Browsing Tag

turekela news

ଜାତୀୟ ପୋଷଣ ସପ୍ତାହରେ ସଚେତନତା ରଥର ଶୁଭ ଉଦ୍‌ଘାଟନ

ତୁରେକେଲା, (କୈଳାଶ ସଗ୍ରିଆ) : ମାର୍ଚ୍ଚ ୧୯୭୩ ମସିହାରେ ଆମେରିକା ଡାଏବେଟିସ୍‌ ଆସୋସିଏସନ୍‌ (ବର୍ତ୍ତମାନ ଏକାଡେମୀ ଅଫ ନିଉଟ୍ରିସନ୍‌ ଆଣ୍ଡ ଡାଏବେଟିସ୍‌)ର ସଦସ୍ୟମାନଙ୍କ ଦ୍ଵାରା ଜାତୀୟ ପୋଷଣ ସପ୍ତାହ ପାଳନ ଆରମ୍ଭ ହୋଇଥିଲା । ୧୯୮୨ ମସିହାରେ ଭାରତ ସରକାରଙ୍କ ଦ୍ଵାରା ଜାତୀୟ ପୋଷଣ ସପ୍ତାହ
Read More...

ଅନାଥ ଦୁଇ ଭାଇଭଉଣୀଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କଲେ ପରମ୍ପରା କଳା ବିକାଶ କେନ୍ଦ୍ରର ମହିଳା ବୃନ୍ଦ

ତୁରେକେଲା, (କୈଳାଶ ସଗ୍ରିଆ) : ପରମ୍ପରା କଳା ବିକାଶ କେନ୍ଦ୍ରର ମହିଳା ବୃନ୍ଦ ଦୁଇ ଅନାଥ ଭାଇଭଉଣୀଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି । କୁଇବାହାଲ ଗ୍ରା.ପ. ଅନ୍ତର୍ଗତ ସେମ୍‌ଲା ଗାଁର ଦେବଚନ୍ଦ୍ର(୧୬) ଓ ଏକାଞ୍ଜଳି(୧୨)ବହୁ ଅସୁବିଧାରେ ଥିବା ବେଳେ ପରମ୍ପରା କଳା ବିକାଶ କେନ୍ଦ୍ରର
Read More...

ଘୁନେଶ ଗ୍ରାମ ପଞ୍ଚାୟତରେ ଭେକ୍ସିନ୍ ପାଇଁ ସଚେତନତା

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ଘୁନେଶ ଗ୍ରା.ପ.ରେ ଭେକ୍ସିନ୍ ନେବାକୁ ସଚେତନତା, ପିଡିଏସ୍ ଚାଉଳ, ବାର୍ଦ୍ଧକ୍ୟ ଭତ୍ତା ପାଇବା, ପାଣିର ସୁବିଧା, ଏନ୍ଆରଇଜିଏସ୍ ସଚେତନତା ବିଷୟ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକରେ ଘୁନେଶ ଗ୍ରା.ପ. ଅନ୍ତର୍ଗତ
Read More...

ମାଝୀପଡା ବିଦ୍ୟାଳୟରେ ଆଜାଦିକା ଅମୃତ ମହୋତ୍ସବ ପାଳିତ

ତୁରେକେଲା, (କୈଳାଶ ସଗ୍ରିଆ) : ଆଜି ଭାରତବର୍ଷରେ ସ୍ୱ।ଧୀନତାର ପଞ୍ଚସ୍ତରୀତମ ଦିବସ ପାଳିତ ହେଉଛି । ପ୍ରଧାନମନ୍ତ୍ରୀଙ୍କ ଅନୁରୋଧରେ ଆଜାଦିକା ଅମୃତ ମହୋତ୍ସବ ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ
Read More...

ଜମି ଅସଲି ଚାଷୀ ନକଲି : ବର୍ଷ ବର୍ଷ ଧରି ହଜମ କରୁଥିଲେ ଫସଲ ବୀମା ଟଙ୍କା, ଗିରଫ ହେଲେଣି ୧୦ଜଣ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲାରେ ଏବେ ଚିନ୍ତାରେ ନକଲି ଚାଷୀ । ଅସଲି ଚାଷୀଙ୍କ ଜମି ଦେଖାଇ ଫସଲ ବୀମା ହାତେଇଥିବା ନକଲି ଚାଷୀମାନଙ୍କୁ ଧରିବା ପାଇଁ ପୁଲିସ ଜାଲ ବିଛାଇ ସାରିଥିବା ବେଳେ କଣ୍ଟାବାଞ୍ଜି ଥାନାରେ ବର୍ତ୍ତମାନ ସୁଦ୍ଧା ଦଶ ଜଣରୁ ଉର୍ଦ୍ଧ୍ବ ଗିରଫ ହୋଇସାରିଥିବା
Read More...

