ନିଷାନ ସାହିତ୍ୟ ସଂସଦ ପୁନର୍ଗଠିତ
ତୁଷୁରା, (କେପିଏନ୍ଏସ୍) : ନିଷାନ ସାହିତ୍ୟ ସଂସଦ ତୁଷୁରା, ବଲାଙ୍ଗିରର ଏକ ସାଧାରଣ ସଭା ସ୍ଥାନୀୟ ତୋଷାଳୀ ମହିଳା ମହାବିଦ୍ୟାଳୟ ଠାରେ ସଂପାଦକ ଆଶୁକବି ହେମନ୍ତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ନିଷାନର ସଭାପତି ସ୍ୱର୍ଗତ ରମେଶ ପ୍ରଧାନଙ୍କ ଅମର ଆତ୍ମାର!-->…
Read More...
Read More...