ପିଲାଙ୍କ ପାଖରେ ପହଞ୍ଚିଲା ଭ୍ରାମ୍ୟମାଣ ପାଠାଗାର
ଟିଟିଲାଗଡ, (କେପିଏନ୍ଏସ୍) : ଛାତ୍ରଛାତ୍ରୀମାନଙ୍କ ପୁସ୍ତକ ପଠନ ପ୍ରତି ଆଗ୍ରହ ବୃଦ୍ଧି କରିବା ପାଇଁ ଶିଶୁ ସାହିତ୍ୟିକ ତଥା ଆବାହକ ବୃନ୍ଦାବନ କୁମ୍ଭାରଙ୍କ ପ୍ରଚେଷ୍ଟାରେ ଭ୍ରାମ୍ୟମାଣ ପାଠାଗାର ଆଜି ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଅଦାବାହାଲ ଉଚ୍ଚ ପ୍ରକଳ୍ପ ବିଦ୍ୟାଳୟରେ ପହଞ୍ଚିଛି ।!-->…
Read More...
Read More...