ପ୍ରାଣୀଧନ ଚିକିତ୍ସକ ଓ ପଡ଼ାବାସୀଙ୍କ ଅକ୍ଳାନ୍ତ ଚେଷ୍ଟା ସତ୍ତ୍ୱେ ବଞ୍ଚି ପାରିଲାନି ଗାଈ, ଶେଷରେ ହାରିଲା ଜୀବନ
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସ୍ୱାର୍ଥପର ଦୁନିଆରେ କିଏ କାହାର ? ସମସ୍ତେ ଯିଏ ଯାହାର ସ୍ୱାର୍ଥରେ ବ୍ୟସ୍ତ, ତା' ଭିତରେ ବି ମାନବିକତା ବଞ୍ଚି ରହିଛି । ଟିଟିଲାଗଡ ସହରର ହାଟପଦାପଡ଼ାରେ ସୋମବାର ସନ୍ଧ୍ୟାରେ ଶାନ୍ତି ନିବାସ ଗଳି ବିଦ୍ୟୁତ ଟ୍ରାନସଫର୍ମର ନିକଟ ଗୌରାଙ୍ଗ ଗନ୍ତାୟତଙ୍କ ଘର!-->…
Read More...
Read More...