Monthly Archives

August 2020

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଘଟଣା : ସିବିଆଇ ତଦନ୍ତ ପାଇଁ ସୁପାରିଶ କଲେ ବିହାର ମୁଖ୍ୟମନ୍ତ୍ରୀ

ପାଟନା, (କେପିଏନ୍ଏସ୍) : ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ରାଜ୍ୟପାଳ ଫଗୁ ଚୌହାନ ମଧ୍ୟ ଏହାକୁ ଅନୁମୋଦନ କରିଥିବା ଜଣାପଡ଼ିଛି । ସୁଶାନ୍ତ ସିଂହଙ୍କ ବାପା ଏବଂ ବିହାର ବିଧାନସଭା
Read More...

ଭାରତୀୟ ସେନାରେ ମହିଳାଙ୍କୁ ସ୍ଥାୟୀ କମିଶନ ପ୍ରଦାନ : ଆବେଦନପତ୍ର ଦାଖଲ କରିବା ପାଇଁ ସେନା ମୁଖ୍ୟାଳୟ ପକ୍ଷରୁ ସବିଶେଷ…

ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ସେନାରେ ମହିଳା ଅଧିକାରିଣୀମାନଙ୍କୁ ସ୍ଥାୟୀ କମିଶନ ପ୍ରଦାନ କରିବାକୁ କେନ୍ଦ୍ର ସରକାରଙ୍କଠାରୁ ଅନୁମୋଦନ ପତ୍ର ପାଇବା ପରେ ସେନା ମୁଖ୍ୟାଳୟ ପକ୍ଷରୁ ଏଥି ନିମନ୍ତେ ମହିଳା ଅଧିକାରିଣୀମାନଙ୍କୁ ବାଛିବା ପାଇଁ ୫ଟି ସ୍ୱତନ୍ତ୍ର ଶ୍ରେଣୀର ସିଲେକ୍ସନ ବୋର୍ଡ ଗଠନ
Read More...

ଓଡ଼ିଶାରୁ ୧୯ ଜଣ ସିଭିଲ ସର୍ଭିସ ପରୀକ୍ଷାରେ ସଫଳ

ନୂଆଦିଲ୍ଲୀ, (କେପିଏନ୍ଏସ୍) : ଏଥର ଓଡ଼ିଶାରୁ ୧୯ ଜଣ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ସଫଳତା ହାସଲ୍ କରି ରାଜ୍ୟ ପାଇଁ ଗୌରବ ଆଣି ଦେଇଛନ୍ତି । ଭାରତୀୟ ଲୋକସେବା ଆୟୋଗ (ୟୁପିଏସ୍ସି) ଦ୍ୱାରା ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ୨୦୧୯ର ଫଳ ପ୍ରକାଶ ପାଇଥିବା ବେଳେ ଏଥିରେ ୮୨୯ ଜଣ
Read More...

ଧର୍ମେନ୍ଦ୍ର ପ୍ରଧାନ କରୋନା ସଂକ୍ରମିତ

ଭୁବନେଶ୍ୱର, (କେପିଏନ୍ଏସ୍) : କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ସଂକ୍ରମିତ ହୋଇଥିବା ସେ ନିଜେ ଟ୍ୱିଟ୍ କରି ଜଣାଇଛନ୍ତି । ସେ କହିଛନ୍ତି ଯେ, କୋଭିଡ଼-୧୯ର ଲକ୍ଷଣ ଦେଖାଯିବା କାରଣରୁ ମୁଁ ପରୀକ୍ଷା କରିଥିଲି । ରିପୋର୍ଟ ପୋଜେଟିଭ୍ ଆସିଛି । ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ
Read More...

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ନିବେଦନ

ମାନବ ଜାତି ତାର ଇତିହାସର ସବୁଠାରୁ କଷ୍ଟକର ପରିସ୍ଥିତି ମଧ୍ୟ ଦେଇ ବର୍ତ୍ତମାନ ଗତି କରୁଛି। କୋଭିଡ ମହାମାରୀ ଆଜି ସାରା ମାନବ ଜାତି ପାଇଁ ଏକ ଅଭୁତପୂର୍ବ ଆହ୍ବାନ ସୃଷ୍ଟି କରିଛି ଏବଂ ପ୍ରତ୍ୟେକ ଦେଶ ଅତ୍ୟନ୍ତ ଗମ୍ଭୀର ପରିସ୍ଥିତି ଦେଇ ଗତି କରୁଛି ।ଭାରତ ମଧ୍ୟ କୋଭିଡ ମହାମାରୀର ଭୟାବହତାର
Read More...

