Browsing Tag

Titlagarh news

ଖୋଲାନ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ଭୂତଳ ଜଳ କେନ୍ଦ୍ରୀୟ ଟିମର ପରିଦର୍ଶନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଭୂତଳ ଜଳ କେନ୍ଦ୍ରୀୟ କମିଟି ଗତ ମଙ୍ଗଳବାର ଦିନ ଟିଟିଲାଗଡ଼ ବ୍ଲକ ଖୋଲାନ ଗ୍ରାମ ପଞ୍ଚାୟତ ଗସ୍ତରେ ଆସିଥିଲେ । ଏହି କମିଟିରେ କେନ୍ଦ୍ରୀୟ ନିର୍ଦ୍ଦେଶକ ଆର.ସି ଦେବେନ୍ଦ୍ର, ସିଜିଡବଲୁବିର ସାଇଣ୍ଟିଷ୍ଟ ମୌସୁମୀ ସାହୁ, ମନରେଗା ସଂଯୋଜକ ପ୍ରିତମ
Read More...

ଟିଟିଲାଗଡରେ ଗ୍ରିଡ ସ୍ଥାପନକୁ ନେଇ ଉପଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ବୈଠକ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ରେ ଆଗାମୀ ଦିନରେ କିଭଳି ୨୪ ଘଣ୍ଟିଆ ବିଦ୍ୟୁତ୍ ସେବା ମିଳିପାରିବ ସେଥି ପାଇଁ ଗତ ମଙ୍ଗଳବାର ଦିନ ମାସକ ଭିତରେ ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଟିଟିଲାଗଡ ଉପ ଜିଲ୍ଲାପାଳ ରେହନ ଖେତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ
Read More...

ଓପିଏସ୍‌ସି ପରୀକ୍ଷାରେ ୫୨୭ ରେଙ୍କ୍‌ରେ ଉତ୍ତୀର୍ଣ୍ଣ ହୋଇ ଟିଟିଲାଗଡ଼ର ନାଁ ରଖିଛନ୍ତି ଲଲାଟେନ୍ଦୁ ଛୁରା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକଙ୍କ) : ଚଳିତ ବର୍ଷ ଓପିଏସ୍‌ସି ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ମାର୍ଲାଡ ଗ୍ରାମର ବଲିନ୍ଦ୍ର ଛୁରା ଓ ପଦ୍ମାବତୀ ଛୁରାଙ୍କ ପୁତ୍ର ଲଲାଟେନ୍ଦୁ ଛୁରା ଚଳିତ ବର୍ଷ ଓପିଏସ୍‌ସି ପରୀକ୍ଷାରେ ୫୨୭ ନମ୍ୱର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି
Read More...

ଟିଟିଲାଗଡ଼ରେ ଗ୍ରିଡ୍ ସ୍ଥାପନ ପାଇଁ ମିଳିଲା ଅନୁମୋଦନ : ସହରବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ହେବ ସାକାର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଏବେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ସରକାର ଚାଲିଛି । ଏହି ସରକାର ହେଉଛି ଲୋକଙ୍କ ସରକାର । ଏହି ସରକାରରେ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି । ସେହିପରି ଟିଟିଲାଗଡ଼ ସହରର ପ୍ରମୁଖ ସମସ୍ୟା ଭିତରୁ ଟିଟିଲାଗଡ଼ରେ ଗୋଟିଏ
Read More...

ଟିଟିଲାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମାଁ ଘଣ୍ଟାଶୁଣିଙ୍କ ପବିତ୍ର ନବମୀ ଯାତ୍ରା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜି ପବିତ୍ର ନବମୀ ଯାତ୍ରା । ଟିଟିଲାଗଡ଼ ସହରର ଅଧିଷ୍ଠାତ୍ରୀ ଦେବୀ ମାଁ ଘଣ୍ଟାଶୁଣିଙ୍କ ନବମୀ ଯାତ୍ରା ଉପଲକ୍ଷେ ମାଁ ଘଣ୍ଟାଶୁଣି ସେବା ସମିତି ଓ ମନ୍ଦିର କମିଟି ଦ୍ୱାରା ଅତି ସୁନ୍ଦର ବ୍ୟବସ୍ଥା କରାଯାଇଥିଲା । ସକାଳୁ ମାଁ ଘଣ୍ଟାଶୁଣିଙ୍କ ମନ୍ଦିରରେ
Read More...

