ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ତରଫରୁ ଧବଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଭକ୍ତଙ୍କୁ ଶୁଖିଲା ଖାଦ୍ୟ ପେକେଟ ବଣ୍ଟନ
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଚଳିତ ବର୍ଷ ଯୋଡା ଶ୍ରାବଣ ମାସ ପଡିଛି । ଶ୍ରାବଣ ମାସ ତଥା ବର୍ଷ ତମାମ ବହୁତ ଭକ୍ତ ଟିଟିଲାଗଡ଼ରେ ଥିବା ଧବଳେଶ୍ଵର ମନ୍ଦିରକୁ ଦର୍ଶନ ପାଇଁ ଆସିଥାନ୍ତି । ଚଳିତ ବର୍ଷ ମଧ୍ୟ ଶ୍ରାବଣ ମାସ ଆରମ୍ଭ ହେବା ମାତ୍ରେ ସୋମବାର ଦିନ ଟିଟିଲାଗଡ ଧବଳେଶ୍ୱର!-->…
Read More...
Read More...