Browsing Tag

titilagarh news

ସ୍କୁଲ ଅଧ୍ୟକ୍ଷା ନିଖୋଜ ମାମଲା : ପୋଲିସ ହେପାଜତରୁ ଅଭିଯୁକ୍ତ ଫେରାର୍, ୩ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କଲେ…

ଟିଟିଲାଗଡ଼, (ଅଜିତ କୁମାର ସାହୁ) : କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗ ସନସାଇନ୍‌ ପବ୍ଲିକ୍‌ ସ୍କୁଲ୍‌ ଅଧ୍ୟକ୍ଷା ମମିତା ମେହେର ନିଖୋଜ ମାମଲାରେ ପୋଲିସ ଅଟକ ରଖିଥିବା ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ଗତକାଲି ରାତିରେ ଟିଟିଲାଗଡ଼ ପୋଲିସ ହେପାଜତରୁ ଫେରାର୍ ହୋଇଯାଇଛନ୍ତି ।
Read More...

ବଲାଙ୍ଗିର ଜିଲ୍ଲାପାଳଙ୍କ ୫ଟି ସ୍କୁଲ ପରିଦର୍ଶନ : ଡ଼ବ୍ଲୁଓଡିସି ଅନୁଦାନରେ ହେବାକୁ ଥିବା ମଡେଲ ସ୍କୁଲ ସ୍ଥାନ ଚୟନକୁ…

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାପାଳ ଟିଟିଲାଗଡ଼ ଅଞ୍ଚଳର ତିନୋଟି ସ୍କୁଲକୁ ପରିଦର୍ଶନ କରିବା ସହ ଉନ୍ନୟନ ମୂଳକ କାର୍ଯ୍ୟର ସ୍ଥିତି ପରଖିଛନ୍ତି । ୫ଟି ଅନୁଦାନରେ ନିର୍ମାଣ ଧୀନ ମଡେଲ ସ୍କୁଲ କୋଠା ଗୁଡିକର କାମ ପରଖିବା ସହ ସ୍କୁଲର ଭିତିଭୂମି ଉପରେ ଆଲୋଚନା କରିଥିଲେ
Read More...

ମଧ୍ୟାହ୍ନ ଭୋଜନ ଚାଉଳ ତଥା ଅର୍ଥ ଆତ୍ମସାତ ଅଭିଯୋଗ କରି ଧାରଣା

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ଟିଟିଲାଗଡ଼ ଉପଖଣ୍ଡ ଅଧିନସ୍ଥ ମାକ୍ରିପଡା ସରକାରୀ ଉନ୍ନତ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ବ୍ୟାପକ ପରିମାଣରେ ଅର୍ଥ ହେରଫେର କରିବା, ମଧ୍ୟାହ୍ନ ଭୋଜନର ଅର୍ଥ ତଥା ଚାଉଳ ବାଟମାରଣା କରିଥିବା ଅଭିଯୋଗ କରି ସ୍କୁଲ ଛାତ୍ରଛାତ୍ରୀ ତଥା ଅବିଭାବକମାନେ
Read More...

ବର୍ଷିୟାନ ସାମ୍ବାଦିକା ଉତ୍ତମା ନାଏକଙ୍କ ପରଲୋକ

ଟିଟିଲାଗଡ, (ଅଜିତ କୁମାର ସାହୁ) : ଟିଟିଲାଗଡ ମାଟିର ବର୍ଷିୟାନ ସାମ୍ବାଦିକା ଉତ୍ତମା ନାଏକଙ୍କ ପରଲୋକ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଗତ ଶନିବାର ଦିନ କଟକର ଏକ ଘରୋଇ ହସପିଟାଲରେ ତାଙ୍କର ମୃତ୍ୟୁ ଘଟିଛି । ବଲାଙ୍ଗିର ଜିଲ୍ଲା ପ୍ରଥମ ମହିଳା ସାମ୍ବାଦିକା ଭାବେ ସେ ବେଶ୍‌ ଜଣାଶୁଣା
Read More...

ଟିଟିଲାଗଡ଼ବାସୀଙ୍କ ଦାବୀ ପୂରଣ ନ ହେଲେ ମୁଖ୍ୟମନ୍ତ୍ରୀ ନବୀନଙ୍କ ଟିଟିଲାଗଡ଼ ଗସ୍ତକୁ ନେଇ ତୀବ୍ର ବିରୋଧ ହେବ –…

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାଁ ଗାଁ ବିକାଶ କରୁଥିବା ଡିମ ଡିମ ପିଟୁଥିବା ବେଳେ ଗାଁ ଠୁ ଆରମ୍ଭ କରି ସହରର ବିଭିନ୍ନ ସମସ୍ୟା ସମ୍ପର୍କରେ ଦୃଷ୍ଟି ଦେଇ ସମାଧାନ କରୁଥିବା ସ୍ଥାନୀୟ ନେତା ମନ୍ତ୍ରୀ ବିଭିନ୍ନ ସମୟରେ ଭାଷଣ ମାରୁଥିବା ମଧ୍ୟ ଦେଖିବାକୁ
Read More...

