Browsing Tag

titilagarh news

ଟିଟିଲାଗଡରେ ୭୫ତମ ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରସ୍ଥିତ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ କ୍ରୀଡା ପ୍ରାଙ୍ଗଣରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡର ଉପଜିଲ୍ଲାପାଳ ଦୟାମୟ ପାଢୀ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିଥିଲେ ।
Read More...

ଟିଟିଲାଗଡ଼ରେ ଦୁଇଟି ପୃଥକ ପୃଥକ ସଡକ ଦୁର୍ଘଟଣା : ଗୋଟିଏ ସ୍ଥାନରେ ଜଣେ ମୃତ, ଅନ୍ୟ ଜଣଙ୍କ ଭାଙ୍ଗିଲା ଗୋଡ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜି ଲୋକେ ପୁଷ୍‌ପୁନି ମାନାଉଥିବା ବେଳେ କିଛି ଲୋକଙ୍କ ପାଇଁ ଆଜିର ଦିନ ଏକ ଅଘଟଣର ଦିନ ପାଲଟିଛି । ଗୁଞ୍ଚିତରା ଗ୍ରାମର ନରିନ ଘିଭେଲା ଏକ ପଲ୍‌ସର୍‌ ବାଇକରେ ଯାଉଥିବା ବେଳେ ସ୍ଥାନୀୟ ମହିଳା ମହାବିଦ୍ୟାଳୟ ସାମ୍ନାରେ ଦୁର୍ଘଟଣା ଘଟିଥିଲା । ସେଠାରୁ
Read More...

ବିଜୁ ସ୍ମୃତି ସଦନର ଭୂମି ପୂଜନରେ ଯୋଗଦେଲେ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଗୁରୁବାର ଦିନ ସକାଳ ୯ ଘଣ୍ଟା ସମୟରେ ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ କଡ଼ରେ ଥିବା ଏକ ଭୂମି ଉପରେ ବିଜୁ ସ୍ମୃତି ସଦନର ଭୂମି ପୂଜନ ଟିଟିଲାଗଡ଼ ବରିଷ୍ଠ ନାଗରିକ ସଙ୍ଘର ସଭାପତି ଡ. ଘନଶ୍ୟାମ ଜୈନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ଟିଟିଲାଗଡ଼ ସହରର ବିଭିନ୍ନ ମନ୍ଦିରରେ ଦୀପାବଳି ପାଳନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଯୋଧ୍ୟରେ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ସାରା ଦେଶ ଉତ୍ସବ ମନାଉଥିବା ବେଳେ ଟିଟିଲାଗଡ଼ ସହରରେ ମଧ୍ୟ ଦିନ ତମାମ ବିଭିନ୍ନ କାର୍ଯ୍ୟକ୍ରମ ହୋମ ଯଜ୍ଞ ଆୟୋଜନ କରାଯାଇଥିଲା । ସେହିପରି ସଂଧ୍ୟା ବେଳକୁ ହାଟପଦା ପଡ଼ା ସଙ୍କଟ ମୋଚନ ହନୁମାନ
Read More...

ସାନ ପତ୍ରାପାଲି ଗ୍ରାମରେ ବୀର ହନୁମାନଙ୍କ ପ୍ରତିମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହେଉଥବା ବେଳେ ଟିଟିଲାଗଡ଼ ନିକଟସ୍ଥ ସାନ ପତ୍ରାପାଲି ଗ୍ରାମର ଛକରେ ଦିନେଶ ଅଗ୍ରୱାଲଙ୍କ ମାତା ସ୍ୱର୍ଗତ ଆନନ୍ଦି ଦେବି ଅଗ୍ରୱାଲଙ୍କ ସ୍ମୃତିରେ ନିର୍ମିତ ହୋଇଥିବା ବୀର ହନୁମାନଙ୍କ ପ୍ରତିମୂର୍ତ୍ତି
Read More...

ଟିଟିଲାଗଡ଼ ପ୍ରଭାବତୀ ପବ୍ଲିକ ସ୍କୁଲ ତରଫରୁ ବିରାଟ ଶୋଭାଯାତ୍ରା ସହ ୧୦୦୮ ଦୀପ ଜଳାଇ ପାଳନ କଲେ ପ୍ରଭୁ ଶ୍ରୀରାମଙ୍କ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ଦେଶ ଉତ୍ସବ ମୁଖର ହୋଇ ପଡିଥିବା ବେଳେ ଟିଟିଲାଗଡ଼ର ପ୍ରତିଷ୍ଠିତ ଶ୍ରୀ ଦାଦିଜୀ ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲର ଅଧକ୍ଷା ଡ. ସୁନନ୍ଦା ଜତିଙ୍କ ଅଧ୍ୟକ୍ଷତାରେ
Read More...

ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ରାମ ଭକ୍ତିରେ ଟିଟିଲାଗଡ଼ ସହର ଉବୁଟୁବୁ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଦୀର୍ଘ ଶହ ଶହ ବର୍ଷରୁ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ ସ୍ୱପ୍ନ ସୋମବାର ଅର୍ଥାତ ଆଜି ସାକାର ହୋଇଯାଇଛି । ଏହି ଅବସରରେ ସାରା ଦେଶରେ ଶ୍ରୀରାମ ଧ୍ଵନି, ଭଜନ, କୀର୍ତ୍ତନ ଜଣାଣ ତଥା ସୋସିଆଲ୍‌ ମିଡିଆରେ କେବଳ ରାମ ରାମ ଦେଖିବାକୁ ତଥା ଶୁଣିବାକୁ
Read More...

ପ୍ରବଳ ଉଦ୍ଦୀପନା ସହିତ ଓମ୍‌ଭେଲି ବିଦ୍ୟାଳୟରେ ପାଳିତ ହେଲା ବାର୍ଷିକ ସଂଗୀତ ସମାରୋହ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଶିକ୍ଷା ସୁଯୋଗ ନିର୍ମାଣର କେବଳ ପାହାଚ ନୁହେଁ ଏହା ଅନନ୍ତ ସମ୍ଭାବନାର ଭବିଷ୍ୟତ ନିର୍ମାତା । ଆଜିର ଶିଶୁ କାଲିର ନାଗରିକ । ଏମାନେ ସୁରଭିତ ଉଦ୍ୟାନର ସତେଜ ପାଖୁଡ଼ା । ବୈଭବଶାଳୀ ରାଷ୍ଟ୍ର ଗଠନର ଏମାନେ ସୁଦକ୍ଷ ବିନ୍ଧାଣି । ସମ୍ଭାବନା ସୃଷ୍ଟିର
Read More...

ଟିଟିଲାଗଡ଼ରେ ସ୍ମାର୍ଟ ମିଟର ନ ଲଗାଇବା ପାଇଁ ଟିପିଡବ୍ଲୁଓଡିଏଲ୍‌ ଅଧିକାରୀଙ୍କ ସହ ବଣିକ ସଂଘ ସଦସ୍ୟଙ୍କ ଆଲୋଚନା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବିଦ୍ୟୁତ ବିଭାଗ (ଟିପିଡବ୍ଲୁଓଡିଏଲ୍‌) ତରଫରୁ ଟିଟିଲାଗଡ଼ ସହରରେ ଲାଗିଥିବା ପୁରୁଣା ମିଟର ଜାଗାରେ ସ୍ମାର୍ଟ ମିଟର ଲଗେଇବା ପାଇଁ ଯୋଜନା କରୁଥିବା ବେଳେ ଏହା ଜାଣିବା ପରେ ସହରବାସୀଙ୍କ ମଧ୍ୟରେ ତୀବ୍ର ବିରୋଧ ହେବା ସହ ବ୍ୟାପାରୀମାନେ ମଧ୍ୟ ଏହାକୁ
Read More...

ଟିଟିଲାଗଡ଼ ହେଲୋ କିଡ୍‌ସ୍‌ ସ୍କୁଲର ୧୧ତମ ବାର୍ଷିକୋତ୍ସବ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ଅଗ୍ରଣୀ ପ୍ଲେ ସ୍କୁଲ ହେଉଛି ହେଲୋ କିଡ୍‌ସ୍‌ । ଏହି ପ୍ଲେ ସ୍କୁଲରେ ଛୋଟ ଛୁଆମାନଙ୍କୁ ପ୍ରଥମ କରି ଖେଳ ଖେଳାଇବା ସହ ପ୍ରାରମ୍ଭିକ ଶିକ୍ଷା ପ୍ରଦାନ କରାଯାଇଥାଏ । ଦୀର୍ଘ ଦଶବର୍ଷ ହେଲା ସହରର ବିଭିନ୍ନ ଛାତ୍ରଛତ୍ରୀଙ୍କ ପସନ୍ଦର
Read More...