ଟିଟିଲାଗଡ଼ ରେଳ ଷ୍ଟେସନ୍ ଟିକେଟ କାଉଣ୍ଟର ତଳେ ଶୋଉଛି ବୁଲା କୁକୁର – ଅଧିକାରୀଙ୍କ ଦୃଷ୍ଟି ପଡୁ
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବୁଧବାର ସକାଳ ୮ଟା ସମୟରେ ଜଣେ ଆଇନଜୀବୀ ରେଳ ଟିକେଟ୍ କାଟିବା ପାଇଁ ଯାଇଥିବା ବେଳେ ସଂରକ୍ଷଣ ଟିକେଟ୍ କାଉଣ୍ଟର ତଳ ପଟେ ଗୋଟିଏ ବୁଲା କୁକୁର ଶୋଇଥିଲା, ରେଳ ଷ୍ଟେସନ ସମ୍ମୁଖରେ ଅନ୍ୟ କୁକୁରଙ୍କ ଭିଡ ଜମିବାର ଦେଖିବାକୁ ମିଳୁଛି ଯାହାକି କେତେବେଳେ!-->…
Read More...
Read More...