Browsing Tag

titilagarh news

କୁର୍ସୁଡ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ ଜନ୍ମଦିନ ଠାରୁ ଅକ୍ଟୋବର ମାସର ଦୁଇ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହି ପରିପ୍ରେକ୍ଷୀରେ ଶନିବାର ଦିନ ଟିଟିଲାଗଡ଼ ବ୍ଲକ
Read More...

ଓସିଏସ୍‌ ପାଇଲେ ଟିଟିଲାଗଡ଼ର ହେମରାଜ କୁମ୍ଭାର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ହାଇସ୍କୁଲ ପଡ଼ାରେ ରହୁଥିବା ମୁରିବାହାଲ ବ୍ଲକ କନ୍ଦାଖାଲ ଗ୍ରାମର ମାଗି କୁମ୍ଭାରଙ୍କ ପୁଅ ହେମରାଜ କୁମ୍ଭାର ଓସିଏସ୍‌ ପରୀକ୍ଷାରେ ୨୫୪ ର‍୍ୟାଙ୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ଖବର ପ୍ରଚାରିତ ହେବା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।
Read More...

ଟିଟିଲାଗଡ଼ ଓମ ଭ୍ୟାଲି ସ୍କୁଲର ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଓମେକ୍ସ ଷ୍ଟିଲ ଡିଭିଜନକୁ ଶିଳ୍ପ ଅଧ୍ୟୟନ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଓମ ଭ୍ୟାଲି ସ୍କୁଲରେ ଛାତ୍ରଛାତ୍ରୀମାନଙ୍କୁ ପାଠ ସାଙ୍ଗକୁ ପ୍ରୟୋଗିକ ଶିକ୍ଷା ମଧ୍ୟ ପ୍ରଦାନ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ ନିକଟସ୍ଥ ତୁର୍ଲା ଗ୍ରାମରେ ଅବସ୍ଥିତ ଥିବା ପାଓମେକ୍ସ ଷ୍ଟିଲ
Read More...

ଟିଟିଲାଗଡ଼ରେ ଅଗ୍ରସେନ ଜୟନ୍ତୀ ଧୁମ୍‌ଧାମ୍‌ରେ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଅଗ୍ରୱାଲ ସଭା ତରଫରୁ ସେପ୍ଟେମ୍ବର ୨୨ ଅର୍ଥାତ ସୋମବାର ଦିନ ସନ୍ଧ୍ୟାରେ ମହାରାଜା ଅଗ୍ରସେନଙ୍କ ଜୟନ୍ତୀ ପାଳନ ଅବସରରେ ମହାବୀର ପଞ୍ଚାୟତି ଧର୍ମଶାଳା ଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ପୁଣି ଥରେ ମହାବୀର ପଞ୍ଚାୟତି
Read More...

ଟିଟିଲାଗଡ଼ ହାଟପଦା ପଡ଼ାର ଭଡ଼ା ଘରୁ ଶିକ୍ଷକ ସିଦ୍ଧାନ୍ତ କୁମାର ସାହୁଙ୍କ ମୃତଦେହ ଉଦ୍ଧାର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ହାଟପଦା ପଡ଼ାର ଜଣଙ୍କ ଭଡ଼ା ଘରେ ରହୁଥିବା ସିଲଣ୍ଡା ଗ୍ରାମରେ ଶିକ୍ଷକ ଭାବେ କାର୍ଯ୍ୟରତ ଥିବା ସିଦ୍ଧାନ୍ତ କୁମାର ସାହୁଙ୍କ ମୃତ୍ୟୁ ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ କିଭଳି ? କେଉଁ ପରିସ୍ଥିତିରେ ? କେଉଁ କାରଣରୁ ତାଙ୍କର
Read More...

