ୍ୟା ସନ୍ଦେହରେ ଘଟଣା ସ୍ଥଳରେ ପୋଲିସର ତଦନ୍ତ ଜାରି ରହିଛି । ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ କାର୍ୟ୍ୟରତ ଜଗୁଆଳି କରଣକେଶୀ ବହାଦୁରଙ୍କ ଝୁଲନ୍ତା ମୃତ
Read More...

ଓଡ଼ିଶା ସମେତ ଦେଶର ୨୩ଟି ରାଜ୍ୟ/ କେନ୍ଦ୍ରଶାସିତ କ୍ଷେତ୍ରରେ ୩୭ଟି ମେଗା ଫୁଡ଼ ପାର୍କ ପ୍ରତିଷ୍ଠା କରିବାକୁ କେନ୍ଦ୍ର…

• ପ୍ରତି ମେଗା ଫୁଡ଼ ପାର୍କ ସଂପୂର୍ଣ୍ଣ ରୂପେ କାର୍ୟ୍ୟକାରୀ ହେଲେ ପ୍ରାୟ ୫୦୦୦ ଲୋକଙ୍କୁ କର୍ମନିଯୁକ୍ତି ଯୋଗାଇବ• ଓଡ଼ିଶାର ରାୟଗଡ଼ାର ମେଗା ଫୁଡ଼ ପାର୍କ ଏଥିରେ ସାମିଲ; ପ୍ରାୟ ୨୧୨୪ଜଣଙ୍କୁ ମିଳିବ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତିନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ
Read More...

ଅସହାୟଙ୍କୁ ସାହା ହୁଅ : ଦୁଃଖିନୀ ସତ୍ୟବତୀର ଦୁଃଖ କହିଲେ ନସରେ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅଧୀନସ୍ଥ କଟାବାହାଲ ଗ୍ରାମପଂଚୟତର ଯୁବାଖୋଲ ଏକ ପଲ୍ଲୀ ଗ୍ରାମ । ଜଣେ ଅସହାୟ ମହିଳା ସତ୍ୟବତୀ ସାହୁ , ସ୍ୱାମୀ ମୁରଲୀଧର ସାହୁ ମଧୁମେହ ରୋଗରେ ଆକ୍ରାନ୍ତ ହୋଇ ବହୁଦିନରୁ ଆର ପାରିକୁ ଚାଲିଗଲେଣି । ବିଧବା ମା' ସତ୍ୟବତୀ
Read More...