Monthly Archives

August 2020

ଭାରତରେ ଦିନକୁ ପାଖାପାଖି ୯ ଲକ୍ଷ ରେକର୍ଡ ପରୀକ୍ଷଣ

• ଗତକାଲି ଗୋଟିଏ ଦିନରେ ସର୍ବାଧିକ ୫୭,୯୩୭ ସୁସ୍ଥ• ସକ୍ରିୟ ମାମଲାଠାରୁ ୧୩ ଲକ୍ଷ ଅଧିକ ଆରୋଗ୍ୟନୂଆଦିଲ୍ଲୀ, (ପିଆଇବି) : ଭାରତ ଗୋଟିଏ ଦିନରେ ଗତକାଲି ରେକର୍ଡ ସଂଖ୍ୟକ କୋଭିଡ-୧୯ ନମୁନା ପରୀକ୍ଷା କରିବାରେ ସକ୍ଷମ ହୋଇଛି । ପାଖାପାଖି ୯ ଲକ୍ଷ (୮,୯୯,୮୬୪) ନମୁନା ଗତକାଲି ଗୋଟିଏ ଦିନରେ
Read More...

ପ୍ରବାସୀ ଶ୍ରମିକଙ୍କୁ ସ୍ୱଳ୍ପ ମୂଲ୍ୟରେ ଗୃହ ଯୋଗାଇ ଦେବାକୁ ସରକାରଙ୍କ ସହ ଭାଗୀଦାର ହେବା ପାଇଁ ଇସ୍ପାତ ଉଦ୍ୟୋଗକୁ…

• ଆତ୍ମନିର୍ଭର ଭାରତ ଦେଶର ପ୍ରତ୍ୟେକ ନାଗରିକଙ୍କୁ ମର୍ୟ୍ୟାଦା ଓ ଆତ୍ମସମ୍ମାନ ଯୋଗାଇ ଦେବାକୁ ଉଦ୍ଦିଷ୍ଟନୂଆଦିଲ୍ଲୀ, (ପିଆଇବି) : ପ୍ରବାସୀ ଶ୍ରମିକମାନଙ୍କୁ ସ୍ୱଳ୍ପ ମୂଲ୍ୟରେ ଗୃହ ଯୋଗାଇ ଦେବା ପାଇଁ ଉଦ୍ଦିଷ୍ଟ ସରକାରୀ ଯୋଜନାରେ ଅଂଶୀଦାର ହେବାକୁ କେନ୍ଦ୍ର ଇସ୍ପାତ, ପେଟ୍ରୋଲିୟମ ଓ
Read More...

ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତି ଓ ବଦଳି

ନୂଆଦିଲ୍ଲୀ, (ପିଆଇବି) : ଗୋଆର ରାଜ୍ୟପାଳ ଶ୍ରୀ ସତ୍ୟପାଲ ମଲ୍ଳିକଙ୍କୁ ବଦଳି କରାଯାଇ ମେଘାଳୟର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀ ଭଗତ ସିଂହ କୋଶିୟାରୀ ନିଜ ଦାୟିତ୍ୱ ସହ ଗୋଆ ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ଏହି ଆଦେଶ ଉଭୟ ନିଜ ନିଜର
Read More...

ଗତବର୍ଷ ତୁଳନାରେ ମାର୍ଚ୍ଚରୁ ଜୁନ ମଧ୍ୟରେ ଦେଶରେ କୃଷିଜାତ ସାମଗ୍ରୀର ରପ୍ତାନୀ ୨୩.୨୪ ପ୍ରତିଶତ ବୃଦ୍ଧି

• କୃଷି ବିପଣନ ପାଇଁ କୃଷି ମନ୍ତ୍ରଣାଳୟ ପକ୍ଷରୁ ବ୍ୟାପକ କାର୍ୟ୍ୟାନ୍ଵୟନ ଯୋଜନା ପ୍ରସ୍ତୁତ, ରପ୍ତାନୀ ବୃଦ୍ଧି ସହ ଯୋଜନାରେ ଆମଦାନୀ ସାମଗ୍ରୀର ବିକଳ୍ପ ଉପରେ ପ୍ରାଧାନ୍ୟ• କୃଷି ମନ୍ତ୍ରଣାଳୟ ଆଦେଶ କ୍ରମେ କୃଷି ଓ କୃଷିଜାତ ଦ୍ରବ୍ୟ ପ୍ରକ୍ରିୟାକରଣ ରପ୍ତାନୀ ବିକାଶ କର୍ତ୍ତୃପକ୍ଷ
Read More...