ବଲାଙ୍ଗିରର ଯୁବକ ରାଜଗୋପାଳ ଭୋଇ କଲେ ବିଶ୍ୱ ରେକର୍ଡ : ଗୋଟିଏ ଆଙ୍ଗୁଠିରେ ହକି ଷ୍ଟିକକୁ ୩ଘଣ୍ଟା ଧରି ବାଲାନ୍ସ

ତୁରେକେଲା, (କୈଳାଶ ସଗ୍ରିଆ) : ଗୋଟିଏ ଆଙ୍ଗୁଠିରେ ହକି ଷ୍ଟିକକୁ ୩ଘଣ୍ଟା ଧରି ବାଲାନ୍ସ କରି ବଲାଙ୍ଗିରର ଯୁବକ ରାଜଗୋପାଳ ଭୋଇ ଖାଲି ବଲାଙ୍ଗିରରେ ନୁହେଁ ସାରା ବିଶ୍ୱରେ ଚର୍ଚ୍ଛାରେ ରହିଛନ୍ତି । ଗୁରୁବାର ସ୍ଥାନୀୟ ହରିଭବନ ଠାରେ ଗୋଟିଏ ଆଙ୍ଗୁଳିରେ ହକି ଷ୍ଟିକକୁ କିଛି ମିନିଟ କି ଗୋଟିଏ
Read More...

ମହଖଣ୍ଡ ଜଙ୍ଗରେ ଗାଈ ଚରାଳି ଖଗେଶ୍ୱର ଦେଖିଲେ ଚିତା ବାଘ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ମହଖଣ୍ଡ ଜଙ୍ଗଲ ଗୁଦୁରାମୁଣ୍ଡା ଗାଁ ମହଖଣ୍ଡ ଯିବା ରାସ୍ତା ପାଖରେ ଆଜି ଦିନ ୧ଟା ସମୟରେ ଗାଈ ଚରାଉଥିବା ବେଳେ ଏକ ଚିତା ବାଘକୁ ଦେଖିଥିବା ଦାବୀ କରିଛନ୍ତି ଖଗେଶ୍ୱର । ସେ କହିଛନ୍ତି ଯେ, ଗାଈଗୋରୁ ଚିତା ବାଘକୁ ଦେଖି ହଠାତ୍ ଭୟଭୀତ
Read More...

ଭିଜିଲାନ୍ସ ଜାଲରେ ପଡିଲେ ତୁରେକେଲା ବ୍ଲକ ଜିପିଓ ଗୋବିନ୍ଦ ଭୋଇ

ତୁରେକେଲା, (କୈଳାଶ ସଗ୍ରିଆ) : ଭିଜିଲାନ୍ସ ଜାଲରେ ପଡିଲେ ତୁରେକେଲା ବ୍ଲକ ଜିପିଓ ଗୋବିନ୍ଦ ଭୋଇ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ ଚାଲିଥିବା ଜଣାପଡ଼ିଛି । ତେବେ ଏହି ଚଢ଼ାଉରେ ସମ୍ବଲପୁର, ବରଗଡ଼, ବଲାଙ୍ଗିର ଓ ସୋନପୁର ଭିଜିଲାନ୍ସ ଟିମ୍‌ ସାମିଲ୍‌ ଥିବା ବେଳେ
Read More...

ନିମୋନିଆ ଓ କରୋନା ଟିକାକରଣ ପାଇଁ ସଚତନତା ସଭା

ତୁରେକେଲା, (କୈଳାଶ ସଗ୍ରିଆ) : ବର୍ତ୍ତମାନ କରୋନାର ଦ୍ୱିତୀୟ ଲହରର ଘଡିସନ୍ଧି ମୁହୂର୍ତ୍ତରେ ଚଟୂଅନକାସ୍ଥିତ ଅଙ୍ଗନବାଡ଼ି ଖ କେନ୍ଦ୍ରଠାରେ ଏକ ସଚତନତା ସଭା ଅନୁଷ୍ଠିତ ହୋଇଥିଲା । ମାଝୀପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ
Read More...

ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ବନ ମହୋତ୍ସବ ପାଳିତ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ତୁରେକେଲା ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ୭୨ତମ ବନ ମହୋତ୍ସବ ସପ୍ତାହର ପଞ୍ଚମ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇଥିଲା । ପ୍ରକୃତିବନ୍ଧୁ ତଥା ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ
Read More...