Monthly Archives

August 2020

ରାଜ୍ୟରେ ମୁଣ୍ତ ନେଲା କରୋନା

ଭୁବନେଶ୍ୱର, (ଆକାଶ ମିଶ୍ର) : ରାଜ୍ୟରେ ୨୪ ଘଣ୍ଟାରେ ୧୩ଜଣ କରୋନ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୪୪୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୧୩ ମୃତକଙ୍କ ମଧ୍ୟରୁ ସମ୍ବଲପୁର,
Read More...

ସବୁ ଯୋଗ୍ୟ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଅନ୍ତର୍ଭୁକ୍ତ କରିବାକୁ କେନ୍ଦ୍ର ଖାଦ୍ୟ ଓ ଯୋଗାଣ…

• ବ୍ୟକ୍ତିଗତଭାବେ ଏସବୁ ମାମଲରେ ହସ୍ତକ୍ଷେପ କରିବାକୁ ଅନୁରୋଧନୂଆଦିଲ୍ଲୀ, (ପିଆଇବି) : ୨୦୧୩ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ସମସ୍ତ ଯୋଗ୍ୟ ଭିନ୍ନକ୍ଷମଙ୍କୁ ସାମିଲ କରିବା ପାଇଁ କେନ୍ଦ୍ର ଖାଦ୍ୟ ଓ ଯୋଗାଣ ଏବଂ ସାଧାରଣ ବଣ୍ଟନ ବିଭାଗ ସଚିବ ସବୁ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ
Read More...

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର

ଗୌତମବୁଦ୍ଧନଗର, (କେପିଏନ୍‌ଏସ୍‌) : ଉତ୍ତର ପ୍ରଦେଶରେ ବରିଷ୍ଠ ସାମ୍ବାଦିକଙ୍କ ହତ୍ୟାର ନିରପେକ୍ଷ ତଦନ୍ତ ପାଇଁ ୟୁପି ୱାର୍କିଂ ଜର୍‌ନାଲିଷ୍ଟ ୟୁନିଅନ୍‌ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୌତମବୁଦ୍ଧନଗର ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ସଂଘର ସଦସ୍ୟ ବଲିଆ
Read More...

ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଶାନ୍ତିଲତା ହୋତାଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ରାତିରେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଶାନ୍ତିଲତା ହୋତା(୭୨)ଙ୍କ ସ୍ଥାନୀୟ ମହାଲକ୍ଷ୍ମୀନଗର ସ୍ଥିତ ତାଙ୍କ ବାସଭବନରେ ଦେହାନ୍ତ ହୋଇଯାଇଛି । ନିକଟରେ ଭୁବନେଶ୍ୱର ଆପୋଲୋ ହସ୍‌ପିଟାଲ୍‌ରେ ତାଙ୍କ ହାର୍ଟ ଅପରେସନ୍‌ ହୋଇଥିବା ବେଳେ ତତ୍‌ଜନିତ ସମସ୍ୟାରେ
Read More...

ଗତ ୨୪ ଘଂଟା ମଧ୍ୟରେ ଦେଶରେ ୬୭,୧୫୧ ଚିହ୍ନଟ : ଓଡ଼ିଶାରେ ୩୩୭୧ ଜଣ ଆକ୍ରାନ୍ତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କରୋନା ଟେଷ୍ଟିଂ ସଂଖ୍ୟା ବଢ଼ିବା ସହ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୬୭,୧୫୧ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ସେହିପରି ରାଜ୍ୟରେ ୩୩୭୧ ଜଣ ଆକ୍ରାନ୍ତ ହୋଇଥିବା ରାଜ୍ୟ ସୂଚନା ଓ
Read More...

