୮ ଲିଟର ମଦ ଜବତ, ୧ ଗିରଫ
ତୁଷୁରା, (କେପିଏନ୍ଏସ୍) : ତୁଷୁରା ପୁଲିସ ବୁଧବାର ୮ ଲିଟର ମଦ ଜବତ କରିବା ସହ ଏଥିରେ ସମ୍ପୃକ୍ତ ବଡଙ୍ଗୋମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ନରସିଂହପୁର ଗ୍ରାମର ନେପାଳ ସିଂ ନିନାଙ୍କୁ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁସାରେ ନରସିଂହପୁରଠାରେ ବେଆଇନ ଭାବେ ଏକ ଦୋକାନରେ ମଦ ବିକ୍ରି!-->…
Read More...
Read More...