ଘଣ୍ଟାଶୁଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସିସିଟିଭି ଉଦ୍ଘାଟନ କଲେ ବିଧାୟକ ନବୀନ ଜୈନ
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ପୁରାତନ ବିଦ୍ୟାଳୟ ମଧ୍ୟରୁ ଘଣ୍ଟାଶୁଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟ କମିଟିର ନିଜସ୍ଵ ପାଣ୍ଠିରୁ ଲଗାଯାଇଥିବା ସିସିଟିଭିର ଉଦ୍ଘାଟନ ଟିଟିଲାଗଡ଼ର ବିଧାୟକ ନବୀନ ଜୈନ, ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନଙ୍କ!-->…
Read More...
Read More...