ଡିଏଭି ଅଟୋନୋମସ୍‌ କଲେଜର ୫୩ତମ ପ୍ରତିଷ୍ଠା ଦିବସ ପାଳିତ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଆଜି ଡିଏଭି ଅଟୋନୋମସ୍‌ କଲେଜର ୫୩ତମ ପ୍ରତିଷ୍ଠା ଦିବସରେ ଶିଶୁ ଓ ମହିଳା ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମହାବିଦ୍ୟାଳୟର କାର୍ଯ୍ୟକାରିଣୀ କମିଟିର ସଭାପତି ବଲାଙ୍ଗିର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଅନନ୍ତ
Read More...

ପୋଲିସ ହାତରେ ଧରାପଡିଲେ ମୋବାଇଲ ଲୁଟେରା ଗ୍ୟାଙ୍ଗ, ୮ ଗିରଫ

ଟିଟିଲାଗଡ, (ଗୌରବ ଦର୍ଜୀ) : ଦିନକୁ ଦିନ ଟିଟିଲାଗଡ ସହରରେ ଲୁଟେରା ଗ୍ୟାଙ୍ଗର ରାଜ୍‌ ବଢି ଚାଲିଥିବା ବେଳେ ଆଜି ଏକ ଏକ ଲୁଟେରା ଗ୍ୟାଙ୍ଗକୁ କାବୁ କରିବାରେ ଟିଟିଲାଗଡ଼ ପୋଲିସକୁ ବଡ ସଫଳତା ମିଳିଛି । ଏଥିରେ ୮ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧୬ ଟି ମୋବାଇଲ ଫୋନ୍, ଚାରୋଟି ବାଇକ,
Read More...

ଟିଟିଲାଗଡ଼ ଅଞ୍ଚଳକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବୀ କରି କଂଗ୍ରେସ ଦଳ ତରଫରୁ ଧାରଣା ସହ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର…

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଠିକ୍ ସମୟରେ ସଠିକ ପରିମାଣର ବର୍ଷା ନ ହେବା ତଥା ଜଳସେଚନର ଘୋର ଅସୁବିଧା ଯୋଗୁଁ ଏହି ବର୍ଷ ଚାଷ ଭଲ ଭାବରେ ହୋଇ ପାରିନାହିଁ, ମାଟି ଫାଟି ଆଁ କଲାଣି, ଚାଷୀ ମୁଣ୍ଡରେ ହାତ ଦେଇ ବସିଥିବା ବେଳେ ଚାଷ ଋଣ ବୋଝ ସହ କିପରି ବଞ୍ଚିବେ ସେଥିପାଇଁ ସରକାରଙ୍କ ସହାୟତା
Read More...

ଟିଟିଲାଗଡରେ ଆର୍‌ଆଇ ପରୀକ୍ଷାର ଆଡ୍‌ମିଟ୍‌ କାର୍ଡରେ ଥିବା ଠିକଣାକୁ ନେଇ ଦ୍ଵନ୍ଦରେ ପରୀକ୍ଷାର୍ଥୀ : ଅନେକ…

ଟିଟିଲାଗଡ, (ଗୌରବ ଦର୍ଜୀ) : ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶାର ସମସ୍ତ ଜିଲ୍ଲାରେ ଓଡିଶା ସବ୍‌ଅର୍ଡିନେଟ୍ କର୍ମଚାରୀ ଚୟନ ଆୟୋଗ ମାଧ୍ୟମରେ ଆର୍‌ଆଇ ପରୀକ୍ଷା ଆୟୋଜିତ ହୋଇଥିବା ବେଳେ ଟିଟିଲାଗଡ ସହରର ଛଅଟି ସ୍ଥାନ ଯଥା ସରକାରୀ ବାଳିକା ବିଦ୍ୟାଳୟ, ଡିଏଭି କଲେଜ, ଡିଏଭି ପବ୍ଲିକ ସ୍କୁଲ,
Read More...

ଜନ ଆଶୀର୍ବାଦ ଯାତ୍ରାକୁ ନେଇ ଘେରିଲା ବିରୋଧୀ କଂଗ୍ରେସ

ଟିଟିଲାଗଡ, (ଗୌରବ ଦର୍ଜୀ) : ଗତ ୨୨ ତାରିଖରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଜନ ଆଶୀର୍ବାଦ ଯାତ୍ରାରେ ଟିଟିଲାଗଡ ପହଞ୍ଚିଥିଲେ । ବଲାଙ୍ଗିର ସାଂସଦ ସଙ୍ଗୀତା ସିଂହଦେଓ, ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଟିଟିଲାଗଡ ବ୍ଲକ ଲୁଥୁର ବନ୍ଧ ଥରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନ
Read More...