ସନ୍ତୋଷୀ ମନ୍ଦିରରେ କଳସ ଶୋଭାଯାତ୍ରା
ଟିଟିଲାଗଡ, (କେପିଏନ୍ଏସ୍) : ମାର୍ଗଶିର ମାସ ପ୍ରଥମ ଶୁକ୍ରବାର ଟିଟିଲାଗଡ ଦେଓବନ୍ଧପଡା ଠାରେ ସନ୍ତୋଷୀ ମନ୍ଦିରର ଏକ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । କଳସ ଶୋଭାଯାତ୍ରାରେ ନଗର ପରିକ୍ରମା କରାଯାଇଥିଲା । ଏଥିରେ ବହୁ ଶ୍ରଦ୍ଧାଳୁ ମହିଳା ସାମିଲ ହୋଇଥିଲେ । ପରେ କୁମୁଡା ପାହାଡ!-->…
Read More...
Read More...