ଟିଟିଲାଗଡ଼ ରାଜନୀତିରେ ହଟ୍ଚମଟ୍ : ବିଜେଡିର ୪ କାଉନ୍ସିଲର୍ ବିଜେଡି ଛାଡି ବିଜେପି ଦଳରେ ସାମିଲ ହେଲେ
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ରାଜନୀତି ସବୁବେଳେ ସରଗରମ ରହିଥାଏ । ପ୍ରଥମେ ୨୦୨୨ ପୌର ପରିଷଦର ପୌରଅଧ୍ୟକ୍ଷ ପଦ ପାଇଁ ୧୫ଟି ୱାର୍ଡ଼ର ଭୋଟର ସିଧାସଳଖ ଭୋଟ୍ ଦେଇ ନିର୍ବାଚନରେ ବିଜେଡି ଗଡ଼କୁ ଦୋହଲାଇ ବିଜେପି ପ୍ରାର୍ଥୀନି ଶ୍ରୀମତୀ ମମତା ଦେବୀ ଜୈନଙ୍କୁ ବିଜୟୀ!-->…
Read More...
Read More...