Browsing Tag

turekela news

ବାର୍ଷିକ କ୍ରୀଡ଼ା ଏବଂ ବାର୍ଷିକ ଉତ୍ସବ : ସରକାରୀ ୟୁଜି ଉଚ୍ଚ ବିଦ୍ୟାଳୟ ହିଆଲ

ତୁରେକେଲା, (କୈଲାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ହିଆଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ହିଆଲ ସରକାରୀ ୟୁଜି ବିଦ୍ୟାଳୟ ପଡ଼ିଆରେ ଗତ ୧୪ ଡ଼ିସେମ୍ବର ରୁ ୧୫ ଡିସେମ୍ବର ଦିନ ବାର୍ଷିକ କ୍ରୀଡ଼ା ଏବଂ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଧାନ ଶିକ୍ଷକ
Read More...

ଇଞ୍ଜେକ୍ସନ୍‌ ପାଇଁ ହଇରାଣ ହେଉଛନ୍ତି ପ୍ରସୂତି ମହିଳା

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବଡବାଙ୍କି ଗ୍ରାମପଞ୍ଚାୟତ ଅନ୍ତର୍ଗତ ମୁରିବାହାଲ ଗାଁର ପ୍ରସୂତି ମହିଳାମାନେ ଇଞ୍ଜେକସନ୍‌ ପାଇଁ ହଇରାଣ ହେଉଥିବା ଅଭିଯୋଗ ଜଣାଇଛନ୍ତି । ଏନେଇ ଗର୍ଭବତୀ ମହିଳାମାନଙ୍କ ସୁବିଧା ପାଇଁ ସରକାର ଜନନୀ ସୁରକ୍ଷା ଯୋଜନା
Read More...

ତୁରେକେଲା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଞ୍ଚାୟତକୁ ଭ୍ରମଣ କଲା ଆମ ସଂକଳ୍ପ ବିକଶିତ ଭାରତ, ମୋଦୀ ସରକାରଙ୍କ…

ତୁରେକେଲା, (କୈଳାସ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଞ୍ଚାୟତକୁ ଆମ ସଂକଳ୍ପ ବିକଶିତ ଭାରତ, କେନ୍ଦ୍ର ସରକାରଙ୍କ ଗ୍ୟାରେଣ୍ଟି ରଥ ଭ୍ରମଣ କରିଛି । ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନ ବିକଶିତ ଭାରତର ସଂକଳ୍ପ ଗ୍ୟାରେଣ୍ଟି ରଥ ତୁରେକେଲା ବ୍ଲକ ଅନ୍ତର୍ଗତ ଭିନ୍ନ ଭିନ୍ନ
Read More...

ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ମିଳୁନଥିବା ଅଭିଯୋଗ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କମେଇମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଖାନମୁଣ୍ଡା ଗାଁର ଟିକମନ ମାଝି ଭତ୍ତା ପାଉଥିବା ୮୪ ବର୍ଷ ବୟସର ବୃଦ୍ଧ । ହେଲେ ଆଜକୁ ପ୍ରାୟ ବର୍ଷେ ହେଲାଣି ଭତ୍ତା ପାଇପାରୁ ନଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ୱାର୍ଡ
Read More...

ଅଦିନିଆ ବର୍ଷାରେ ଧାନ ଫସଲ ନଷ୍ଟ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କମେଇମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାନ୍ଦଳା ଗାଁର ମୁରଲି ପଧାନ ପ୍ରାୟ ଛଅ ଏକର ଜମିରେ ଧାନଚାଷ କରିଥିଲେ । ଧାନ କାଟି ଜମିରେ ରଖିଥିବା ସମୟରେ ଲଗାଣ ବର୍ଷା ହେତୁ ଧାନ ସବୁ ପାଣିରେ ବୁଡି ଭିଜିଯାଇ କ୍ଷୟକ୍ଷତି
Read More...