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ୧୪୦୪ ୟୁନିଟ ରକ୍ତ ସଂଗ୍ରହ କରିଥିବାରୁ ଟିଟଲାଗଡ ବିଧାୟକ ନବୀନ ଜୈନଙ୍କୁ…

ଟିଟିଲାଗଡ଼େ, (ସଞ୍ଜୟ କୁମାର ନାୟକ) : ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଏକ ମେଗା ରକ୍ତଦାନ ଶିବିର ଆୟୋଜନ କରିଥିଲେ । ଏହି ମେଗା ରକ୍ତଦାନ ଶିବିର ଆୟୋଜନ କରି ରେକର୍ଡ ସଂଖ୍ୟକ ୧୪୦୪ ୟୁନିଟ ରକ୍ତ ସଂଗ୍ରହ କରିଥିବାରୁ ମୁଖ୍ୟମନ୍ତ୍ରୀ
Read More...

ମାହେଶ୍ୱରୀ ଆଇ.ଟି.ଆଇରେ ବିଶ୍ୱକର୍ମା ପୂଜା

ଟିଟିଲାଗଡ଼ : ଟିଟିଲାଗଡ଼ ବାନ୍ଦୁପଲା ସ୍ଥିତ ମାହେଶ୍ୱରୀ ଆଇ.ଟି.ଆଇରେ ଚଳିତ ବର୍ଷ ବହୁ ଆଡ଼ମ୍ବରରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଅନୁଷ୍ଠାନର ସମ୍ପାଦକ ଇଂ. ପ୍ରଦୀପ୍ତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠାନର ଅଧ୍ୟକ୍ଷ ଇଂ. ଦେବବ୍ରତ ଛତର ଓ ସହ ଧର୍ମିଣୀ
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ଅବସରରେ ଟିଟିଲାଗଡ଼ରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ, ୧୪୦୧ ୟୁନିଟ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜି ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ । ଏହାକୁ ଦୃଷ୍ଟିରେ ରଖି ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଏକ ମେଗା ରକ୍ତଦାନ ଶିବିରର ଆୟୋଜନ କରିଛନ୍ତି । କୌଣସି ବ୍ୟକ୍ତି ରକ୍ତ ଅଭାବରୁ ଜୀବନ ନହାରୁ ତଥା ପ୍ରଧାନମନ୍ତ୍ରୀଙ୍କ ଜନ୍ମ
Read More...

ଏକ୍ ପେଡ୍ ମା କେ ନାମ୍‌ : ବିଜେପୁର ଆଞ୍ଚଳିକ ସାଧନ କେନ୍ଦ୍ରରେ ସ୍ଵତନ୍ତ୍ର ବୃକ୍ଷରୋପଣ କାର୍ୟକ୍ରମ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ବ୍ଲକ୍ ଅନ୍ତର୍ଗତ ବିଜେପୁର ଆଞ୍ଚଳିକ ସାଧନ କେନ୍ଦ୍ରରେ ସଂଯୋଜକ ଗୋପାଳ ସିଂହ ସୁନାଙ୍କ ତତ୍ବାବଧାନରେ ୧୪ଟି ବିଦ୍ୟାଳୟରେ ସ୍ଵତନ୍ତ୍ର କାର୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଗୋପାଳ ସିଂହ ସୁନା ଏବଂ ଅତିରିକ୍ତ
Read More...

୨୩ ଦିନ ଧରି କଳା ବ୍ୟାଚ ପିନ୍ଧି କାର୍ଯ୍ୟ କରୁଛନ୍ତି ପ୍ରାଣୀ ଚିକିତ୍ସକ : ଦାବି ପୂରଣ ନହେଲେ ଖୁବ ଶୀଘ୍ର ଦେବେ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସରକାର ପ୍ରାଣୀ ସମ୍ପଦକୁ ଗୁରୁତ୍ଵ ଦେବା ସହ ଚାଷୀ ତଥା ପଶୁମାନଙ୍କ ନିମନ୍ତେ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଯେତେ ଟଙ୍କା ଖର୍ଚ୍ଚ କରୁଛନ୍ତି ତାହାର ୧୦ ପ୍ରତିଶତ ବି ପ୍ରାଣୀ ଚିକିତ୍ସା କ୍ଷେତ୍ରରେ
Read More...