ଏବେ ଚାଷୀକୁ ବର୍ଷା କରୁଛି ବେହାଲ୍‌

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ଦିନକୁ ଦିନ ବଢ଼ି ଚାଲିଛି ଦୁଃଖ, କଷ୍ଟ ଓ ଚାଷର ଚିନ୍ତାି । ବହୁ ସ୍ଵପ୍ନ, ଆଶା ନେଇ ଚାଷୀ ଚାଷ କାର୍ୟ୍ୟ କରିଥାଏି । କିନ୍ତୁ ଚଳିତ ବର୍ଷ ଚାଷ ଅମଳ କରିବା ପାଇଁ ଭଲ ପାଗ ହୋଇ ଥିବାବେଳେ ଦିନକୁ ଦିନ ବର୍ଷାର ପ୍ରକୋପ ବୃଦ୍ଧି ଯୋଗୁଁ ଆଶା ଆଶାରେ ହିଁ
Read More...

ଟ୍ୱିନ୍‌ ସିଟିିରେ ଆହୁରି ବର୍ଷିବ

ଭୁବନେଶ୍ୱର, (ଆକାଶ ମିଶ୍ର) : ଟ୍ୱିନ୍‌ ସିଟିରେ ପ୍ରବଳ ବର୍ଷା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ କରାଯାଇଛି । । ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ୱେଲ ମାର୍କ ଲୋ-ପ୍ରେସରରେ ପରିଣତ ହୋଇଛି । ଯାହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଥିବା ବେଳେ
Read More...

ଭିସୁଟରେ ସ୍ଥାପିତ ହେବ ଦେଶର ପ୍ରଥମ ଅତ୍ୟାଧୁନିକ ମହାକାଶ ଗବେଷଣା କେନ୍ଦ୍ର

ସମ୍ବଲପୁର (ଦାମୋଦର ପଣ୍ଡା) : ଇସ୍ରୋର ଆର୍ଥିକ ଓ ବୈଷୟିକ ସହାୟତାରେ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ) ପରିସରରେ ସ୍ଥାପିତ ହେବ ଦେଶର ପ୍ରଥମ ଅତ୍ୟାଧୁନିକ ମହାକାଶ ଗବେଷଣା କେନ୍ଦ୍ର। ଇସ୍ରୋ ମଧ୍ୟରେ ବୁଝମଣାପତ୍ର ସ୍ବାକ୍ଷରିତ ହୋଇଛି ।ବୀର ସୁରେନ୍ଦ୍ର ସାଏ ସ୍ପେସ
Read More...

ଲଘୁଚାପ ପ୍ରଭାବରେ ଲାଗି ରହିଛି ରାଜ୍ୟରେ ବର୍ଷା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା । ପାଣିପାଗ ବିଭାଗ ପକ୍ଷରୁ ଦେଇଥିବା ସୂଚନା ମୁତାବକ ସାରା ରାଜ୍ୟରେ ବର୍ଷା ଚାଲିଥିବା ବେଳେ ଓଡ଼ିଶାରେ ପ୍ରବାହିତ ନଦୀଗୁଡ଼ିକ ଫୁଲିବାରେ ଲାଗିଛି । ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ତେବେ କଟକ ଓ
Read More...

ଲୋକ ପ୍ରଶାସନ କ୍ଷେତ୍ରରେ ଉତ୍କର୍ଷ ପାଇଁ ପ୍ରଧାନମନ୍ତ୍ରୀ ପୁରସ୍କାର-୨୦୨୦

ନୂଆଦିଲ୍ଲୀ, (ପିଆଇବି) : ଲୋକ ପ୍ରଶାସନ କ୍ଷେତ୍ରରେ ଉତ୍କର୍ଷ ପାଇଁ ଭାରତ ସରକାର ୨୦୦୬ରୁ ପ୍ରଧାନମନ୍ତ୍ରୀ ଉତ୍କର୍ଷ ପୁରସ୍କାର ପ୍ରବର୍ତ୍ତନ କରିଛନ୍ତି । ତଦନୁସାରେ ଅସାଧାରଣ କାର୍ୟ୍ୟ, ନବସୃଜନ ଓ ଅନ୍ୟାନ୍ୟ ଉତ୍କୃଷ୍ଟ କାର୍ୟ୍ୟ କରୁଥିବା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ
Read More...