କଂଟାବାଂଜି : ୪ଟି ୱାର୍ଡ କଟେଂନମେଂଟ ଜୋନ୍ ଘୋଷିତ

କଂଟାବାଂଜି, (ଗୁରୁଦୟାଲ ହଂସ) : କରୋନା ସଂକ୍ରମଣ ଦିନକୁ ଦିନ କଂଟାବାଂଜି ସହରରେ ମଧ୍ୟ ତାର କାୟା ବିସ୍ତାର କରିବାରେ ଲାଗିଛି । ସହରରେ ଅମାନିଆମାନେ ଅବାଧରେ ବୁଲାବୁଲି କରୁଥିବା ସହିତ ପ୍ରାଥମିକ ପର୍ଯ୍ୟାୟରେ ସୋମବାର ଓ ମଂଗଳବାର ଦିନ ହୁ ହୁ ହୋଇ ବଢିବାର ନଜରକୁ ରଖି ଜିଲ୍ଲା ପ୍ରଶାସନ
Read More...

କମାଲ୍ କରିଛନ୍ତି ଶିଶୁ କଳାକାର ବିଶ୍ୱନାଥ ପରିଡା

କଟକ, (କେପିଏନ୍ଏସ୍) : ମଞରୀ ଚ୍ୟାନାଲ୍ ପ୍ରସ୍ତୁତ କରୁଥିବା ‘ବହୁ ଆମର ଏନଆରଆଇ’ ଧାରାବାହିକାରେ ଶିଶୁ କଳାକାର ବିଶ୍ୱନାଥ ପରିଡା ଅଭିନୟ କରିଛନ୍ତି । ଏହି ଧାରାବାହିକାରେ ସେ ଜଣେ ବିଧାୟକର ନାତି ଭାବରେ ଅଭିନୟ କରିଥିବା ବେଳେ ଏବେ ବିଶ୍ୱ ମହାମାରୀ କରୋନା ଯୋଗୁଁ ଏହାର ସୁଟିଂକୁ ବନ୍ଦ
Read More...

ଚୀନକୁ କଡ଼ା ଜବାବ୍ ଦେଲା ଭାରତ

ଲଦାଖ୍, (କେପିଏନ୍ଏସ୍) : ଉତ୍ତର ଲଦାଖ୍ ଏଲ୍ଓସିରେ ଦୁଇ ପଡୋଶୀ ଦେଶ ଭାରତ ଓ ଚୀନ୍ ଭିତରେ ବିବାଦ ସରି ନଥିବା ବେଳେ ପୁଣି ଲଦାଖ୍ରେ ପୁରୁଣା କଥାକୁ ନେଇ ଚୀନ୍ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ସହ ୧୭ ହଜାର ଜବାନ୍ ମୁତୟନ କରିଛି । ଭାରତ ମଧ୍ୟ ସେନା ସହ ହେଭି ଟ୍ୟାଙ୍କ ପଠାଇ କଡା ଜବାବ୍
Read More...

ଏବେ ମାନିବାକୁ ହେବ ଅନ୍ ଲକ୍ ୩.୦

ନୂଆଦିଲ୍ଳୀ, (କେପିଏନ୍ଏସ୍) : କରୋନା ଯୋଗୁଁ ସାରା ବିଶ୍ୱରେ ଲକ୍ଡାଉନ୍, ସଟ୍ଡାଉନ୍ ତୁହାକୁ ତୁହା ଜାରି ରହିଛି । ତେବେ ଭାରତରେ ମଧ୍ୟ ଏ ପ୍ରକିୟା ଜାରି ରହିଥିଲା । କରୋନା ସ୍ଥିତିକୁ ଦେଖି ବର୍ତ୍ତମାନ କେନ୍ଦ୍ର ସରକାର ପ୍ରଥମେ ଲକ୍ଡାଉନ ପରେ ଅନ୍ଲକ୍ ୧.୦ ପରେ ୨.୦ ଘୋଷଣା କରିଥିବା ବେଳେ
Read More...
error: Content is protected !!