Browsing Tag

titilagarh news

ଟିଟିଲାଗଡରେ ଜିଓ ଗ୍ରାହକ ଅସନ୍ତୋଷ : ନେଟ ଶୀଘ୍ର ସରୁଥିବା ଅଭିଯୋଗ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଦେଶର ଅଗ୍ରଣୀ ସେବା ଯୋଗାଉଥିବା କମ୍ପାନୀ ମଧ୍ୟରୁ ଜିଓ ଅନ୍ୟତମ । ଏହି କମ୍ପାନୀର ଟାୱାର ତଥା ନେଟୱର୍କ ସ୍ପିଡ ଥିବା ଯୋଗୁଁ ଲୋକେ ବହୁଳ ପରିମାଣରେ ଏହି କମ୍ପାନୀର ସିମ୍ କିଣିବା ସହ ବ୍ୟବହାର କରୁଛନ୍ତି । ଟିଟିଲାଗଡ ସହରରେ କିଛି ଦିନ ହେବ କେତେ ଡାଟା
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ଥାନା ସମ୍ମୁଖରେ ଶବ ରଖି କ୍ଷତି ପୂରଣ ଦାବୀରେ ଗ୍ରାମବାସୀଙ୍କ ଧାରଣା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଲୁଥୁରବନ୍ଧ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୁଡ଼ାପଦର ଗ୍ରାମର କୈଳାଶ ବାଗ ରବିବାର ଦିନ ସିକେର ଗ୍ରାମକୁ ନିଜର ବାଇକ୍ ଯୋଗେ କୀର୍ତ୍ତନ ନାଚିବାକୁ ଯାଉଥିବା ବେଳେ ତୁଲାଙ୍ଗ ନିକଟରେ ଏକ ପିକ ଅପ୍ ଗାଡ଼ି ସଙ୍ଗେ ଧକ୍କା ହେବା ଯୋଗୁଁ ଗୁରୁତର ଅବସ୍ଥାରେ
Read More...

ଟିଟିଲାଗଡ ଦେଇ ଯାଉଥିବା ଦୁର୍ଗ-ପୁରୀ ଏକ୍ସପ୍ରେସରେ ଜବର ଭିଡ : ମିଳୁନି ସିଟ୍‌, ସଂରକ୍ଷଣ ସିଟ୍‌ ରହୁଛି ୱେଟିଂ, ବଗି…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ରେଳ ଜଙ୍କସନ୍ ଉପରେ ଟିଟିଲାଗଡ ସହର ପାଖ ଗ୍ରାମାଞ୍ଚଳ ତଥା ପଡୋଶୀ ଜିଲ୍ଲାର ବହୁ ଯାତ୍ରୀ ଗମନାଗମନ କରିବା ପାଇଁ ନିର୍ଭର କରିଥାନ୍ତି । ଯେହେତୁ ଟିଟିଲାଗଡ ରେଳ ଜଙ୍କସନଠାରୁ ଦେଶର ସମସ୍ତ କୋଣକୁ ରେଳ ଯୋଗେ ପହଞ୍ଚି ହୁଏ, ସେଥିପାଇଁ ବହୁତ ଲୋକ
Read More...

ମନିଗାଁ, ମହୁଲପଡା ଓ ଶଗଡ଼ଘାଟ ପଞ୍ଚାୟତ ଓବିସି ମଞ୍ଚର ନାନାଝର ଖେଳ ପଡିଆରେ ସାଙ୍ଗଠନିକ ବୈଠକ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦିନକୁ ଦିନ ସଂରକ୍ଷଣ ବ୍ୟବସ୍ଥାରେ ତ୍ରୁଟି ତଥା ଅଗ୍ରାଧିକାର ଦିଆନଯିବା ପ୍ରତିବାଦରେ ଏବେ ଟିଟିଲାଗଡ ବ୍ଲକ ଓବିସି ମଞ୍ଚର ସଦସ୍ୟମାନେ ସରକାରଙ୍କ ଆଖି ଖୋଲିବା ନିମନ୍ତେ ଏକଜୁଟ ହୋଇ ବିଭିନ୍ନ ପଞ୍ଚାୟତମାନଙ୍କରେ ବୈଠକ କରୁଛନ୍ତି । ଏହି ପରିପ୍ରେକ୍ଷୀରେ
Read More...

ଘରମାନଙ୍କ ଉପରେ ୧୧ କେଭି ତାର ଯିବା ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବିଦ୍ୟୁତ ବିଭାଗ ଲୋକଙ୍କୁ ସେବା ଯୋଗାଇବା ପାଇଁ ନୂତନ ପ୍ରଣାଳୀରେ ବିଦ୍ୟୁତ ତାର ଟାଣିବା, ତାର ପରିବର୍ତ୍ତନ କରିବା ଭଳି କାର୍ଯ୍ୟ କରୁଥିବା ବେଳେ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ବିଭିନ୍ନ ବ୍ୟବସ୍ଥା କରାଯାଉଛି । ପରିତାପର ବିଷୟ ୱାର୍ଡ ନମ୍ବର ୧୪
Read More...

