Browsing Tag

tangi news

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୧ ମୃତ

ଟାଙ୍ଗୀ : ନୟାଗଡ଼ ଜିଲ୍ଲା ଚମ୍ପାଗଡ଼ ଛକ ଜାତୀୟ ରାଜପଥରେ ହାଇଓ୍ବା ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଭୁବନେଶ୍ୱରରୁ ବାଲୁଗାଁ ଅଭିମୁଖେ ଯାଉଥିବା ବାଇକ୍‌କୁ ପଛପଟୁ ଧକ୍କା ଦେଇଥିଲା ହାଇଓ୍ବା । ଘଟଣା ସ୍ଥଳରେ ହିଁ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଥିଲା । ଘଟଣା
Read More...

ବଜ୍ରାଘାତରେ ଜଣେ ମୃତ ୨ ଗୁରୁତର

ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲା ଚିଲିକାରେ ମାଛ ଧରିବା ବେଳେ ବଜ୍ରାଘାତରେ ଜଣେ ମତ୍ସ୍ୟଜିବୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତରଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଚିଲିକାରେ ମାଛ
Read More...

ଫାଇନାନ୍ସ କର୍ମଚାରୀଙ୍କୁ ମାଡ ମାରି ୧ ଲକ୍ଷ ୧୨ ହଜାର ଟଙ୍କା ଲୁଟ ଅଭିଯୋଗ

ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲାର ନିରାକାରପୁର ଥାନା ଅନ୍ତର୍ଗତ ଖଜୁରିପଡା ଗାଁ ନିକଟରେ ଫାଇନାନ୍ସ କର୍ମଚାରୀଙ୍କୁ ମାଡ ମାରି ୧ ଲକ୍ଷ ୧୨ ହଜାର ଟଙ୍କା ଦୁର୍ବୃତ୍ତମାନେ ଲୁଟି ନେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଭାରତ ଫାଇନାନ୍ସ କର୍ମଚାରୀ ଗୋପବନ୍ଧୁ ସାହୁ ମହିଳା ଗୃପଠାରୁ ଋଣ ଟଙ୍କା
Read More...

ଗୋଠ ଛଡା ଦନ୍ତା ହାତୀର ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ନିକଟସ୍ଥ ଭବାନୀପୁର ଗାଁରେ ହାତୀ ଆକ୍ରମଣ ଫଳରେ ଜଣେ ବୃଦ୍ଧଙ୍କ ଜୀବନ ଚାଲିଯାଇଥିବା ଖବର ମିଳିଛି । ମୃତକ ଜଣଙ୍କ ସେହି ଗାଁ ନୀଳମଣି ସେଣ ବୋଲି ଜଣାପଡିଛି । ସୂଚନାନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ଭବାନୀପୁର ଗାଁର ନୀଳମଣି ସେଣ ଘର ବାହାରେ
Read More...

ପାଣିରେ ବୁଡି ୧୫ ବର୍ଷ ନାବାଳକର ମୃତ୍ୟୁ

ଟାଙ୍ଗି : ପାଣିରେ ବୁଡି ୧୫ ବର୍ଷ ନାବାଳକର ମୃତ୍ୟୁ ହୋଇଥିବା ଖବର ମିଳିଛି । ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍ ଅନ୍ତର୍ଗତ ନୀଳାଦ୍ରିପ୍ରସାଦ ଖଇରାପଲି ଗ୍ରାମର ସହଦେଵ ଶବରଙ୍କ ପୁଅ ପ୍ରଦୀପ ଶବର (୧୫) ମାଉସୀ ଘରେ ରହୁଥିଲେ । ତେବେ ଗତକାଲି ଅପରାହ୍ନ ସମୟରେ ଗାଁର ଦୁଇ ଜଣ
Read More...

ପକ୍ଷୀ ଶିକାର ବେଳେ ଶିକାରୀକୁ କାବୁ କଲା ବନ୍ୟପ୍ରାଣୀ ବିଭାଗ

ଟାଙ୍ଗି : ବିଦେଶାଗତ ପକ୍ଷୀକୁ କଇଁ ଫୁଲରେ ବିଷ ଦେଇ ଚିଲିକାରେ ଶିକାର କରୁଥିବା ବେଳେ ବନ୍ୟପ୍ରାଣୀ ବିଭାଗ ଜଣେ ଶିକାରୀକୁ ଗିରଫ କରିଛି । ତେବେ ତା'ଠାରୁ ୪ଟି ମୃତ ବିଦେଶାଗତ ପକ୍ଷୀ, ଗୋଟିଏ ସାଇକେଲ, ମୋବାଇଲ୍ ଫୋନ ଓ କଇଁ ଫୁଲ ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ହେଉଛି ଟାଙ୍ଗୀ ଥାନା
Read More...