ନଦୀ କୂଳରୁ ଉଦ୍ଧାର ହୋଇଥିବା ହରିଣ ମରିଗଲା
ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ କେଲଗାଁ ନଦୀ କୂଳରୁ ଏକ ହରିଣକୁ ଉଦ୍ଧାର କରାଯାଇଥିଲା । ନଦୀ କୂଳରେ ଆହତ ଅବସ୍ଥାରେ ଏକ ହରିଣ ପଡିଥିବାର ଲୋକେ ଦେଖି ବିରାମହାରାଜପୁର ବନ ବିଭାଗକୁ ଖବର ଦେଇଥିଲେ । ବନବିଭାଗ ଆହତ ହରିଣକୁ ଉଦ୍ଧାର କରି!-->…
Read More...
Read More...