Browsing Tag

titilagarh news

ରେଳ ଉଡନ୍ତା ସେତୁ : ଠିକ୍ ସେ ଦେଖିକି ଉଡ଼ିବେ…..

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ପୋଲିସ ଷ୍ଟେସନ ନିକଟରେ ଲାଗିଥିବା ଏହି ବୋର୍ଡଟିକୁ ଦେଖନ୍ତୁ । ନିଶ୍ଚୟ ଯିବା ଆସିବା ସମୟରେ ଆଖିରେ ପଡ଼ିବ ଏହି ବୋର୍ଡ । ନବ ନିର୍ମିତ ରେଳବାଇ ଓଭର ବ୍ରିଜ ପାଇଁ ଲଗାଯାଇଛି ଏହି ବୋର୍ଡଟି । ଆଗକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଆସିବେ ଓ ଏହି ବ୍ରିଜକୁ
Read More...

ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟାରେ ସହରବାସୀ ନାରାଜ୍

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡ ଉପ ଜିଲ୍ଲାପାଳ ତଥା ପୌର ପରିଷଦ କାର୍ୟ୍ୟନିର୍ବାହୀ ଅଧିକାରୀ ସୋମେଶ ଉପାଧ୍ୟାୟଙ୍କ ନିର୍ଦ୍ଦେଶ କ୍ରମେ ଟିଟିଲାଗଡ ରେଳ ଷ୍ଟେସନ ନିକଟରେ ୱାର୍ଡ ନଂ ୧୦ର ଦୁଇଟି ଘର ଓ ପୁରୁଣା ଅଙ୍ଗନୱାଡ଼ି ଘରକୁ ଜବର ଦଖଲ ଉଚ୍ଛେଦ ଅଭିଯୋଗରେ ଭାଙ୍ଗି ଦିଆଯାଇଛି ।
Read More...

କୋଭିଡ୍‌ ଟୀକାକରଣରେ ଛାତ୍ର କ୍ରିୟାନୁଷ୍ଠାନ କମିଟି ଓ ବିକାଶ ସେନାର ଶ୍ରମଦାନ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ସ୍ଥାନୀୟ ଟିଟିଲାଗଡ ଉପଖଣ୍ଡୀୟ ଡାକ୍ତଖାନା ଠାରେ ସରକାରଙ୍କ ଦ୍ଵାରା ହେଉଥିବା କୋଭିଡ୍ ଟୀକାକରଣ ଅଭିଯାନରେ ଛାତ୍ର କ୍ରିୟାନୁଷ୍ଠାନ କମିଟିର ସଭାପତି ଶୁଭମ୍ ଆଚାର୍ୟ୍ୟଙ୍କ ନେତୃ‌ତ୍ୱରେ ଛାତ୍ର କ୍ରିୟାନୁଷ୍ଠାନ କମିଟିର ଏବଂ ଟିଟିଲାଗଡ ବିକାଶ ସେନାର କିଛି
Read More...

ପିଇବା ପାଣି ଟିକିଏ ପାଇବା ପାଇଁ ଡହକ ବିକଳ ପଡ଼ାବାସୀ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ଼ରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ନେଉଛି । ଆଜି ଟିଟିଲାଗଡ ସହର ସ୍ଥିତ ୧୧ ନମ୍ବର ୱାର୍ଡର ଶତାଧିକ ମହିଳା ପାନୀୟ ଜଳ ପାଇଁ ଟିଟିଲାଗଡ଼ ସହରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦୀର୍ଘ ପନ୍ଦର ଦିନ ଧରି ପାନୀୟ ଜଳ ଯୋଗାଣ ହୋଇ ନ ଥିବାରୁ ଆଜି
Read More...

ବିଜୁ ପଟ୍ଟନାୟକ ଜୟନ୍ତୀ ସମାରୋହ ଓ ପଞ୍ଚାୟତିରାଜ ଦିବସ ପାଳିତ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜନ୍ମ ଜୟନ୍ତୀ ସମାରୋହ ଓ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଓଡ଼ିଶା ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ଟିଟିଲାଗଡ
Read More...

ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ତରଫରୁ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର

ଟିଟିଲାଗଡ, (ଗୌରବ ଦର୍ଜୀ) : ଜନସଂଖ୍ୟା ସମାଧାନ ଫାଉଣ୍ଡସନ ଓଡିଶା ପ୍ରଦେଶ, ବଲାଙ୍ଗିର ଜିଲ୍ଲା ଶାଖାର ସଭାପତି ଆଡଭୋକେଟ ଆଲୋକ ନାୟକ‌ଙ୍କ ସମେତ ଜିଲ୍ଲାର କର୍ୟ୍ୟକତ୍ତା ଓ ଓଡ଼ିଶା ପ୍ରଦେଶର ପଦାଧିକାରୀ ଏବଂ କାର୍ୟ୍ୟକାରିଣୀ ସଦସ୍ୟ ସଦସ୍ୟା ମାନେ ଟିଟିଲାଗଡ଼ ଉପଜିଲ୍ଲାପାଳ ସୋମେଶ
Read More...

ଜିଏସଟିର ସରଳୀକରଣ କରିବାପାଇଁ ଭାରତ ବନ୍ଦ ଡାକରା ସଫଳ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଜିଏସଟିର ସରଳୀକରଣ କରିବା ଦାବୀ ନେଇ ସମଗ୍ର ଭାରତକୁ ବନ୍ଦ କରିବା ପାଇଁ ସର୍ବ ଭାରତୀୟ ବ୍ୟବସାୟୀ ସଂଘ ଦେଇଥିବା ବନ୍ଦ ଡାକରାର ପ୍ରଭାବ ଟିଟିଲାଗଡ଼ ସହରରେ ମଧ୍ୟ ଦେଖିବାକୁ ମିଳିଛି । ସକାଳ ୬ ଟାରୁ ସଂଧ୍ୟା ୬ ଟା ପର୍ୟ୍ୟନ୍ତ ଆଜି ସର୍ବ ଭାରତୀୟ ବ୍ୟବସାୟୀ
Read More...

ପ୍ରସିଦ୍ଧ ମହାଶିବରାତ୍ରି ମେଳା ଉପରେ ଲାଗିଲା ଅଙ୍କୁଶ : ଚଳିତ ବର୍ଷ ମେଳାକୁ ବାରଣ କଲା ପ୍ରଶାସନ

ଟିଟିଲାଗଡ, (ଗୌରବ ଦର୍ଜୀ) : ମହାମାରୀ କରୋନାକୁ ଆଖି ଆଗରେ ରଖି ଗତକାଲି ଟିଟିଲାଗଡ ପ୍ରଶାସନ ଦାଧି ବାମନ ଟ୍ରଷ୍ଟ, ବ୍ରାହ୍ମଣ ସମାଜ, ଆଇନଜୀବି, ସ୍ୱେଚ୍ଛସେବୀ, ଗଣମାଧ୍ୟମ ପ୍ରତିନିଧି, ଏବଂ ବିଭିନ୍ନ ରାଜନୈତିକ ଦଳର ବ୍ୟକ୍ତି ବିଶେଷକୁ ନେଇ କୁମୁଡ଼ା ପାହାଡ଼ରେ ପାଳିତ ହୋଇ ଆସୁଥିବା ମହା
Read More...

ମହେ‌ଶ୍ୱର ହିନ୍ଦୀ ହାଇସ୍କୁଲର ୨୦୧୨ ମାଟ୍ରିକ ବ୍ୟାଚର ବନ୍ଧୁମିଳନ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡର ମହେ‌ଶ୍ୱର ହିନ୍ଦୀ ହାଇସ୍କୁଲରୁ ୨୦୧୨ ମସିହାରେ ମାଟ୍ରିକରେ ଉତିର୍ଣ୍ଣ ହୋଇଥିବା ବାଳକ ଶିକ୍ଷାର୍ଥୀମାନଙ୍କ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରାୟ ନଅ ବର୍ଷ ପରେ ବନ୍ଧୁମାନେ ଏକତ୍ର ହୋଇ ପାରିଥିବାରୁ ସମସ୍ତଙ୍କ ମନରେ ଆନନ୍ଦ ଓ
Read More...

ଶାନ୍ତିଲତା ସିଂଭୋଇଙ୍କ ବିୟାଗଗରେ ଶୋକସଭା

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଆଜି ସ୍ଥାନୀୟ ଆଦିବାସୀ ଭବନ ଠାରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ତରଫରୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘର ଜ଼ିଲ୍ଲା ସଭାପତି ବ୍ରଜକିଶୋର ସିଂଭୋଇଙ୍କ ଧର୍ମପତ୍ନୀ ସ୍ବର୍ଗତ ଶାନ୍ତିଲତା ସିଂଭୋଇଙ୍କ ଅକାଳ ବିୟୋଗଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି ।
Read More...