ଗ୍ରାମ ରୋଜଗାର ସେବକଙ୍କ ବିରୁଦ୍ଧରେ ମନରେଗାରେ ଟଙ୍କା ଆତ୍ମସାତ ଅଭିଯୋଗ
ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ୍ ଅନ୍ତର୍ଗତ ହଲନଭଟା ଗ୍ରାମ ପଞ୍ଚାୟତର ଗ୍ରାମ ରୋଜଗାର ସେବକଙ୍କ ବିରୁଦ୍ଧରେ ମନରେଗାରେ ଟଙ୍କା ଆତ୍ମସାତ କରିଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକାରୀ ଅବର୍ଣ୍ଣ ପ୍ରଧାନଙ୍କ କହିବା ଅନୁସାରେ ବିଜୁ ପକ୍କାଘର ଯୋଜନାରେ ଘର!-->…
Read More...
Read More...