Daily Archives

ଦେଶରେ ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା : ଆଜି ୨୪ ଘଂଟାରେ ୬୨,୫୩୮ ସଂକ୍ରମିତ

ନୂଆଦିଲ୍ଲୀ, (କେପିଏନ୍ଏସ୍) : ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ଆକ୍ରାନ୍ତଙ୍କ ସଂଖ୍ୟା ୬୨,୫୩୮ରେ ପହଂଚିଛି । ପୁଣି ୮୮୬ ଜଣଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ପର୍ଯ୍ୟନ୍ତ ସଂକ୍ରମିତଙ୍କ ମଧ୍ୟରୁ ୧୩,୭୮,୧୦୫ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୬,୦୭,୩୮୪ ଜଣ ଦେଶର
Read More...

ବ୍ରହ୍ମବାଦୀ ଭୀମ ଭୋଇ

ପୃଥିବୀ ପୃଷ୍ଠରେ ପଙ୍କରୁ ପଦ୍ମ ଆବିର୍ଭାବ ବିଷୟର ବହୁଳ ଉଦାହରଣ ରହିଛି । ଏପରି ଏକ ଦରିଦ୍ର କନ୍ଧ ପରିବାରରେ ଭୀମ ଭୋଇଙ୍କ ବାଲ୍ୟ କାଳ ଅତିବାହିତ ହୋଇଥିଲା । ଉକ୍ରଳର ଧର୍ମୀୟ ପରଂପରା ଅତ୍ୟନ୍ତ ପ୍ରାଚୀନ । ପ୍ରତ୍ୟେକ ଧର୍ମରେ ଜଣେ ଜଣେ ମହାନ ସାରଥୀଙ୍କ ଭୂମିକା ରହିଛି । ସନ୍ଥ ଭୀମ ଭୋଇ
Read More...

ସମ୍ବଲପୁରରେ କାୟାବିସ୍ତାର କରୁଛି କରୋନା : ନୂଆଁଖାଇ ଦିନ ସଟ୍ ଡାଉନ୍ ହଟାଇବାକୁ ଆରଡିସିଙ୍କୁ ଦାବୀ

ସମ୍ବଲପୁର (ଦାମୋଦର ପଣ୍ଡା):ସମ୍ବଲପୁର ଜିଲ୍ଲାରେ ଗତ ଶୁକ୍ରବାର ୧୦୧ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ମୋଟ ସଂଖ୍ୟା ୮୩୬ ରେ ପହଁଚିଛି । କେବଳ ସମ୍ବଲପୁର ମହାନଗର ଅଂଚଳରେ ସେହି ଦିନ ୯୬ ଜଣ ଚି଼ହ୍ନଟ ହୋଇ ମୋଟ ୭୦୯ ଜଣ ଆକ୍ରାନ୍ତ ବୋଲି ସରକାରୀ ସୂତ୍ରରୁ ଜଣାପଡିଛି । ଅଗଷ୍ଟ ମାସସାରା
Read More...

ଅଗଷ୍ଟ ୭ରୁ ଆରମ୍ଭ ହେବ ପ୍ରଥମ ଅନ୍‌ଲାଇନ୍‌ ଦେଶାତ୍ମବୋଧ ଚଳଚ୍ଚିତ୍ର ଉତ୍ସବ

ନୂଆଦିଲ୍ଲୀ, (ପିଆଇବି) : ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମ ପ୍ରଥମ ଥର ପାଇଁ ଏକ ଅନ୍‌ଲାଇନ ଦେଶାତ୍ମବୋଧକ ଚଳଚ୍ଚିତ୍ର ଉତ୍ସବ ଆୟୋଜନ କରୁଛି । ଆସନ୍ତାକାଲିଠାରୁ ଏହା ଆରମ୍ଭ ହେବ । ଚଳିତବର୍ଷର ସ୍ୱାଧୀନତା ଦିବସ ପାଳନର ଏହା ଏକ ଅଂଶବିଶେଷ । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆନୁକୂଲ୍ୟରେ ଏହା
Read More...

ଭାରତର କୋଭିଡ-୧୯ ସୁସ୍ଥତା ହାର ୬୭.୬୨% ଛୁଇଁଲା

୧୩.୨ ଲକ୍ଷ ଅତିକ୍ରମ କଲା ମୋଟ ସୁସ୍ଥଙ୍କ ସଂଖ୍ୟା• ମୃତ୍ୟୁହାର କ୍ରମାଗତ ହ୍ରାସ ପାଇ ୨.୦୭ ପ୍ରତିଶତରେ ପହଁଚିଲା ନୂଆଦିଲ୍ଲୀ, (ପିଆଇବି) : ଗତ ୨୪ ଘଣ୍ଟା ମଧ୍ୟରେ ୪୬,୧୨୧ ରୋଗୀ ସୁସ୍ଥ ହୋଇ ଘରକୁ ଫେରିବା ସହିତ ଭାରତର ସମୁଦାୟ କୋଭିଡ-୧୯ ରୋଗୀଙ୍କ ଆରୋଗ୍ୟ ସଂଖ୍ୟା ୧୩,୨୮,୩୩୬ରେ
Read More...

ଡିଫେନ୍ସ ଇନଷ୍ଟିଚ୍ୟୁଟ ଅଫ ଆଡଭାନ୍ସ ଟେକ୍ନୋଲୋଜି (ଡିଆଇଏଟି)କୁ ମିଳିଲା ପ୍ରଥମ ପୁରସ୍କାର

ନୂଆଦିଲ୍ଲୀ, (ପିଆଇବି) : ସ୍ମାର୍ଟ ଇଣ୍ଡିଆ ହାକାଥନ (ଏସଆଇଏଚ)-୨୦୨୦ ପ୍ରତିଯୋଗିତାରେ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ବିଭାଗ, ଡିଆରଡିଓ ଅଧୀନ ସ୍ୱୟଂଶାସିତ ସଂସ୍ଥା, ଡିଫେନ୍ସ ଇନଷ୍ଟିଚ୍ୟୁଟ ଅଫ ଆଡଭାନ୍ସ ଟେକ୍ନୋଲୋଜି (ଡିଆଇଏଟି), ପୁନେ ପ୍ରଥମ ପୁରସ୍କାର ହାସଲ କରିଛି । ଏହାର ଲାଇଭ
Read More...