Browsing Tag

titilagarh news

ସୁସାହିତ୍ୟିକ ଅଶ୍ୱିନୀ କୁମାର ମହାନ୍ତି ଆଉ ଇହଜଗତରେ ନାହାନ୍ତି

ଟିଟିଲାଗଡ଼, (ପ୍ରମୋଦ କୁମାର ସେଲମା) : ସୁସାହିତ୍ୟିକ ଅଶ୍ୱିନୀ କୁମାର ମହାନ୍ତି ଆଉ ଇହଜଗତରେ ନାହାନ୍ତି(୭୮) । ଗତକାଲି ଦିନ ୧ଟା ସମୟରେ ତାଙ୍କ ବୁର୍ଲା ମେଡ଼ିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ଜଣେ ସଫଳ ସଂଗଠକ, ସମାଜସେବୀ, ନୀତିନିଷ୍ଠ ରାଜ୍ୟ
Read More...

ଅନ୍ତର୍ଲା ବାଲିଘାଟରେ ବାଲି ଚୋରାଚାଲାଣ ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇ ୨ଜେସିବି ସହ ୭ଟ୍ରାକ୍ଟର ଜବତ

ଟିଟିଲାଗଡ଼ : ବାଲି ଚୋରାଚାଲାଣ ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇ ୨ଜେସିବି ସହ ୭ଟ୍ରାକ୍ଟର ଜବତ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ମୁରିବାହାଲ ବ୍ଲକ ଯାମପଦର ଗ୍ରାମ ନିକଟସ୍ଥ ଅନ୍ତର୍ଲା ବାଲିଘାଟରେ ପ୍ରଶାସନ ପକ୍ଷରୁ ଟିଟିଲାଗଡ଼
Read More...

୨ ବାଇକ ମୁହାଁ ମୁହିଁ ଧକ୍କା, ଜଣେ ଯୁବକ ଗୁରୁତର

ଟିଟିଲାଗଡ଼, (ପ୍ରମୋଦ କୁମାର ସେଲମା) : ଆଜି ଅପରାହ୍ନ ସମୟରେ ଟିଟିଲାଗଡ ସହର ୨ ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଜଣେ ଯୁବକ ଗୁରୁତର ଅଛନ୍ତି । ଯୁବକ ନାମ ରତନ ଭୋଇ (୨୩) ବୋଲି ଜଣାପଡିଛି । ପ୍ରକାଶ ଯେ, ଟିଟିଲାଗଡ଼ ନିକଟସ୍ଥ ଡଙ୍ଗରପଡ଼ା ଗ୍ରାମର ନିବାସୀ ଦୁଆରୁ ଭୋଇଙ୍କ ପୁତ୍ର ରତନ
Read More...

ପ୍ରଶାସନ ପକ୍ଷରୁ ପେଟ୍ରୋଲ ପମ୍ପ ସିଲ୍‌

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ସ୍ଥାନୀୟ ମଦନ ଜାଲ ଛକ ପାଖରେ ଥିବା ସ୍ନେହା ପେଟ୍ରୋଲ ପମ୍ପକୁ ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ନିର୍ମାଣ ହେବାକୁ ଥିବା ଶିଶୁ ଉଦ୍ୟାନ ଜମିର ୫୦ ଡେସିମିଲ ଜମି ଜବରଦଖଲ ହୋଇଥିବା ଅଭିଯୋଗରେ ଉପଜିଲ୍ଲାପାଳ ମନୋଜ
Read More...

ପୁଣି ସାମ୍ନାକୁ ଆସିଲା ଦାଦନ ଦୁଃଖ : ଦାଦନ ସର୍ଦ୍ଦାରଠାରେ ବନ୍ଧା ପଡିଲେ ପତ୍ନୀ, ଏକା ଫେରିଲେ ସ୍ୱାମୀ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଟିଟିଲାଗଡ ମହୁଲପଡା ଗାଁରେ ପୁଣି ସାମ୍ନାକୁ ଆସିଲା ଦାଦନ ଦୁଃଖ । ଏକ ଦମ୍ପତି ଦାଦନ ଖଟିବା ପାଇଁ ଯାଇ ସ୍ୱାମୀ ଏକା ଫେରିଥିବା ବେଳେ ପତ୍ନୀ ସର୍ଦ୍ଦାରଠାରେ ବନ୍ଧା ପଡିଥିବା ଜଣାପଡିଛି । ସୂଚନା ଅନୁସାରେ ମହୁଲପଡା ଗ୍ରାମର ହୃଦାନନ୍ଦ ଘିବେଲା ଓ ତାଙ୍କ
Read More...