ଟିଟିଲାଗଡ ଥାନା ସମ୍ମୁଖରେ ସିସିଟିଭି କ୍ୟାମେରା ଓ ହାଟପଦାପଡା କଲ୍ୟାଣ ମଣ୍ଡପର କରାଗଲା ଭିତ୍ତି ପ୍ରସ୍ତର ସ୍ଥାପନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ମାଟିର ସନ୍ତାନ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ଓ ବର୍ତ୍ତମାନର ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କ ବହୁ ଦିନର ଆଶା ତଥା ସ୍ୱପ୍ନ ପୂରଣ ହେବାକୁ ଯାଉଛି । ସେ ଦେଇଥିବା ପ୍ରତିଶୃତିର ପ୍ରଥମ ପାହାଚ ଯାହାକି ନିଜ
Read More...

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବନ୍ଦେ ଭାରତ ଏକ୍ସପ୍ରେସର ଉଦ୍‌ଘାଟନ ଏବଂ ବିଭିନ୍ନ କାର୍ଯ୍ୟକ୍ରମର କଲେ ଶିଳାନ୍ୟାସ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ରେଳ ବିଭାଗର ସବୁଠୁ ଦ୍ରୁତଗାମି ଟ୍ରେନ୍‌ ଯାହାକି ବନ୍ଦେ ଭାରତ ଏକ୍ସପ୍ରେସ ନାମରେ ପରିଚିତ, ଗୁରୁବାର ଦିନ ୧୨.୪୫ ସମୟରେ ଓଡିଶାର ପୁରୀଠାରୁ ହାୱଡା ଅଭିମୁଖେ ବାହାରି ଥିଲା । ଏହି ଟ୍ରେନ୍‌ ଗଡିବାର ଶୁଭାରମ୍ଭ କାର୍ଯ୍ୟକ୍ରମକୁ ଭାରତର ପ୍ରଧାନମନ୍ତ୍ରୀ
Read More...

ଟିଟିଲାଗଡ଼ ବ୍ଲକ ଚାଣ୍ଟିପଲା ଗ୍ରାମରେ ବିଦ୍ୟାଶ୍ରୀ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରାଜ୍ୟପାଳ ପୁରସ୍କୃତ ଅବସରପ୍ରାପ୍ତ ଶିକ୍ଷକ ତଥା ଶିଶୁ ସାହିତ୍ୟକ ବୃନ୍ଦାବନ କୁମ୍ଭାର ପିଲାଙ୍କ ନିମନ୍ତେ ଭ୍ରାମ୍ୟମାଣ ପାଠାଗାର ଦୀର୍ଘ ବର୍ଷ ହେଲା ଆୟୋଜନ କରିଆସୁଛନ୍ତି । ଶ୍ରୀ କୁମ୍ଭାର ବିଭିନ୍ନ ବିଷୟରେ ଶିକ୍ଷାଦାନ କାର୍ଯ୍ୟକ୍ରମ ଏହି ପାଠାଗାର
Read More...

ଟିଟିଲାଗଡ଼ ଟାଙ୍ଗରପଡା ଜବରଦଖଲ ଉଚ୍ଛେଦ ପରେ ବିସ୍ଥାପିତ ଏବେ ଅସହାୟ, ପୌରାଧ୍ୟକ୍ଷା କଲେ ନିନ୍ଦା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଟାଙ୍ଗରପଡା ଜବରଦଖଲ ଉଚ୍ଛେଦ ପରେ ବିସ୍ଥାପିତ ଏବେ ଅସହାୟ । ପୌରାଧ୍ୟକ୍ଷା ଏଭଳି ପ୍ରଚଣ୍ଡ ଖରାରେ ଜବର୍‌ଦଖଲ୍‌ ଉଚ୍ଛେଦକୁ ନିନ୍ଦା କରିଛନ୍ତି । ଟିଟିଲାଗଡ଼ ହାଟପଦା କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ୩ କୋଟି ୪୨ ଲକ୍ଷ ଟଙ୍କା ମଞ୍ଜୁର ହୋଇ
Read More...

ଟିଟିଲାଗଡ଼ କୃଷି ବିଭାଗ ଓ ଓରମାସର ମିଳିତ ଆନୁକୂଲ୍ୟରେ ହାଇସ୍କୁଲ୍ ଖେଳ ପଡିଆରେ ଲାଗିଛି ଆମ୍ବ ମେଳା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସୋମବାର ଦିନ ଟିଟିଲାଗଡ଼ କୃଷି ବିଭାଗ ଓ ଓରମାସ ବଲାଙ୍ଗିରର ମିଳିତ ଆନୁକୂଲ୍ୟରେ ଆଶା ଅନୁଷ୍ଠାନ ଟିଟିଲାଗଡ଼ ଦ୍ଵାରା ୧୫ରୁ ୨୧ ତାରିଖ ପର୍ଯ୍ୟନ୍ତ ଆମ୍ବ ମେଳା ଆୟୋଜନ କରାଯାଇଛି । ଉକ୍ତ ମେଳାକୁ ଉଦ୍‌ଘାଟନ କରିଥିଲେ ଟିଟିଲାଗଡ଼ର ଉପଜିଲ୍ଲାପାଳ ଦୟାମୟ
Read More...