ଟିଟିଲାଗଡ ରେଳ ଓଭର ବ୍ରିଜର ରେଳ ଲାଇନ ଉପର ଦୁଇଟି ଖୁମ୍ୱର ଜଳୁନି ଲାଇଟ : ଅନ୍ଧାର ଯୋଗୁଁ ଲୋକେ ହଇରାଣ
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ରେଳ ଓଭର ବ୍ରିଜ ଦେଇ ଏବେ ସହର ବାହାରକୁ ଯିବା ଆସିବା କରିବା ପାଇଁ ବହୁତ ଲୋକ ନିର୍ଭର କରୁଛନ୍ତି । ଓଭର ବ୍ରିଜ ଉପରେ ରେଳ ଧାରଣା ଉପରେ ଥିବା ଦୁଇଟି ଲାଇଟ୍ ଖୁମ୍ବର ଲାଇଟ ଜଳୁ ନଥିବାରୁ ରାତିରେ ସେହି ବାଟ ଦେଇ ଯାଉଥିବା ପଥାଚାରୀ, ସାଧାରଣ!-->…
Read More...
Read More...