ଶ୍ରଦ୍ଧାଞ୍ଜଳୀ ସଭା
ଟିଟିଲାଗଡ, (କେପିଏନ୍ଏସ୍) : ସ୍ୱର୍ଗତ ରାଧାକୃଷ୍ଣ ପଟ୍ଟନାୟକ ଜଣେ ନାଟ୍ୟକାର, ଗାଳ୍ପିକ, କବି, ଶିଶୁ ସାହିତ୍ୟିକ ଏବଂ ଗୀତିକାର ଭାବରେ ଦୀର୍ଘ ପାଂଚ ଦଶନ୍ଧି ଧରି ଓଡିଆ ଓ କୋସଲି ଭାଷାକୁ ଋଦ୍ଧିମନ୍ତ କରିଛନ୍ତି । ସେ ଜଣେ ଆଗ ଧାଡିର ଆକାଶବାଣୀ ଓ ଦୂରଦର୍ଶନ ଶିଳ୍ପୀ ଥିଲେ । ତାଙ୍କ ରଚିତ!-->…
Read More...
Read More...