ଦାଦନ ଶ୍ରମିକ ଉଦ୍ଧାର

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ତୁରେକେଲା ବ୍ଲକ ଅନ୍ତର୍ଗତ ତୁରେକେଲା ଥାନା ଅଧିକାରୀ ଗତ ଗୁରୁବାର ଦିନ ଏକ ଆର୍ଟିକା କାର୍ ସହ ଛଅ ଜଣ ଦାଦନ ଶ୍ରମିକଙ୍କ ସମେତ ଦୁଇ ଶିଶୁଙ୍କୁ ଉଦ୍ଧାର କରିଥିବା ଜଣାପଡିଛି । ଏନେଇ କେସ୍‌ ନଂ
Read More...

ସାନବାଙ୍କି ଗାଁରେ ଦ୍ଵାଦଶତମ ବିଶ୍ୱଶାନ୍ତି ଅଖଣ୍ଡ ବ୍ରହ୍ମଯଜ୍ଞ ମହିମା ମେଳା ସମାପନ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବଡବାଙ୍କି ଗ୍ରାମପଞ୍ଚାୟତ ଅନ୍ତର୍ଗତ ସାନବାଙ୍କି ଗାଁରେ ଦ୍ଵାଦଶତମ ବିଶ୍ୱଶାନ୍ତି ଅଖଣ୍ଡ ବ୍ରହ୍ମଯଜ୍ଞ ମହିମା ମେଳା ସମାପନ ହୋଇଯାଇଛି । ଏହି ଯଜ୍ଞରେ ମୁଖ୍ୟ ପୂଜକ ଭାବରେ ଅବଧୂତ କପିଳେନ୍ଦ୍ର ବାବାଙ୍କ ଦ୍ଵାରା ଯଜ୍ଞର
Read More...

ଅଷ୍ଟ ପ୍ରହରୀ ନାମ ସଂକୀର୍ତ୍ତନ ଆୟୋଜିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ତୁରେକେଲା ବ୍ଲକ ଘୁନେଶ ପଞ୍ଚାୟତ ଅନ୍ତର୍ଗତ ଖୁଜେନ ଗ୍ରାମ, ଝରଣୀ ପଞ୍ଚାୟତ ଅନ୍ତର୍ଗତ ରାମୁଡ଼ ଗ୍ରାମରେ ଅଷ୍ଟ ପ୍ରହରୀ ନାମ ସଂକୀର୍ତ୍ତନ ଆୟୋଜିତ ହୋଇଯାଇଛି । ଶ୍ରୀକୃଷ୍ଣ ମହାପ୍ରଭୁ ନାମଯଜ୍ଞ ପ୍ରହରୀରେ
Read More...

କପା ଚାଷ ଉପରେ ରଣନୈତିକ ବୈଠକ

ତୁରେକେଲା, (କେଅଳାଶ ସଗ୍ରିଆ) : ଭାରତ ସରକାରଙ୍କ କେନ୍ଦ୍ରୀୟ ଯୋଜନାରେ ତଥା କାର୍ଯ୍ୟକାରୀ ସଂସ୍ଥା ନାବାର୍ଡ ଏବଂ ସିବିବିଓ ମହାଶକ୍ତି ଫାଉଣ୍ଡେସନ ଦ୍ୱାରା ଗଠିତ ତୁରେକେଲା କୃଷକ ଉତ୍ପାଦକ କମ୍ପାନୀ ଦ୍ଵାରା କପାର ବିପଣନ ଉପରେ ଏକ ଦିବସୀୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଭାରତ ସରକାରଙ୍କ
Read More...

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପୂଜା ପାଠ ଓ ବୋଇତ ବନ୍ଦାଣ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗାଁଗୁଡିକରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପୁରାଣ ପାଠ ଅନୁଷ୍ଠିତ ହୋଇଯାଇଛି । ପୌରାଣିକ ଅନୁସାରେ ପବିତ୍ର କାର୍ତ୍ତିକ ମାସ ଏକ ପୁଣ୍ୟ ମାସ ଅଟେ । ଅନେକ ଲୋକଙ୍କ ବିଶ୍ୱାସ ରହିଛି କାର୍ତ୍ତିକ
Read More...