Monthly Archives

August 2020

ବଲାଙ୍ଗିର ଜିଲ୍ଲାରେ ଆଜି ସର୍ବାଧିକ ୯୨ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ସର୍ବାଧିକ ୯୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗ୍ରାମାଂଚଳରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି । ତେବେ ବଲାଙ୍ଗିର ପୌରାଂଚଳରୁ ୧୯ ଜଣ ସଂକ୍ରମିତ ହୋଇଛନ୍ତି ଏବଂ ଜଣେ ମହିଳା କୋଭିଡ ଯୋଦ୍ଧା ଓ ଜଣେ ପୁରୁଷ କୋଭିଡ ଯୋଦ୍ଧା
Read More...

ସ୍ୱାଧୀନତା ଦିବସରେ ପରାଧୀନ ଜୀବନ : ଭୋଇପାଲିରେ କଙ୍ଗାରୁ କୋର୍ଟ, ଦାନା ପାଣି ବାସନ୍ଦ, କଥାହେଲେ ୫୦୦ ଟଙ୍କା ଫାଇନ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଶ ଆଜି ୭୪ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଦେଶ ଶହ ଶହ ବର୍ଷର ପରାଧୀନତା ପରେ ଆଜିର ଦିନରେ ସ୍ୱାଧୀନତା ପାଇଥିବା ଉତ୍ସବ ମନାଇବା ସହ ଦେଶରେ ସ୍ୱାଧୀନତାକୁ ଆହୁରି ବଳବତ୍ତର କରିବାର ପ୍ରୟାସ ଜାରି ରହିଛି । କିନ୍ତୁ ସ୍ୱାଧୀନତାର ୭୪ ବର୍ଷ ପରେ ମଧ୍ୟ
Read More...

ଦେଶରେ ୬୫,୦୦୨ ଓ ରାଜ୍ୟରେ ୨୪୯୬ ଜଣ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦେଶରେ ଆଜି ୬୫,୦୦୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଂଟା ମଧ୍ୟରେ ଓଡ଼ିଶାରେ ୨୪୯୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଅନୁଗୁଳରୁ ୧୨, ବାଲେଶ୍ୱରରୁ ୧୬୫, ବରଗଡ଼ରୁ ୩୬, ଭଦ୍ରକରୁ ୧୦୨, ବଲାଙ୍ଗିରରୁ ୯୨, ବୌଦ୍ଧରୁ ୧୧୫, କଟକରୁ
Read More...

ବଲାଙ୍ଗିରରେ ଜିଲ୍ଲାସ୍ତରୀୟ ୭୪ତମ ସ୍ୱାଧୀନତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଦର ମହକୁମାରେ ଜିଲ୍ଲା ସ୍ତରୀୟ ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । କରୋନା କଟକଣା ଯୋଗୁଁ କୋଭିଡ-୧୯ ନିର୍ଦ୍ଦେଶାବଳୀ ଅନୁସାରେ ସାମାଜିକ ଦୂରତା ବଜାୟ ରଖି ସ୍ୱାଧୀନତା ଦିବସ ପାଳନ କରାଯାଇଛି । ୭୪ତମ ସ୍ୱାଧୀନତା ଦିବସ ପାଳନ
Read More...

ସାଇଟ୍‌ ସଦାଇପାଲି ଠାରେ ୭୪ତମ ସ୍ୱାଧୀନତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନିକଟସ୍ଥ ସାଇଟ୍‌ ସଦାଇପାଲି ଠାରେ ଆଜି ୭୪ ତମ ସ୍ୱାଧୀନତା ଦିବସ ସାମାଜିକ ଦୁରତ୍ୱ ଏବଂ କୋଭିଡ୍‌ -୧୯ର ନିୟମାନୁସାରେ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ସାଇଟ୍‌ ପ୍ରତିଷ୍ଠାତା ଡ. ଶ୍ରୀକର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା
Read More...

