Browsing Tag

turekela news

ନିରୀହ ବିଧବା ବୃଦ୍ଧାକୁ ଏଯାଏଁ ମିଳିନାହିଁ ଭତ୍ତା

ତୁରେକେଲା, (କୈଳାଶ ସଗ୍ରିଆ) : ଚଟୁଅନକା ଗ୍ରା:ପ: ଅନ୍ତର୍ଗତ ଚଟୁଅନକା ସ୍ଥିତ ସତନାମି ପଡ଼ାର ନିରୀହ ବିଧବା ବୃଦ୍ଧା ବୁଡୁ ସତନାମୀ ଭତ୍ତା ପାଇବାରେ ଉଚିତ୍‌ ହିତାଧିକାରୀ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାଙ୍କୁ ଭତ୍ତା ମିଳି ନଥିବା ଅଭିଯୋଗ ହୋଇଛି । ସ୍ଵାମୀ ସ୍ୱର୍ଗତ ଖୁବ ସତନାମି ଗତ
Read More...

ବଣୁଆ ହାତୀଙ୍କ ଉତ୍ପାତରେ ଲୋକେ ଆତଙ୍କିତ

ତୁରେକେଲା, (କୈଳାଶ ସଗ୍ରିଆ) : ବଡବାଙ୍କି ଗ୍ରା.ପ. ଅନ୍ତର୍ଗତ ଚଚରାମୁଣ୍ଡା (ବଡକେନ୍ଦୁ), ଜାମକି, ତୁରେକେଲା ଗ୍ରା.ପ. ଅନ୍ତର୍ଗତ ବଗବାହାଲ, କମେଇମୁଣ୍ଡା ଗ୍ରା.ପ. ଅନ୍ତର୍ଗତ ପଣ୍ଡରେନ୍, ଗୋଦରାମୁଣ୍ଡା ଗାଁ ଗୁଡ଼ିକର ଜନସାଧାରଣ ବଣୁଆ ହାତୀ ଉତ୍ପାତରେ ହନ୍ତସନ୍ତ ହେଉଥିବା ଦେଖିବାକୁ
Read More...

ରାସନ୍ କାର୍ଡ ଥିଲେ ମଧ୍ୟ ମିଳୁନାହିଁ ଚାଉଳ : ହିତାଧିକାରୀଙ୍କ ଅଭିଯୋଗ

ତୁରେକେଲା, (କୈଳାଶ ସଗ୍ରିଆ) : ଲୋକଙ୍କ ପାଖରେ ରାସନ୍ କାର୍ଡ ଥିଲେ ମଧ୍ୟ ମିଳୁନାହିଁ ଚାଉଳ। ଢୋଲମାନ୍ଦଲ ଗ୍ରା:ପ: ଅନ୍ତର୍ଗତ ବଗବାହାଲ ଗାଁର ରାସନ୍ କାର୍ଡ ହିତାଧିକାରୀ ମାନେ ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି । ଅଭିଯୋଗ ଅନୁସାରେ ବିଲାସ ନାହକ ରାସନ୍ କାର୍ଡ ନଂ- ୦୫୧୪୦୭୧-୧୫୮୨, ଶୁଶିଲା
Read More...

ନଳକୂପ ମରାମତି ପାଇଁ ଗୁହାରି : ଶୁଣୁ ନାହାନ୍ତି କେହି

ତୁରେକେଲା, (କୈଳାଶ ସଗ୍ରିଆ) : ବଡବାଙ୍କି ଗ୍ରାମ ପଂଚାୟତ ଅନ୍ତର୍ଗତ ସାଲେମୁଡଗା ଗାଁର ହରିଜନ ପଡ଼ା ନଳକୁପ କାଦୁଅ ପାଣି ବାହାରି ନଳକୁପ ଖରାପ ହୋଇ ଯାଇଥିବାରୁ ପାଣି ମୁନ୍ଦେ ପାଇବା କଷ୍ଟକର ହୋଇପଡ଼ୁଛି ଅଂଚଳବାସୀଙ୍କୁ । ଅନେକ ଥର ସରପଞ୍ଚଙ୍କୁ ଗୁହାରି କରି ଶେଷରେ ଗୋଷ୍ଠୀ ଉନ୍ନୟନ
Read More...

ମହଖଣ୍ଡ ଜଙ୍ଗଲରେ ହାତୀ ଉପଦ୍ରବ : ଧାନ ଚାଷ ନଷ୍ଟ କରୁଥିବାରୁ ଚାଷୀମାନେ ଅଭିଯୋଗ କଲେ ସ୍ଥାନୀୟ ଜଙ୍ଗଲ ଅଧିକାରୀଙ୍କୁ

ତୁରେକେଲା, (କୈଳାଶ ସଗ୍ରିଆ) : ସାତଦିନ ହେଲା ମହଖଣ୍ଡ ଜଙ୍ଗଲରେ ହାତୀମାନେ ଆସି ଚାଷୀଙ୍କ ଧାନ ଚାଷ ନଷ୍ଟ କରୁଥିବାରୁ ଚାଷୀମାନେ ଜଙ୍ଗଲ ବିଭାଗକୁ ଅଭିଯୋଗ କରିଥିଲେ ସୁଦ୍ଧା ଏଯାଏଁ କିଛି ପଦକ୍ଷେପ ନେଇନଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସୂଚନାଯୋଗ୍ୟ ଯେ, ହାତୀପଲ
Read More...

