Daily Archives

ପୁଣି ଟ୍ରାଏଲ୍‌ ହେବ ଅକ୍ସଫୋର୍ଡ ଭେକ୍‌ସିନ୍‌ : କଂପାନୀ ଦେଲା ବୟାନ

ନୂଆଦିଲ୍ଲୀ : ଅକ୍ସଫୋର୍ଡ ୟୁନିଭର୍‌ସିଟି ଏବଂ ପିଏଲ୍‌ସି ପକ୍ଷରୁ ବିକଶିତ ହୋଇଥିବା କୋଭିଡ୍‌-୧୯ ଭେକ୍ସିନର ପରୀକ୍ଷଣ ବ୍ରିଟେନ୍‌ରେ ଜଣେ ସ୍ୱେଚ୍ଛାସେବୀ ରୋଗାଗ୍ରସ୍ତ ହୋଇ ପଡ଼ିବାରୁ ବନ୍ଦ ରହିଥିଲା । କିନ୍ତୁ ଏହାର ପରୀକ୍ଷଣ ପୁଣି ଆରମ୍ଭ ହେବ, ଏ ସଂକ୍ରାନ୍ତରେ ଅକ୍ସଫୋର୍ଡ ୟୁନିଭର୍‌ସିଟି
Read More...

ଅମିତ ଶାହଙ୍କୁ ନିଶ୍ୱାସ ନେବାରେ କଷ୍ଟ : ବିଳମ୍ବିତ ରାତିରେ ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ : ଗୃହମନ୍ତ୍ରୀ ଅମିତ ଶାହଙ୍କୁ ନିଶ୍ୱାସ ନେବାରେ କଷ୍ଟ ହେବାରୁ ଗତକାଲି ବିଳମ୍ବିତ ରାତିରେ ଏମ୍‌ସରେ ଭର୍ତ୍ତି କରାଯାଇଛି । ତେବେ ସୂଚନା ଅନୁସାରେ କରୋନା ନେଗେଟିଭ୍‌ ରିପୋର୍ଟ ଆସିଥିବା ଯୋଗୁଁ ଗୃହମନ୍ତ୍ରୀ ଶ୍ରୀ ଶାହଙ୍କୁ ହସ୍‌ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଥିଲା । କିନ୍ତୁ
Read More...

ଫସଲ ବୀମା ସମସ୍ୟାକୁ ନେଇ ମହେନ୍ଦ୍ର ଠାକୁରଙ୍କ ବଡ଼ ପ୍ରୟାସ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ସମସ୍ତ ଚାଷୀଙ୍କ ମନରେ ଆଘାତ ଦେଇଥିବା ଗତ ବର୍ଷର ଫସଲ ବୀମା ଟଙ୍କାକୁ ନେଇ ସଇଁନ୍ତଲା ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ଫଳରେ ଅଞ୍ଚଳର ସମାଜସେବୀ ତଥା ବିଜେପି ସଦସ୍ୟ ମହେନ୍ଦ୍ର କୁମାର ଠାକୁର ଗାଁ ଗାଁ ବୁଲି ଚାଷୀଙ୍କ ସମସ୍ୟା ବୁଝିବା ସହ
Read More...