ବଲାଙ୍ଗିର ଆଦର୍ଶ ଥାନାରେ ଜାତୀୟ ପତାକା ଉତ୍ତୋଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଆଦର୍ଶ ଥାନାରେ ୭୪ତମ ସ୍ୱାଧୀନତା ଦିବସ ଅବସରରେ ଜାତୀୟ ପତାକା ଉତ୍ତୋଳନ ହୋଇଯାଇଛି । କୋଭିଡ ଆଇନ ଅନୁସାରେ ସାମାଜିକ ଦୂରତା ଅବଲମ୍ବନ କରି ଏହି ଜାତୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଥାନାର ସମସ୍ତ ଅଧିକାରୀ ତଥା କର୍ମଚାରୀମାନେ
Read More...

ଆତ୍ମନିର୍ଭର ଭାରତ ଲକ୍ଷ୍ୟ ଅଭିମୁଖେ ଦେଶ

• ମାତ୍ର ମାସକ ମଧ୍ୟରେ ୨୩ ଲକ୍ଷ ପିପିଇ ରପ୍ତାନି କରି ବିଶ୍ଵ ବଜାରରେ ଭାରତ ଜାହିର କଲା ନିଜର ସ୍ଥିତି• କେନ୍ଦ୍ର ସରକାର ୧.୨୮ କୋଟିରୁ ଅଧିକ ପିପିଇ କିଟ୍ସ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଯୋଗାଇଛନ୍ତି ନୂଆଦିଲ୍ଲୀ, (ପିଆଇବି) : କୋଭିଡ-୧୯ର ମୁକାବିଲା ନିମନ୍ତେ କେନ୍ଦ୍ର ସରକାର
Read More...

ଅଧାବାଟରେ ଅଟକିଛି ଆମ୍ବପାଲି ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : କଥାରେ ଅଛି- ସରକାରୀ ମାଲ୍‌, ଦରିଆ ମେ ଡାଲ୍‌ । ସରକାରଙ୍କ ରାଜକୋଷରୁ ବ୍ୟାପକ ରାଜସ୍ୱ ଖର୍ଚ୍ଚ ପରେ ଦ୍ୱିତୀୟ ଥର ପାଇଁ ଗତ ୨୦୧୭ ଜୁଲାଇ ମାସରୁ ଆରମ୍ଭ ହୋଇଥିବା ଆମ୍ବପାଲି ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ଅଧାବାଟରେ ଅଟକିଥିବା ଜଣାପଡ଼ିଛି । ସୂଚନା
Read More...

ଚାଷୀମାନଙ୍କୁ ମିଳିନି ଗତବର୍ଷର ପେଥାଇ ସହାୟତା

ଆଗଲପୁର, (ଦେବାଶିଷ ପଧାନ) : ଆଗଲପୁର ତହସିଲ କର୍ତ୍ତୃପକ୍ଷ ଚାଷୀମାନଙ୍କୁ ପେଥାଇ ସହାୟତା ଦେବାରେ ପାତର ଅନ୍ତର କରୁଥିବାର ଅଭିଯୋଗ ହୋଇଛି । ଏହି ତହସିଲ ଅନ୍ତର୍ଗତ ରିନବଚନ ଗ୍ରାମପଞ୍ଚାୟତର ଅନେକ ଚାଷୀଙ୍କ ଗତବର୍ଷ ହୋଇଥିବା ଝଡ଼ବାତ୍ୟା ପେଥାଇରେ ପନିପରିବା ଓ ଧାନ ସମ୍ପୂର୍ଣ୍ଣ ଭାବରେ ନଷ୍ଟ
Read More...

ପୂର୍ବତଟ ରେଳ ବିଭାଗ ପକ୍ଷରୁ ଲୋକଙ୍କୁ ଜାଗା ଛାଡ଼ିବାକୁ ନୋଟିସ

ସମ୍ବଲପୁର, (ଦାମୋଦର ପଣ୍ଡା) : ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ କଲାମାଟି ପଞ୍ଚାୟତ ଗୋଶାଳା ଛକରେ ଅନେକ ଲୋକ ଦୀର୍ଘ ୫୦ବର୍ଷରୁ ଅଧିକ ହେଲା ବସବାସ କରି ଦୋକାନବଜାର କରି ପରିବାର ପୋଷଣ କରି ଆସୁଥିବା ବେଳେ ହଠାତ ପୂର୍ବତଟ ରେଳ ବିଭାଗ ପକ୍ଷରୁ ଲୋକଙ୍କୁ ଜାଗା ଛାଡ଼ିବାକୁ ନୋଟିସ ହୋଇଛି ।
Read More...