ଝରଣୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାମୋଡ ଗ୍ରାମରେ ଜନ ସମ୍ପର୍କ କାର୍ଯ୍ୟକ୍ରମ
ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଝରଣୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାମୋଡ ଗ୍ରାମରେ ଗତ ଗୁରୁବାର ଦିନ ଜନ ସମ୍ପର୍କ କାର୍ଯ୍ୟକ୍ରମ ହୋଇଥିଲା । ଏହି ଅବସରରେ ଅବସରପ୍ରାପ୍ତ ସୈନିକ ଗିରିରାଜ ସିଂ ମାଝି, ବିଜେଡି ଯୁବନେତା ଏବଂ ବିଜେଡି ବ୍ଳକ ସଭାପତି!-->…
Read More...
Read More...