ଟିଟିଲାଗଡ଼ ଟିଟିଡୁଙ୍ଗୁରିପଡ଼ାରେ ମାଁ ଭୈରବୀଙ୍କ ଝାମୁଯାତ୍ରା ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପବିତ୍ର ଦଶହରା ମାସ ନବରାତ୍ରର ଷଷ୍ଠୀ ଦିନରେ ଟିଟିଲାଗଡ଼ ଟିଟିଡୁଙ୍ଗୁରିପଡ଼ା ଠାରେ ଥିବା ମାଁ ଭୈରବୀଙ୍କ ମନ୍ଦିର ପ୍ର।ଙ୍ଗଣରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହାଆଡ଼ମ୍ବରର ସହିତ ଶହ ଶହ ଭକ୍ତଙ୍କ ଗହଣରେ ନିଆଁ
Read More...

ପରିବେଶୀୟ ମଞ୍ଜୁରୀ ନିମନ୍ତେ ସର୍ବସାଧାରଣ ଶୁଣାଣି

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ତହସିଲ ଅନ୍ତର୍ଗତ ଡିଆଟନ ଗ୍ରାମରେ ଡେକୋରେଟିଭ ପଥର ଖଣି ନିମନ୍ତେ ରାଜ୍ୟ ପରିବେଶ ପ୍ରଭାବ ମୂଲ୍ୟାଙ୍କନ କର୍ତ୍ତୁପକ୍ଷ ଦ୍ୱାରା ପରିବେଶୀୟ ମଞ୍ଜୁରୀ ନିମନ୍ତେ ଆବଶ୍ୟକ ପଡୁଥିବା ସର୍ବସାଧାରଣ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ସର୍ବସାଧାରଣ
Read More...

ଶାରଦୀୟ ଦୁର୍ଗାପୂଜା ସୁଚାରୁ ରୁପେ ପାଳନ କରାଯିବା ନେଇ ସମନ୍ୱୟ ବୈଠକ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସୋମବାର ସନ୍ଧ୍ୟାରେ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ରିହାନ ଖତ୍ରିଙ୍କ ଅଧ୍ୟକ୍ଷତାରେ ଶାରଦୀୟ ଦୂର୍ଗାପୂଜା ସୂଚାରୁ ରୂପେ କିପରି ପାଳନ କରାଯିବ ସେ ନିମନ୍ତେ ଏକ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ
Read More...

ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ ଫୁଡ ଫର ଅଲ କାର୍ଯ୍ୟକ୍ରମ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଲାୟନ୍ସ୍ କ୍ଲବ୍ ସଦାବେଳେ ଜନ ହିତକର କାର୍ଯ୍ୟ କରାଯାଇଥାଏ । ଏହି ପରିପ୍ରେକ୍ଷିରେ ପବିତ୍ର ପିତୃ ପକ୍ଷ ସପ୍ତାହ ଅବସରରେ ଟିଟିଲାଗଡ଼ ଲାୟନସ କ୍ଲବ ତରଫରୁ ଶନିବାର ଦିନ ମାଁ ଘଣ୍ଟାଶୁଣି ମନ୍ଦିର ସମ୍ମୁଖରେ ଫୁଡ଼ ଫର ଅଲ କାର୍ଯ୍ୟକ୍ରମ ସଭାପତି
Read More...

ଟିଟିଲାଗଡ଼ ରେଳ ଓଭରବ୍ରିଜ ଉପରେ ଜମୁଛି ପାଣି, ଓଭରବ୍ରିଜ ପାଣି ନିଷ୍କାସନ ପାଇଁ ହୋଇନି ଡ୍ରେନେଜ୍ ବ୍ୟବସ୍ଥା, ଲୋକେ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଲୋକଙ୍କ ଯିବା ଆସିବା ସହଜ କରିବା ପାଇଁ ଟିଟିଲାଗଡ଼ର ବହୁ ପ୍ରତିକ୍ଷୀତ ରେଳ ଓଭରବ୍ରିଜ ନିର୍ମାଣ କରାହେଲା । କିନ୍ତୁ ପରିତାପର ବିଷୟ ଯେ ଏହି ରେଳ ଓଭରବ୍ରିଜ ଉପରେ ବର୍ଷା ହେଲେ ପାଣି ଜାମ ହୋଇଯାଉଛି । ଯାତାୟାତ ସମୟରେ ଲୋକଙ୍କ ଉପରକୁ ପାଣି ଛିଟୁକୁଛି
Read More...