Monthly Archives

August 2020

କଳିକେଶ ଓ ଅର୍କେଶଙ୍କୁ ଦେଖା କଲେ ବୁଡି ଅଂଚଳବାସୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଶୈଲଶ୍ରୀ ପେଲେସ ଠାରେ ଲୋୟର ସୁକତେଲ ବୁଡ଼ିଅଂଚଳର ପ୍ରାୟ ୧୦ଟି ଗ୍ରାମବାସୀ ଆସି ଦେଖା କରଛନ୍ତି । ବିଗତ ଦଶନ୍ଧି ଧରି ଚାଲିଥିବା ଲୋୟର ସୁକତେଲ ପ୍ରକଳ୍ପ ହଠାତ ଗତ ଦୁଇ ବର୍ଷ ହେଲା ବନ୍ଦ ହୋଇ ପଡିରହିଛି । ଏହି ସମୟରେ ନା’ ସରକାର ଲକ୍ଷ୍ୟ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ୬୪ ଆକ୍ରାନ୍ତ : ବଲାଙ୍ଗିର ପୌରାଂଚଳରୁ ୨୨

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୨୨ ଜଣ ସାମିଲ୍‌ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର କଳାମଣ୍ଡଳପଡ଼ାରୁ ୧, ଟିକ୍ରାପଡ଼ାରୁ ୧, ବେହେରାପାଲିରୁ ୧, ରାମେଶ୍ୱରନଗରରୁ ୧,
Read More...

ଡାକ୍ତର ରାହାସ ବିହାରୀ ମହାପାତ୍ରଙ୍କୁ ଗାର୍ଡ ଅଫ ଅନର ପ୍ରଦାନ

ରାଉରକେଲା, (କେପିଏନ୍‌ଏସ୍‌) : ଡାକ୍ତର ରାହାସ ବିହାରୀ ମହାପାତ୍ରଙ୍କ ପାର୍ଥିବ ଶରୀର ଆଜି ବେଦବ୍ୟାସରେ ପହଂଚିବା ପରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି। ଡାକ୍ତର ମହାପାତ୍ର ଲାଠିକଟା ଡାକ୍ତରଖାନାରେ ଚିକିତ୍ସକ ଭାବେ ଦାୟିତ୍ୱ ତୁଲାଉଥିବା ବେଳେ କୋଭିଡରେ ଆକ୍ରାନ୍ତ ହୋଇଥିଲେ। ପରେ
Read More...

ଅଇଁଲାସାରି ଗାଁର ବିଶୃଙ୍ଖଳିତ ସ୍ଥିତିକୁ ନେଇ ବଲାଙ୍ଗିର ପୌରାଂଚଳ ଯାଦବ ମହାସଭା ପକ୍ଷରୁ ଏସ୍‌ପିଙ୍କୁ ପତ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଇଁଲାସାର ଗାଁର ଅସବର୍ଣ୍ଣ ଓ ସବର୍ଣ୍ଣ ମଧ୍ୟରେ ଚାଲିଥିବା ବିଶୃଙ୍ଖଳାକୁ ନେଇ ବଲାଙ୍ଗିର ପୌରାଂଚଳ ଯାଦବ ମହାସଭା ପକ୍ଷରୁ ବଲାଙ୍ଗିର ଏସ୍‌ପିଙ୍କ ଉଦ୍ଦେଶ୍ୟରେ ଏସ୍‌ଡିପିଓ. ଶ୍ରୀମନ୍ତ ବାରିକଙ୍କ ଜରିଆରେ ଏକ ପତ୍ର ପ୍ରଦାନ କରାଯାଇଛି । ପତ୍ରରେ ଅନୁରୋଧ
Read More...

ଅଇଁଲାସାରି ଘଟଣା : ଦଳିତ ସମାଜର ୬ ଦଫା ଦାବୀ : ପୋଲିସ ପ୍ରଶାସନର ଦଳିତ ଦମନ ନୀତି ଜାରି ରହିଲେ ହେବ ବିଶାଳ ଆନ୍ଦୋଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ଦଳିତ ସମାଜ ଆଜି ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ଦଳିତମାନଙ୍କ ଉପରେ ହେଉଥିବା ଅନ୍ୟାୟ ସଂପର୍କରେ ଆଲୋଚନା କରିଛି । ଗତ ୨୬ ତାରିଖରେ ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ ଅଇଁଲାସାରି ଗ୍ରାମରେ ସବର୍ଣ୍ଣ ଓ ଅସବର୍ଣ୍ଣଙ୍କ ମଧ୍ୟରେ ତୁମୁଳକାଣ୍ଡ
Read More...