ମମିତାଙ୍କୁ ନ୍ୟାୟ ଦେବା ଦାବୀରେ ଝରଣୀରେ ସଭା ଓ ଶୋଭାଯାତ୍ରା

ତୁରେକେଲା, (କେପିଏନ୍‌ଏସ୍‌) : ଅଲ୍‌ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ(ଏଆଇଏମ୍‌ଏସ୍‌ଏସ୍‌)ର ସର୍ବ ଭାରତୀୟ ସାଧାରଣ ସଂପାଦିକା ଛବି ମହାନ୍ତି, ଅଲ୍‌ ଇଣ୍ଡିଆ ଡେମୋକ୍ରାଟିକ୍‌ ଷ୍ଟୁଡେଣ୍ଟସ୍‌ ଅର୍‌ଗାନାଇଜେସନ୍‌ (ଏଆଇଡିଏସ୍‌ଓ) ସର୍ବଭାରତୀୟ ଉପସଭାପତି ଅଶୋକ ମିଶ୍ର, ଅଲ୍‌ଇଣ୍ଡିଆ
Read More...

ସାତ ମାସ ହେଲା ଭତ୍ତା ନ ପାଇବାରୁ ବିଡିଓଙ୍କ ପାଖରେ କଲେ ଅଭିଯୋଗ

ତୁରେକେଲା, (କୈଳାଶ ସଗ୍ରିଆ) : ଚାଉଳସୁଖା ଗ୍ରା.ପ. ଅନ୍ତର୍ଗତ ରେଙ୍ଗାଲି ଗାଁର ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ହିତାଧିକାରୀ ଭକ୍ତି ସାମରଥ ସାତ ମାସ ହେଲା ଏଯାଏଁ ଭତ୍ତା ନ ପାଇବାରୁ ବିଡିଓଙ୍କୁ ଅଭିଯୋଗ ଜଣାଇଛନ୍ତି । ଶ୍ରୀ ସାମରଥ ଅଭିଯୋଗ କରିଛନ୍ତି ଯେ, ସରପଞ୍ଚ ଭକ୍ତି ସାମରଥଙ୍କୁ
Read More...

ନିରୀହା ନୃପତି ମାଝିଙ୍କ ବଜ୍ରାଘାତରେ ମୃତ୍ୟୁ ପରେ ତାଙ୍କ ଦୁଇ ସନ୍ତାନ ଅନାଥ : ପ୍ରଶାସନର ଦୃଷ୍ଟି ପଡୁ

ତୁରେକେଲା, (କୈଳାଶ ସଗ୍ରିଆ) : ବଡବାଙ୍କି ଗ୍ରା.ପ. ଅନ୍ତର୍ଗତ ଗତ ସେପ୍ଟେମ୍ବର ୧୯ ତାରିଖରେ ଘଡଘଡି ସହିତ ଜୋର ବର୍ଷା ହେଉଥିବା ସମୟରେ ନୃପତି ମାଝି କ୍ଷେତରୁ ଘରକୁ ଆସୁଥିବା ବେଳେ ଗାଁରୁ ଦୁଇଶହ ମିଟର ଦୂରରେ ଏକ ବ୍ରିଜ ପାଖରେ ବଜ୍ରାଘାତରେ ମୃତ୍ୟୁବରଣ କରିଥିଲେ । ବର୍ତ୍ତମାନ ତାଙ୍କ ଝିଅ
Read More...

ବଜ୍ରାଘାତରେ ନିରୀହ ବିଧବା ନୃପତି ମାଝିଙ୍କ ମୃତ୍ୟୁ

ତୁରେକେଲା, (କୈଳାଶ ସଗ୍ରିଆ) : ବଡବାଙ୍କି ଗ୍ରା.ପ. ଅନ୍ତର୍ଗତ ଜାମକି ଗାଆଁରେ ଆଜି ମଧ୍ୟାହ୍ନରେ ଘଡଘଡି ସହିତ ଜୋର ବର୍ଷା ହେଉଥିବା ସମୟରେ ଜଣେ ବିଧବା ମହିଳା ନୃପତି ମାଝି(୪୫) ନିଜ କ୍ଷେତରୁ ଆସୁଥିବା ବେଳେ ଗାଁରୁ ଦୁଇଶହ ମିଟର ଦୂର ପୋଲ ପାଖରେ ବଜ୍ରାଘାତରେ ମୃତ୍ୟୁ ହୋଇଥିବା ସୂଚନା
Read More...

ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଭୁଷୁଡି ପଡିଲା ମାଟିଘର

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ଅନେକ ଗାଁ ଗୁଡିକରେ ଗତ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ମାଟି ଘର ଗୁଡ଼ିକ ଭୁଷୁଡି ପଡିଥିବା ସୂଚନା ମିଳିଛି । ଜିଲ୍ଲା ପରିଷଦ ସଭ୍ୟ ପର୍ଶୁଦନ ମାଝିଙ୍କ ସୂଚନା ଅନୁଯାୟୀ ତୁରେକେଲା ଗ୍ରା.ପ. ଅନ୍ତର୍ଗତ ବାଇବେଲ ଗାଁର ସଜନା ମାଝି
Read More...