ରାଜରାସ୍ତା ଉପରେ ଅଳିଆ ଆବର୍ଜ୍ଜନା : ପୌରପରିଷଦର ନଜର ନାହିଁ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଟିଟିଲାଗଡ ମଧ୍ୟ ଦେଇ ଲମ୍ବି ଯାଇଛି ରାୟପୁରରୁ ଗୋପାଳପୁର ଯାଇଥିବା ଏନ୍‌ଏଚ୍‌ ୫୯ ଜାତୀୟ ରାଜପଥ । ଏହି ରାଜପଥର ଉଭୟ ପାର୍ଶ୍ଵରେ ରହିଛି ଟିଟିଲାଗଡର ଅନେକ ଘର, ଦୈନନ୍ଦିନ ବଜାର , ପୋଲିସ ଷ୍ଟେସନ, ସରକାରୀ ଡାକ୍ତରଖାନା ଓ ଅନେକ ଗୁଡ଼ିଏ ସରକାରୀ କାର୍ୟ୍ୟାଳୟ ।
Read More...

କୋଇଲା ବୋଝେଇ ଟ୍ରକ ପିଟିଲା ବୋଲେରୋକୁ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଗତକାଲି ରାତି ପ୍ରାୟ ୮:୪୫ ସମୟ ରେ ଏକ କୋଇଲା ବୋଝେଇ ଟ୍ରକ (CG 12 AZ 1113) ଟିଟିଲାଗଡ ମଧ୍ୟ ଦେଇ ଯାଉଥିବା ସମୟରେ ରେଳୱେ ଫାଟକ ନିକଟରେ ଏକ ବୋଲେରୋ ଗାଡ଼ି (OD 03 Q 0495) କୁ ଧକ୍କା ଦେଇ ଫେରାର ମାରିଥିବା ସମୟରେ ସାଧାରଣ ଲୋକଙ୍କ ଦ୍ୱାରା ହାଟପଦା
Read More...

ଲୋଇସିଂହା ବିଧାୟକଙ୍କ ଦ୍ୱାରା ଚାରା ରୋପଣ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବିଧାୟକ ଡ.ମୁକେଶ ମହାଳିଙ୍ଗଙ୍କ ଦ୍ଵାରା ବୁଢ଼ୀପଦର ଗ୍ରାମ ପଂଚାୟତରେ ଚାରା ରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ଲକ୍ଷ୍ମୀ ପଧାନଙ୍କ ଉପସ୍ଥିତିରେ ସ୍ଥାନୀୟ ହାଇସ୍କୁଲ ପରିସର, ଖେଳ ପଡିଆ ତଥା ଗୁହୁରୀ ବନ୍ଧ ନିକଟରେ ପ୍ରାୟ ଦୁଇଶହ
Read More...

ଖେଳ ପଡ଼ିଆରୁ ଫୁଟବଲ୍ ଗୋଲି ବାର ଚୋରି

ଦେଓଗାଁ, (ମନିଷ କୁମାର ସାହୁ) : ଖେଳ ପଡ଼ିଆରୁ ଫୁଟବଲ୍ ଗୋଲ୍ ବାର ଚୋରି ହୋଇଛି । ତାହା ପୁଣି ଥରେ ନୁହେଁ ଦୁଇ ଦୁଇ ଥର । ଏଭଳି ଘଟଣା ଆଶ୍ଚର୍ୟ୍ୟ ଲାଗୁଥିଲେ ମଧ୍ୟ ସତ । ଏଭଳି ଏକ ଘଟଣା ଘଟିଛି ଦେଓଗାଁରେ । ଦେଓଗାଁ ସ୍ଥିତ ନେହେରୁ ଖେଳ ପଡ଼ିଆରେ ଗାଁର ଯୁବ ଗୋଷ୍ଠୀ ମାନେ ପ୍ରତିଦିନ
Read More...

କଣ୍ଟାମାଳ ଅଞ୍ଚଳରେ ବଲେନ ବଟା ପୂଜା ପାଳିତ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକର କୁଦୁର୍କା, ତୁର୍କା, ବିଲବିଲ, ଆରମୁଲ, ବୁଗେର, ବଣ୍ତା, ପାଞ୍ଚପାଳି, କ୍ଷମାବୀର, ସରମଣ୍ତା ଏବଂ ମୁଲକିଆ ଆଦି ଆଦିବାସୀ ପ୍ରଗଣା ମାନଙ୍କରେ ପରମ୍ପରା ଅନୁସାରେ ପାଳିତ ହୋଇ ଆସୁଥିବା ବାର୍ଷିକ ବଲେନ ବଟା ପୂଜା ମଙ୍ଗଳବାର ଦିନ ବିଭିନ୍ନ ଗ୍ରାମରେ
Read More...