କରମତଲା ଗ୍ରାମ ପଂଚାୟତକୁ ୧୦୦ ଘଣ୍ଟା ସଟ ଡାଉନ କଲେ ସରପଞ୍ଚ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଳକ ଛନଛଡ଼ା ଗ୍ରାମରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବାପରେ କରମତଳା ସରପଞ୍ଚ ହିମାଞ୍ଚଳ ବୁଡେକ ଛନଛଡା ଗ୍ରାମକୁ ୧୦୦ ଘଣ୍ଟା ପାଇଁ ସଟଡାଉନ କରିଛନ୍ତି।ଏଥିରେ ଜରୁରୀ କାଳୀନ ସେବା ବ୍ୟତୀତ ଅନ୍ୟ ସବୁ ଦୋକାନ ବଜାର ଏବଂ
Read More...

ରେଳ ବିଭାଗର ଇଲେକ୍ଟ୍ରି ତାର ଟଣାକୁ ନେଇ ବଢୁଛି ଅସନ୍ତୋଷ : ପବନ ହେଲେ ଗଛରେ ଘଷି ହୋଇ ଜଳୁଛି ନିଆଁ

ଦେଓଗାଁ, (ମନିଷ କୁମାର ସାହୁ) : ବଲାଙ୍ଗୀର- ଟିଟିଲାଗଡ଼ ରେଳ ଲାଇନକୁ ଆଧୁନିକୀରଣ କରାଯାଇଛି । ହେଲେ ତ୍ରୁଟିପୂର୍ଣ୍ଣ ବିଦ୍ୟୁତ୍ କାମ ଯୋଗୁଁ ଆତଙ୍କିତ ଆବସ୍ଥାରେ ଜୀବନ ଯାପନ କରୁଛନ୍ତି ରେଳ ଲାଇନ କଡ଼ରେ ବାସ କରୁଥିବା ଲୋକେ । ଦେଓଗାଁ ବ୍ଲକ୍ ଛକ ଚନ୍ଦ୍ରପୁର ନିକଟରେ ରହିଛି ଏକ ବିରାଟ
Read More...

ବନ୍ୟା ଅଂଚଳ ବୁଲି ଦେଖିଲେ ପୂର୍ବତନ ସାଂସଦ କଳିକେଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲଗାତାର ବର୍ଷା ଫଳରେ ଗୁଡ଼ଭେଲା ବ୍ଲକ୍‌ ଅଂଚଳର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ଦେଖା ଦେଇଥିବା ବେଳେ ପୂର୍ବତନ ସାଂସଦ ତଥା ବିଜେଡ଼ି ରାଜ୍ୟ ବରିଷ୍ଠ ସଂପାଦକ କଳିକେଶ ନାରାୟଣ ସିଂହଦେଓ ପ୍ରଭାବିତ ଅଂଚଳ ବୁଲି ଦେଖିଛନ୍ତି । ତେବେ କୋତକୋ ମୁହାଣ ନାଳା
Read More...

ଅଜଗର ସାପ ଉଦ୍ଧାର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଳକ ଗଣ୍ଡପତ୍ରାପାଲି ପଂଚାୟତ ସ୍ଥିତ ବଡ଼ମାଲ ଗୋଳାବାରୁଦ କାରଖାନା ନିକଟ ପୁରୁଣା ଉଚ୍ଚ ବିଦ୍ୟାଳୟଠାରେ ଏକ ସ୍ଥାନରେ ଏକ ବଡ଼ ଧରଣର ଅଜଗର ସାପ ଥିବା ଖବର ପାଇବା ପରେ ତାକୁ ଉଦ୍ଧାର କରାଯାଇ ଜଙ୍ଗଲରେ ଛାଡି ଦିଆ ଯାଇଥିବା
Read More...

ଜାତୀୟ ଫୁଟ୍‌ବଲ୍‌ ଖେଳର ପ୍ରତିନିଧିତ୍ୱ କରିଥିବା ତନୁଜା ଦାରିଦ୍ରତାର କଷାଘାତରେ ଜର୍ଜରିତା

ଝାରସୁଗୁଡା, (କେପିଏନ୍‌ଏସ୍‌) : ଜାତୀୟ ଫୁଟ୍‌ବଲ୍‌ ଖେଳରେ ତିନି ତିନି ଥର ପ୍ରତିନିଧିତ୍ୱ କରିଥିଲେ ତନୁଜା ଏବଂ ଜାତୀୟ ରଗବୀରେ ମଧ୍ୟ ଅଂଶଗ୍ରହଣ କରି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣି ଥିବା ସତ୍ତେ୍ୱ ସେ ଆଜି ଦାରିଦ୍ରତାର କଷାଘାତରେ ଜର୍ଜରିତା । କଥାଟି ଅବିଶ୍ୱନୀୟ ହୋଇଥିଲେ ମଧ୍ୟ ସତ୍ୟ ।
Read More...