ନିଜ ପୁଅକୁ ଖୋଜି ଖୋଜି ଛତିଶଗଡ଼ରୁ ଟିଟିଲାଗଡ଼ ପହଞ୍ଚିଲା ମା’

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ଛତିଶଗଡ଼ରୁ ଓଡ଼ିଶା ଯାଏଁ ଚାଲିଛି ଖୋଜା ଖୋଜି । ବିଗତ ୪ ବର୍ଷରୁ ଖୋଜୁଛନ୍ତି ନିଜ ପରିବାରର ସଦସ୍ୟ ରୋନକଙ୍କୁ । ଖବର ପାଇବା ପରେ ମହାସମୁନ୍ଦରୁ ଆସିଲେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ହେଲେ ମିଳି ପାରିଲା ନାହିଁ କୌଣସି ସୁରାକ । ବୟସ ପାଖାପାଖି ୨୭,
Read More...

ମୁଣ୍ଡ ଉପରେ ପଞ୍ଚାୟତ ନିର୍ବାଚନ : ଗାଁରେ ପାଦ ପକାଇଲେ ସାଂସଦ ସଂଗୀତା

ଟିଟିଲାଗଡ଼, (ଅଜିତ କୁମାର ସାହୁ) : କରୋନା କଟକଣାକୁ ନେଇ ରାଜ୍ୟ ସରକାର ୫ ଜଣଙ୍କୁ ନେଇ ଭୋଟ ପ୍ରଚାର ପ୍ରସାର କରିବାକୁ କହୁଛନ୍ତି ହେଲେ ସରକାରଙ୍କ କଥାକୁ ପାଳନ କରୁଛି କିଏ ! ନେତାଙ୍କ ଭିଡରେ ଲୋକ ବେହାଲ ହୋଇ ପଡିଛନ୍ତି । ତେବେ ଗତକାଲି ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ଜୋନ ନମ୍ୱର ୯ରେ
Read More...

ବିଜେଡିରୁ ଟିକଟ୍‌ ପାଇଲେ ଗୀତା ଓ ରୀତା

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ବିଜେଡି ଦଳ ମଧ୍ୟରେ ଅନେକ ଆଶାୟୀ ଜିଲ୍ଲା ପରିଷଦ ସଦସ୍ୟ ଟିକଟ ପାଇବା ପାଇଁ ଆଶାବାଦୀ ଥିଲେ । ଏବେ ୮ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୨ଟି ଟିକେଟ ପ୍ରଦାନ କରାଯାଇଛି । ଜୋନ ନମ୍ୱର ୭ରୁ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷା
Read More...

ବିସ୍ଥାପିତ ପରିବାରଙ୍କୁ ସ୍ଥାନାନ୍ତରିତ କରାଯିବାକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିଷ୍ପତି ଗ୍ରହଣ

ଟିଟିଲାଗଡ, (ସନ୍ତୋଷ କୁମାର ନାୟକ) : ଟିଟିଲାଗଡ ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ ୧୪ଠାରେ ଥିବା ଆମବନ୍ଧର ପୁନରୁଦ୍ଧାର ତଥା ସୋନ୍ଦର୍ଯ୍ୟକରଣ ପାଇଁ ଏଠାରେ ଜବର ଦଖଲରେ ଥିବା ୬୫ଯି ପରିବାର ଓ ଗଉଡପଡ଼ାର ୨୯ଟି ବିସ୍ଥାପିତ ପରିବାରଙ୍କୁ ସ୍ଥାନାନ୍ତରିତ କରାଯିବାକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ
Read More...

ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ନିୟମ ବ୍ୟବସ୍ଥାକୁ ବିରୋଧ କରି ଆଦିବାସୀ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ଟିଟିଲାଗଡ଼, (ସନ୍ତୋଷ କୁମାର ନାୟକ) : ନବୀନ ସରକାର ପଞ୍ଚାୟତ ନିର୍ବାଚନରେ ସରକାରୀ ଭାବେ ଆଇନ ଅନୁଯାୟୀ ସଂରକ୍ଷଣ ନିୟମ ବ୍ୟବସ୍ଥା କାର୍ୟ୍ୟକାରୀ ନକରିବା ନେଇ ବିଭିନ୍ନ ସ୍ଥାନରେ ଏହାର ବିରୋଧ କରାଯାଉଛି । ପ୍ରକାଶ ଥାଉକି, ବଲାଙ୍ଗିର ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ହୋଇ ଶିକ୍ଷା, ନିଯୁକ୍ତି
Read More...